ଅନ୍ତର୍ଜାତୀୟ

ଖୁସିରେ ଗଦଗଦ ହେଉଛି ପାକିସ୍ତାନ, IMF ପରେ ଏବେ କାହାକୁ ନେଇ ଏତେ ଖୁସି ହେଉଛି ପାକ୍‌, ଜାଣନ୍ତୁ ଅସଲ କାରଣ

ଇସଲାମାବାଦ,୪।୬: ଅପରେଶନ ସିନ୍ଦୁର ଅନ୍ତର୍ଗତ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଏହା ପରେ ପୁଣି ଥରେ ପାକିସ୍ତାନ ସାହାଯ୍ୟ ନାମରେ ଭିକ୍ଷା କରିବାକୁ ବିଶ୍ୱର ଦେଶମାନଙ୍କ ପାଖରେ ପହଞ୍ଚିଛି। ଏହି ସମୟରେ, ଏସୀୟ ବିକାଶ ବ୍ୟାଙ୍କ…

ଶେଷରେ ଜଣାପଡିଗଲା, ଭାରତ ସହ ୪ ଦିନିଆ ସଂଘର୍ଷରେ ପାକିସ୍ତାନ ହରାଇଛି ୬ ଯୁଦ୍ଧ ବିମାନ, ୨ ସର୍ଭିଲାନ୍ସ ବିମାନ

ନୂଆଦିଲ୍ଲୀ,୩।୬: ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ…

ପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା? ଚାଞ୍ଚଲ୍ୟକର ଖୁଲାସା

ଇସଲାମବାଦ,୩।୬: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ…

ମେଲୋନିଙ୍କୁ ସାହାଯ୍ୟ ମାଗିଲା ପାକିସ୍ତାନ, ଭାରତକୁ ବିପଦ!

ଇସଲାମବାଦ,୩।୬: ଭାରତ ସହିତ ସମ୍ପର୍କ ସୁଧାରିବାକୁ ଆଶା ରଖିଥିବା ପାକିସ୍ତାନ ଏବେ ଇଟାଲୀ ଆଡକୁ ଦୃଷ୍ଟି ଦେଇଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତାରାର ଇଟାଲୀକୁ ଏକ ସମ୍ଭାବ୍ୟ ’ଶାନ୍ତି ସ୍ଥାପନକାରୀ’ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ସେ…

ଭାରତ-ରୁଷିଆ ବନ୍ଧୁତା ଦେଖି ରକ୍ତଚାଉଳ ଚୋବାଉଛି ଆମେରିକା: କହୁ କହୁ କହିଦେଲା ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୬:ଭାରତ ଆମେରିକାକୁ ତା’ର ବନ୍ଧୁ ବୋଲି ମାନିଥିଲା, କିନ୍ତୁ ଏବେ ତା’ର ପ୍ରକୃତ ଚେହେରା ସାମ୍ନାକୁ ଆସୁଛି। ଆମେରିକାର ନିଜ ଅଧିକାରୀମାନେ ଭାରତ ବିରୋଧରେ ତା’ର ପ୍ରକୃତ ଚେହେରା ପ୍ରକାଶ କରିବା ଆରମ୍ଭ କରିଛନ୍ତି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିକଙ୍କ…

ମାତ୍ର ୩୦ ମିନିଟରେ ଖେଳ ଶେଷ: ଭାରତକୁ ଚକ୍‌ମା ଦେଖାଇବାକୁ ତୁର୍କୀଠାରୁ ଏଭଳି ଜିତିଷ କିଣିବ ପାକିସ୍ତାନ

ଇସଲାମାବାଦ୍‌,୩।୬: ପାକିସ୍ତାନ ହୁଏତ ଦୁନିଆ ସାମ୍ନାରେ ଅପରେଶନ ସିନ୍ଦୂରରେ ଦମନକାରୀ ପରାଜୟକୁ ଗ୍ରହଣ କରିପାରିବ ନାହିଁ ଏବଂ ମିଥ୍ୟା ବିଜୟର ଉତ୍ସବ ପାଳନ କରି ଚାଲିଥିବ, କିନ୍ତୁ ଭିତରେ ଭିତରେ ସେ ଜାଣେ ଯେ ସେ କେତେ ବଡ଼ କ୍ଷତି ସହିଛି।…

