ଅନ୍ତର୍ଜାତୀୟ

୯୯% ସମ୍ପତ୍ତି ଦାନ କରିବାକୁ ଘୋଷଣା କଲେ ବିଲ ଗେଟ୍ସ: ଜାଣନ୍ତୁ ବାକି ୧% କରିବେ କ’ଣ

ଓ୍ବାଶିଂଟନ୍‌,୧୨।୪: ଦୀର୍ଘ ସମୟ ଧରି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବିଲ ଗେଟ୍ସ ତାଙ୍କ ସମ୍ପତ୍ତିର ୯୯ ପ୍ରତିଶତ ଦାନ କରିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ପ୍ରଭାବିତ ହେବ ବିଶ୍ୱ ଅର୍ଥନୀତି

ବେଜିଂ/ଓ୍ବାଶିଂଟନ୍‌,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକତରଫା ଭାବେ ଚାଇନା ସାମଗ୍ରୀଗୁଡ଼ିକ ଉପରେ ୧୪୫% ଟାରିଫ୍‌ ବୃଦ୍ଧି ଘୋଷଣା କରିଥିବା ଶୁକ୍ରବାର ବେଜିଂ ଦର୍ଶାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏହାର ମୁକାବିଲା ପାଇଁ ୟୁରୋପୀୟ ସଂଘ (ଇୟୁ)କୁ ବେଜିଂ ସହ…

ଏକତରଫା ଦାଦାଗିରି ବିରୋଧରେ ଏକତ୍ର ହୁଅ: EUରେ ଅପିଲ୍‌ କଲା ଚାଇନା

ବେଜିଂ,୧୧।୪: ଚାଇନା ୟୁରୋପୀୟ ସଂଘ(EU)କୁ ଆମେରିକାର ‘ଏକତରଫା ଦାଦାଗିରି’ ବିରୋଧରେ ଏକାଠି କାମ କରିବାକୁ ଆହ୍ବାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାରୁ ଆସୁଥିବା କିଛି ସାମଗ୍ରୀ ଉପରେ ୧୪୫% ପର୍ଯ୍ୟନ୍ତ ଟାରିଫ୍‌ ଲଗାଇବା ପରେ ଚାଇନା ପକ୍ଷରୁ ଏହି…

ଚାଇନା-ଆମେରିକା ମଧ୍ୟରେ ବଢୁଛି ଟାରିଫ ୱାର୍‌

ନୂଆଦିଲ୍ଲୀ,୧୧।୪: ବିଶ୍ୱର ଦୁଇ ଅର୍ଥନୈତିକ ମହାଶକ୍ତି ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ ୱାର୍‌ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ଟାରିଫ ବୃଦ୍ଧି କରିଛନ୍ତି।…

ଘନୀଭୂତ ହେଲା ବାଣିଜ୍ୟ ଯୁଦ୍ଧ: ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ୧୨୫%କୁ ବୃଦ୍ଧି କଲା ଚାଇନା

ବେଜିଂ,୧୧।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବିଶାଳ ଶୁଳ୍କ ପ୍ରତିଜବାବରେ ଚାଇନା ଆମେରିକୀୟ ଉତ୍ପାଦ ଉପରେ ୧୨୫ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେପଟେ ଆମେରିକାକୁ ପ୍ରତିରୋଧ କରିବା ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁରୋପୀୟ ସଂଘକୁ ବେଜିଂ…

ନଦୀକୁ ଖସିପଡ଼ିଲା ହେଲିକପ୍ଟର, ୬ ଜଣଙ୍କ ଜୀବନ ଗଲା

ଓ୍ବାଶିଂଟନ,୧୧ା୪: ଆମେରିକାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମଝି ଆକାଶରେ ହେଲିକପ୍ଟର୍‌ କ୍ରାସ୍‌ ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ନଦୀ ମଝିକୁ ଖସିପଡ଼ିଥିଲା ହେଲିକପ୍ଟର। ମୃତକଙ୍କୁ ଉଦ୍ଧାର ପାଇଁ ନଦୀ ଭିତରେ ଉଦ୍ଧାରକାରୀ ଦଳ ରହିଛନ୍ତି।…

