ଏଲନ ମସ୍କ ଦେଲେ ଚେତାବନୀ: ବଢିଲା ଟ୍ରମ୍ପଙ୍କ ଟେନସନ, ଏମିତି କ’ଣ କହିଦେଲେ…
ଓ୍ବାଶିଂଟନ୍,୧୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଫେଡେରାଲ ଖର୍ଚ୍ଚ ହ୍ରାସ କରିବା ପାଇଁ ଗଠିତ ଏକ ଏଜେନ୍ସି, ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (DOGE)ର ମୁଖ୍ୟ ଏଲନ ମସ୍କ ଏକ ଚେତାବନୀ ଦେଇଛନ୍ତି, ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ଟେନସନକୁ ବୃଦ୍ଧି…
ଫ୍ରାନ୍ସ ପହଞ୍ଚିବା ପୂର୍ବରୁ ୪୬ ମିନିଟ୍ ଯାଏ ପାକିସ୍ତାନରେ ରହିଲା ମୋଦିଙ୍କ ବିମାନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୨।୧: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାରିସ ଗସ୍ତ ସମୟରେ ତାଙ୍କ ବିମାନ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିଥିଲା। ବେସାମରିକ ବିମାନ ଚଳାଚଳ ସୂତ୍ରକୁ ଏହି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ, ଯାହାକୁ ‘ଇଣ୍ଡିଆ ୧’ କୁହାଯାଏ, ସେହି…
ଆମେରିକା ଉପରାଷ୍ଟ୍ରପତିଙ୍କ ପରିବାରକୁ ଭେଟି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସରେ ଏଆଇ ଆକ୍ସନ ସମିଟ୍ରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ଭାରତୀୟ ବଂଶୋଦ୍ଭବ ସ୍ତ୍ରୀ ଉଷା ଏବଂ ପୁଅମାନଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜେଡି ଭାନ୍ସଙ୍କ ପୁଅ ବିବେକଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଏବଂ…
ବଡ଼ ଖୁଲାସା: ପିଏମ ମୋଦିଙ୍କୁ ହରାଇବାକୁ ଷଡ଼ଯନ୍ତ୍ର କରିଥିଲା ଆମେରିକା! ପୂର୍ବତନ ବୈଦେଶିକ ବିଭାଗର ଅଧିକାରୀଙ୍କ ବୟାନକୁ ନେଇ…
ଓ୍ବାଶିଂଟନ୍,୧୨।୨: ଆମେରିକାର ପୂର୍ବତନ ବୈଦେଶିକ ବିଭାଗ ଅଧିକାରୀ ମାଇକ ବେଞ୍ଜ ଅଭିଯୋଗ କରିଛନ୍ତି ଯେ ଆମେରିକା ବିଭିନ୍ନ ଦେଶର ରାଜନୀତିରେ ହସ୍ତକ୍ଷେପ କରିବା ପାଇଁ ଅନେକ ରଣନୀତି ବ୍ୟବହାର କରିଛି। ରିପୋର୍ଟ ଅନୁଯାୟୀ, ବେଞ୍ଜ ଦାବି କରିଛନ୍ତି , ଆମେରିକା ଗଣମାଧ୍ୟମ…
ଇସ୍ପାତ, ଆଲୁମିନିୟମ ଟାରିଫ୍ ବଢ଼ାଇଲେ ଟ୍ରମ୍ପ୍
ଓ୍ବାଶିଂଟନ/ବ୍ରସେଲ୍ସ,୧୨।୨: ବିଦେଶରୁ ଆମଦାନୀ ହେଉଥିବା ଇସ୍ପାତ ଓ ଆଲୁମିନିୟମ୍ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ମାର୍ଚ୍ଚ ୧୨ରୁ ଏହି ନୂଆ ଟାରିଫ୍ ଲାଗୁ ହେବାକୁ ଯାଉଛି। ୟୁରୋପ…
ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…
ଓ୍ବାଶିଂଟନ୍,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରାୟ ୫୦ବର୍ଷ ପୁରୁଣା ଆଇନକୁ…
କ’ଣ AI ମଣିଷର ସ୍ଥାନ ନେଇପାରିବ ? ‘ସର୍ବାଧିକ ପଚରାଯାଉଥିବା ପ୍ରଶ୍ନର’ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୧୧।୨: ଫ୍ରାନ୍ସରେ ଏଆଇ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। କ’ଣ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଣିଷମାନଙ୍କର ଚାକିରିକୁ ବଦଳାଇ ପାରିବ? “ଇତିହାସ ଦେଖାଇଛି ଯେ ପ୍ରଯୁକ୍ତିବିଦ୍ୟା ଯୋଗୁଁ କାମ…
ଟ୍ରମ୍ପଙ୍କୁ ଝଟକା: ଯେଉଁ ଦେଶକୁ କରୁଥିଲେ ସାହାଯ୍ୟ, ସିଏ କଲା ବିଶ୍ୱାସଘାତକତା
ଓ୍ବା୍ଶିଂଟନ,୧୧।୨: ମଧ୍ୟପ୍ରାଚ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ମୁସଲିମ ଦେଶ ଏବଂ ଭାରତର ବନ୍ଧୁ ଇଜିପ୍ଟକୁ ଚାଇନାରେ ନିର୍ମିିତ J-10CE ଲଢ଼ୁଆ ବିମାନ ପାଇଛି। ଏହି ଲଢ଼ୁଆ ବିମାନଟି ଉନ୍ନତ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦକାରୀ କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ପୂର୍ବରୁ ଇଜିପ୍ଟ ବାୟୁସେନାର ନୌବାହିନୀରେ…
ବିଶ୍ୱର ୧୦ ଶାନ୍ତ ଦେଶ ତାଲିକାରେ ନାହିଁ ଭାରତ, ଦେଖନ୍ତୁ ପାକିସ୍ତାନ-ବାଂଲାଦେଶର ସ୍ଥିତି
ଓ୍ବାଶିଂଟନ,୧୧।୨: ବିଶ୍ୱର ଅନେକ ଦେଶ ହିଂସା ଏବଂ ଅପରାଧର ଶିକାର, କିନ୍ତୁ କିଛି ଦେଶ ଅଛି ଯେଉଁଠାରେ ହିଂସା ବହୁତ କମ ଏବଂ ନାଗରିକମାନେ ଶାନ୍ତିରେ ବାସ କରନ୍ତି। ଫୋର୍ବସ ଦ୍ୱାରା ଜାରି କରାଯାଇଥିବା ବିଶ୍ୱର ୧୦ଟି ସବୁଠାରୁ ଶାନ୍ତିପ୍ରିୟ ଦେଶ…
ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ: ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି
ପ୍ୟାରିସ୍/ନୂଆଦିଲ୍ଲୀ,୧୧।୨: ଭାରତ ଶକ୍ତି ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି। ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ…
‘ମୋତେ ସି ଜିନପିଙ୍ଗ ସହ କଥା ହେବାକୁ ଭଲ ଲାଗୁଛି…’,ଲୁଚିଛପି ଚାଇନା ରାଷ୍ଟ୍ରପତିଙ୍କୁ ଫୋନ କଲେ ଟ୍ରମ୍ପ
ଓ୍ବାଶିଂଟନ,୧୧।୨: ଆମେରିକା ଏବଂ ଚାଇନା ମଧ୍ୟରେ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ଶେଷ ହୋଇନାହିଁ। ଶପଥ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…
ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା, ଜାଣନ୍ତୁ କେତେ ଲୋକଙ୍କର ହୋଇଛି ମୃତ୍ୟୁ
ଓ୍ବାଶିଂଟନ,୧୧।୨: ସୋମବାର (୧୦ ଫେବୃଆରୀ) ଅପରାହ୍ନରେ ଆରିଜୋନାର ସ୍କଟସଡେଲ ବିମାନବନ୍ଦରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇଟି ଘରୋଇ ଜେଟ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।…
Archives