ବ୍ରାଜିଲରେ ପାକିସ୍ତାନର କଥା ଉଠାଇ କାହିଁକି ‘ଆଇ ଆମ ସରି’ ବୋଲି କହିଲେ ଶଶି ଥରୁର, ଜାଣନ୍ତୁ…

ବ୍ରାସିଲିଆ/ନୂଆଦିଲ୍ଲୀ,୩।୬: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଆତଙ୍କବାଦୀ ସଂଗଠନର ଉଲ୍ଲେଖ ରୋକିବାରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ କଂଗ୍ରେସ ଏମପି ଶଶି ଥରୁର ଚାଇନାକୁ କଡ଼ା ସମାଲୋଚନା କରିଛନ୍ତି। ଥରୁର ବର୍ତ୍ତମାନ ଏକ ସର୍ବଦଳୀୟ କୂଟନୈତିକ ପ୍ରତିନିଧି ଦଳ ସହିତ ବ୍ରାଜିଲ…

ଟ୍ରମ୍ପଙ୍କଠାରୁ ମୁହଁ ଫେରାଇବା ପରେ ମାଷ୍ଟରଷ୍ଟ୍ରୋକ ମାରିଲେ ମସ୍କ, ଲଞ୍ଚ କଲେ…

ଓ୍ବାଶିଂଟନ,୩।୬: ଏଲୋନ ମସ୍କ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କର ନୂତନ ବାଜି XChat। ଆମେରିକା ରାଜନୀତିରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ନିଜକୁ ଦୂରେଇ ରଖିବା ପରେ, ମସ୍କ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ…

ଜେଲରେ ବନ୍ଧୁକ ଧରିଲେ କଏଦୀ, ଅଡୁଆରେ ପାକିସ୍ତାନ ସରକାର

ଇସଲାମାବାଦ,୩।୬: ପାକିସ୍ତାନର ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ମଧ୍ୟ ଏହାକୁ ସମ୍ଭାଳି ପାରୁନାହାଁନ୍ତି। ଏଠାରେ, କରାଚୀର ମାଲିର ଜେଲରେ ବନ୍ଦୀ କଏଦୀମାନେ ବନ୍ଧୁକ ଉଠାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ହଠାତ ଜେଲରେ କଏଦୀ ଏବଂ ପୋଲିସ…

କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ

ଓ୍ବାର୍ସା,୩ା୬: କଞ୍ଜରଭେଟିଭ୍‌ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। ତେବେ ରବିବାର…

ପାକିସ୍ତାନକୁ ମିସାଇଲ ବିକ୍ରି କରି ଫସିଲା ଚାଇନା: ଭାରତୀୟ ବୈଜ୍ଞାନିକମାନେ ରିଭର୍ସ ଇଞ୍ଜିନିୟରିଂ ମାଧ୍ୟମରେ ଜାଣିବେ ଚାଇନାର ଟେକ୍ନୋଲୋଜି

ନୂଆଦିଲ୍ଲୀ,୨ା୬: ଚାଇନା ପାକିସ୍ତାନକୁ ମିସାଇଲ ବିକ୍ରି କରି ଏକ ବଡ଼ ଭୁଲ କରିଥିବା ଆଲୋଚନା ଜୋର ଧରିଛି।ସୂଚନା ଅନୁସାରେ, ଚାଇନା ପାକିସ୍ତାନକୁ ଯେଉଁ କ୍ଷେପଣାସ୍ତ୍ର ଯୋଗାଇ ଦେଇଛି, ତାହା ଭାରତୀୟ ବୈଜ୍ଞାନିକମାନଙ୍କ ହାତରେ ପଡ଼ିବା ପରେ ଏହାକୁ ଭାଙ୍ଗି ରିଭର୍ସ ଇଞ୍ଜିନିୟରିଂ…

ଭାରତ ପରେ ରୁଷିଆକୁ ଧୋକା ଦେଲା ତୁର୍କୀ: ପୁଟିନଙ୍କ ସହ ଖେଳିଦେଲା ଡବଲ୍‌ ଗେମ୍‌

ମସ୍କୋ,୨।୬: ତୁର୍କୀ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ମଧ୍ୟ ଗଭୀର ସମ୍ପର୍କ ବଜାୟ ରଖେ। ରୁଷିଆ-ୟୁକ୍ରେନ ଯୁଦ୍ଧରେ ତୁର୍କୀର ଭୂମିକା ଆରମ୍ଭରୁ କୂଟନୈତିକ ସନ୍ତୁଳନ ଉପରେ ଆଧାରିତ। କିନ୍ତୁ ଏବେ ତୁର୍କୀ ରୁଷିଆ ସହିତ ଏକ ଡବଲ ଖେଳ ଖେଳିଛି। ଯେତେବେଳେ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?