ପ୍ରତିରୋଧି ଚାଇନା ଉପରେ ପୁଣି ଟାରିଫ୍ ବଢାଇଲେ ଟ୍ରମ୍ପ, ଛୁଇଁଲା ୧୪୫%

ନୂଆଦିଲ୍ଲୀ,୧୧।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି ଯୋଗୁଁ ଅଧିକାଂଶ ଉତ୍ପାଦ ଉପରେ ୱାଶିଂଟନର ଅତିରିକ୍ତ ଶୁଳ୍କ ୧୪୫%କୁ ପହଞ୍ଚିଛି। ଟ୍ରମ୍ପ ବୁଧବାର କେତେ ଗୁଡ଼ିଏ ଦେଶ ଉପରେ ନୂତନ ଶୁଳ୍କ ବୃଦ୍ଧିକୁ ୯୦ ଦିନ…

AI ସହାୟତାରେ ଜନ୍ମନେଲା ବିଶ୍ୱର ପ୍ରଥମ ଶିଶୁ: ଜାଣନ୍ତୁ କ’ଣ ଏହି ନୂଆ IVF ଚିକିତ୍ସା

ନୂଆଦିଲ୍ଲୀ,୧୧।୪: ଆଜିର ସମୟରେ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଅଧିକ। ଏହା ପ୍ରତ୍ୟେକ କ୍ଷେତ୍ରରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ। ତାହା ପାଠପଢ଼ା ହେଉ, କାମ ହେଉ, ଚାଷ ହେଉ କିମ୍ବା ଘର କାମ ହେଉ। ସବୁଠି ପ୍ରଯୁକ୍ତିବିଦ୍ୟା ଜୀବନକୁ ଦ୍ରୁତ, ସହଜ ଏବଂ ସ୍ମାର୍ଟ…

ହାସିନାଙ୍କୁ ଯିବାକୁ ପଡ଼ିବ ବାଂଲାଦେଶ? କୋର୍ଟ ଜାରି କଲେ ଓ୍ବାରଣ୍ଟ

ଢାକା,୧୦।୪: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ ଦୁର୍ନୀତି ମାମଲାରେ ଶେଖ ହାସିନା, ତାଙ୍କ ଝିଅ ସାଇମା ୱାଜିଦ ପୁତୁଲ ଏବଂ ଅନ୍ୟ…

ମ୍ୟାନମାରରେ ବିନାଶକରୀ ଭୂକମ୍ପ ପରେ ବି ଜାରି ରହିଛି କମ୍ପନ, ୧୧୨ଥର ଲାଗିଲାଣି ଭୂକମ୍ପ ଝଟକା

ନାପିଦାଉ,୧୦।୪: ମ୍ୟାନମାରରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରଠାରୁ, ଗୁରୁବାର ସୁଦ୍ଧା ୨.୮ ରୁ ୭.୫ ତୀବ୍ରତା ମଧ୍ୟରେ ୧୧୨ ଥର ଭୂମିକମ୍ପ ଅନୁଭୂତ ହୋଇଛି। ମ୍ୟାନମାରର ପାଣିପାଗ ଏବଂ ଜଳବିଜ୍ଞାନ ବିଭାଗ ଏହି ସୂଚନା ଦେଇଛି। ମାର୍ଚ୍ଚ ୨୮ ତାରିଖରେ ଦେଶର…

ବାରାକ ଓବାମାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ମିଶେଲ ଓବାମା: କହିଲେ ଏମିତି କଥା…

ଓ୍ବାଶିଂସନ୍‌,୧୦।୪: ପୂର୍ବତନ ଆମେରିକାର ପ୍ରଥମ ମହିଳା ମିଶେଲ ଓବାମା ତାଙ୍କ ଏବଂ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ମିଶେଲଙ୍କ ଅନୁପସ୍ଥିତି ଏବଂ ବାରାକ ଓବାମାଙ୍କୁ ଏକା ଦେଖାଯିବା…

ଆମେ ମୁଣ୍ଡ ନୁଆଁଇବୁ ନାହିଁ..ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୧୦।୪: ଆମେରିକା ଚାଇନା ଉପରେ ୧୦୪ ପ୍ରତିଶତ ଟାରିଫ୍‌ ଲଗାଇବା ପରେ, ଏବେ ଚାଇନା ମଧ୍ୟ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍‌ ଲଗାଇବା ଘୋଷଣା କରି ପ୍ରତିଶୋଧ ନେଇଛି। ଟାରିଫ୍‌ ପ୍ରସଙ୍ଗରେ ଉଭୟ ଦେଶ ପରସ୍ପର ସହିତ ମୁହାଁମୁହିଁ ଅଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri