ଅନ୍ତର୍ଜାତୀୟ

ଆଉ ୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ନୁସେଇରାତ୍‌(ଗାଜା ଷ୍ଟ୍ରିପ୍‌),୨୨।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍‌ ଶନିବାର ୬ ଇସ୍ରାଏଲୀ ପଣବନ୍ଦୀଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଦେଇଛି। ଗାଜାରେ ଦୁଇଟି ଅଲଗା ଉତ୍ସବ ମଧ୍ୟରେ ସେମାନଙ୍କୁ ରେଡ୍‌କ୍ରସ୍‌କୁ ହସ୍ତାନ୍ତର କରାଯାଇଛି। ସଶସ୍ତ୍ର ହମାସ୍‌ ଯୋଦ୍ଧାମାନେ ସେମାନଙ୍କୁ…

କାହିଁକି ଇମୋଶନାଲ ହେଲେ କାଶ ପଟେଲଙ୍କ ଗର୍ଲ ଫ୍ରେଣ୍ଡ

ଓ୍ବାଶିଂଟନ,୨୨।୨: ଆମେରିକାର ଏଫବିଆଇ ନିର୍ଦ୍ଦେଶକ ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଭଗବଦ ଗୀତାରେ ହାତ ରଖି ଶପଥ ନେଇଥିଲେ। ସମାରୋହ ସମୟରେ ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ପ୍ରେମିକା ସେଠାରେ ଉପସ୍ଥିତ ଥିଲେ। ଏହା ହ୍ବାଇଟ ହାଉସ କମ୍ପ୍ଲେକ୍ସର ଆଇଜେନହାୱର୍‌…

‘ପ୍ରଥମ ପିଢିର ଭାରତୀୟ ପିଲା ନେବ ଆଇନ ପରିବର୍ତ୍ତନର ନେତୃତ୍ୱ’, FBI ମୁଖ୍ୟ ଭାବେ ଶପଥ ନେବା ପରେ…

ଓ୍ବାଶିଂଟନ,୨୨।୨: ଆମେରିକାରେ ଶୁକ୍ରବାର ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI)ର ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ସେ ଭାରତ ସହିତ ତାଙ୍କର ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ ଏବଂ ଆମେରିକୀୟ ସ୍ବପ୍ନ…

ଏହି ମହିଳା ସାଜିବେ କି ଭାରତୀୟ ବୋହୂ, ଜାଣନ୍ତୁ Kash Patelଙ୍କ ଲେଡି ଲଭ୍‌ଙ୍କ ବିଷୟରେ…

ଓ୍ବାଶିଂଟନ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ ଏବଂ ଭାରତୀୟ ବଂଶୋଦ୍ଭବ Kash Patel ଙ୍କୁ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (FBI)ର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତିକୁ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନେତୃତ୍ୱ ଗଠନରେ…

ଧମକାଉଛନ୍ତି ଟ୍ରମ୍ପ, କହିଲେ ଭାରତ ହେଉ ଅବା ଚାଇନା, ଆମେ ଯେମିତି ଟାରିଫ ଲଗାଇବା କଥା ଲଗାଇବୁ

ଓ୍ବାଶିଂଟନ,୨୨।୨: ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ତାଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଶୁଳ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ଏବେ ଏହି ବୈଠକର…

ଭାରତର ରାସ୍ତାରେ ଚାଲିଲାଣି ଆମେରିକା! ଜାଣନ୍ତୁ କେମିତି ମୋଦିଙ୍କୁ କପି କରୁଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୨୨।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ୩ବର୍ଷ ଧରି ଚାଲିଛି। ଯୁଦ୍ଧ ଏବେ ବି ଜାରି ରହିଛି। ଏହାକୁ ନେଇ ଶାନ୍ତିର ପଥ ମଧ୍ୟ ଅନୁସନ୍ଧାନ କରାଯାଉଛି। ଏବେ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ଶେଷ କରିବାର କମାଣ ନିଜ ହାତକୁ ନେଇଛନ୍ତି। ୟୁକ୍ରେନ ଯୁଦ୍ଧ…

ସିଂଘାଣି ଲଗାଇଦେଲେ Elon Muskଙ୍କ ପୁଅ, ଅଫିସରୁ ୧୪୫ବର୍ଷର ଡେସ୍କ ହଟାଇଲେ Trump, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରୀ ଅଫିସର ୧୪୫ବର୍ଷ ପୁରୁଣା ଟେବୁଲ ହଟାଇଦେଇଛନ୍ତି। ଏହା ପରିବର୍ତ୍ତେ ସେ ଏକ ଅସ୍ଥାୟୀ ଟେବୁଲ ଆଣିଛନ୍ତି। ତେବେ ଏକଥା ଆମେ କାହିଁକି କହୁଛିୁ ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ…

Air India ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଭଙ୍ଗା ସିଟ୍‌: ଟୁଇଟ୍‌ କରି ବଖାଣିଲେ ଯନ୍ତ୍ରଣା

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏୟାର ଇଣ୍ଡିଆର ଏକ ବିମାନରେ ଭଙ୍ଗା ସିଟରେ ଯାତ୍ରା କରିବାକୁ ପଡିଲା। ଏ ସମ୍ପର୍କରେ ସେ ତାଙ୍କ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବରାଜ କହିଛନ୍ତି ଯେ ଏୟାର ଇଣ୍ଡିଆ…

ପ୍ରତି ମିନିଟ୍‌ରେ ୮ କୋଟି ଟଙ୍କା କ୍ଷତି ସହୁଛନ୍ତି ଏଲନ ମସ୍କ, ତଥାପି ନମ୍ବର-୧: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨୨।୨: ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଗତ ୭୫ ଦିନରେ ଅନେକ କ୍ଷତି ସହିଛନ୍ତି। ଡିସେମ୍ବର ୧୮ ତାରିଖ ପରଠାରୁ ଟେସଲା ମାଲିକଙ୍କ ମୋଟ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ଏସିଆର ସବୁଠାରୁ ଧନୀ…

ପୁଣି ଡରାଇଲା ଚାଇନା ଭାଇରସ, ବାଦୁଡିରୁ ମିଳିଲା HKU5-CoV-2 ଭୂତାଣୁ, ବିଶ୍ୱରେ ହାଇଆଲର୍ଟ

ବେଜିଂ,୨୨।୨: ଆମେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ କୋରୋନାର ତାଣ୍ଡବକୁ ଭୁଲି ପାରିନାହୁଁ । କିନ୍ତୁ ପୁଣି ଗୋଟି, ଚାଇନା ଭାଇରସ ତା’ର ରୂପ ଦେଖାଇବା ଆରମ୍ଭ କଲାଣି। ଚାଇନାର ଏକ ନୂଆ ଭାଇରସ HKU5-CoV-2 ଆବିଷ୍କୃତ ହୋଇଛି, ଯାହା କୋଭିଡ-19 ପରି…

କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ତୁର୍କୀ ରାଷ୍ଟ୍ରପତି: ମୁହଁତୋଡ଼ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୨।୨:ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାଇପ୍‌ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତ ଏହାର ଦୃଢ଼ ପ୍ରତିବାଦ ଜଣାଇଛି। ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହଓ୍ବାଜ ଶରିଫ୍‌ଙ୍କ ସହ ଆଲୋଚନା ପରେ ଏର୍ଡୋଗାନ୍‌ କଶ୍ମୀର ପ୍ରସଙ୍ଗର ସମାଧାନ ଲାଗି ଜାତିସଂଘରେ…

Russia-Ukraine War: ପୁଟିନଙ୍କୁ ଭଲ ଆଲୋଚନା ହୋଇଛି କିନ୍ତୁ…ଖୋଲାଖୋଲି ୟୁକ୍ରେନକୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏକ ସାକ୍ଷାତକାରରେ, ଟ୍ରମ୍ପ ଜେଲେନସ୍କିଙ୍କ ଉପରେ ତାଙ୍କର ଆକ୍ରମଣକୁ ତୀବ୍ର କରି କହିଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri