ଅନ୍ତର୍ଜାତୀୟ

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ୪୮ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୭:ଭାରତ ଏବଂ ଆମେରିକା ମଧ୍ୟରେ ଟ୍ରେଡ୍‌ ଡିଲ୍‌ ବହୁ ଦିନ ଧରି ଆଲୋଚନାରେ ରହିଛି। ଏବେ ଏହି ମଧ୍ୟବର୍ତ୍ତୀକାଳୀନ ଟ୍ରେଡ୍‌ ଡିଲ୍‌କୁ ଚୂଡ଼ାନ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟ୍ରେଡ୍‌ ଡିଲ୍‌କୁ ୪୮ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ…

ପୁଣି ପାକିସ୍ତାନ ଉପରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କଲା ଭାରତ: ପାକ୍‌ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟାନ୍‌

ନୂଆଦିଲ୍ଲୀ,୩।୭: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ…

ତୃତୀୟ ବିଶ୍ୱଯୁଦ୍ଧ ପାଇଁ କସରତ: ଲୁଚାଛପାରେ ଚାଇନା କରୁଛି ବଡ଼ ପ୍ଲାନ୍‌

ବେଜିଂ,୩।୭: ଭାରତର ପଡ଼ୋଶୀ ଦେଶ ଚାଇନା ଦେଶର ରାଜଧାନୀ ବେଜିଂରୁ ୨୦ ମାଇଲ ଦକ୍ଷିଣ-ପଶ୍ଚିମରେ ଏକ ବିଶାଳ ଏବଂ ଗୁପ୍ତ ସାମରିକ ସହର ନିର୍ମାଣ କରୁଛି। ଏହା ପେଣ୍ଟାଗନଠାରୁ ଦଶ ଗୁଣ ବଡ଼ ବୋଲି କୁହାଯାଏ। ଏହି ସେନା କ୍ୟାମ୍ପସ ସମ୍ବନ୍ଧୀୟ…

ଆମେରିକାରୁ ବିଦା ହେବେ ଟ୍ରମ୍ପଙ୍କ ପରିବାର? ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୩।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବା ନୀତିକୁ ନେଇ ସାରା ଦେଶରେ ବିବାଦ ତୀବ୍ର ହୋଇଛି। ତେବେ ଏହାକୁ ନେଇ ନିଜେ ଅଡୁଆରେ ଫସିଛନ୍ତି ଟ୍ରମ୍ପ। ଏକ ଅନଲାଇନ ଆବେଦନ ମାଧ୍ୟମରେ ତାଙ୍କ ପତ୍ନୀ ମେଲାନିଆ…

ବଡ଼ ଦୁର୍ଘଟଣା: ସମୁଦ୍ରରେ ବୁଡିଗଲା ଜାହାଜ, ୪୫ ନିଖୋଜ

ଜାକର୍ତ୍ତା,୩।୭: ଇଣ୍ଡୋନେସିଆର ବାଲି ଦ୍ୱୀପ ନିକଟରେ ଏକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬୫ ଜଣ ଯାତ୍ରୀ ନିଖୋଜ ହୋଇଥିବା ଖବର ମିଳିଛି। ବାଲିର ଜନପ୍ରିୟ ପର୍ଯ୍ୟଟନ ସ୍ଥଳୀ ନିକଟବର୍ତ୍ତୀ ସମୁଦ୍ରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଉଦ୍ଧାରକାରୀ ସଂସ୍ଥା…

ମାଇକ୍ରୋସଫ୍ଟରେ ବଡ଼ ଧରଣର ଛଟେଇ: ୯,୧୦୦ କର୍ମଚାରୀ ହରାଇବେ ଚାକିରି

ନୂଆଦିଲ୍ଲୀ,୨।୭: ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏକ ବଡ଼ ଧରଣର ଛଟେଇ ଘୋଷଣା କରିଛି, ଯେଉଁଥିରେ ପ୍ରାୟ ୪% ବା ୯,୧୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ। ସିଆଟଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୨୩ ପରେ ଏହା ହେଉଛି ମାଇକ୍ରୋସଫ୍ଟର…

ଭାରତ ସହ ସବୁଠୁ ବଡ଼ ଡିଲ୍‌ କରିବେ ପୁଟିନ୍‌, ଆମେରିକା ଥରହର!

ନୂଆଦିଲ୍ଲୀ,୨।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପୂର୍ବରୁ ରୁଷ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ରୁଷ ଭାରତୀୟ ନୌସେନାକୁ ପରମାଣୁ ଶକ୍ତିଚାଳିତ ସମ୍ବରିନ, ପୁନରୁଦ୍ଧାର କରାଯାଇଥିବା କିଲୋ ଶ୍ରେଣୀର ସବମାରାଇନ…

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିପାରିବେନି ଯୁବପିଢି, ମିଳିବ କଡ଼ା ଦଣ୍ଡ

ଆଜିର ଯୁଗରେ, ଯେଉଁଠାରେ ୱାନ ନାଇଟ ଷ୍ଟାଣ୍ଡ ଏବଂ ହୁକ ଅପ ସଂସ୍କୃତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଖୋଲାଖୋଲି ଭାବରେ ସେମାନଙ୍କର ଇଚ୍ଛା ଏବଂ ଆବଶ୍ୟକତାକୁ ଗ୍ରହଣ କରୁଛନ୍ତି, ଯାହା ଯୋଗୁଁ ସାଧାରଣ ସମ୍ପର୍କକୁ ପ୍ରୋତ୍ସାହିତ କରାଯାଉଛି। ଏକ…

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୬ ମାସ ଜେଲ

ଢାକା,୨।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ଆହୁରି ବଢିଛି। ଅଦାଲତ ତାଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଛଅ ମାସ ଜେଲଦଣ୍ଡ ଦିଆଯାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ଦଣ୍ଡର ନିଷ୍ପତ୍ତି…

ଜୁଲାଇ ୫କୁ ନେଇ ବଢୁଛି ଚିନ୍ତା, ୩ଦିନରେ ସତ ହେବାକୁ ଯାଉଛି ବାବା ଭେଙ୍ଗାଙ୍କ ଭୟଙ୍କର ଭବଷ୍ୟବାଣୀ? ୭୦୦ଥର ହେଲାଣି ଭୂକମ୍ପ

ଟୋକିଓ,୨।୭: ଆଜିକାଲି ଜାପାନରେ ଜୁଲାଇ ୫ ତାରିଖ ବିଷୟରେ ବହୁତ ଆଲୋଚନା ହେଉଛି। ଏହାର କାରଣ ହେଉଛି ମାଙ୍ଗା କଳାକାର ରିଓ ତାତସୁକିଙ୍କ ଭବିଷ୍ୟବାଣୀ, ଯାହା ସେ ୧୯୯୯ ମସିହାରେ ତାଙ୍କ ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ ରେ କରିଥିଲେ।…

ସିନ୍ଧୁ ଜଳ ସନ୍ଧିକୁ ନେଇ ଟେନସନ ଦେଲା ଭାରତ, ଶେଷରେ ସତ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଜଳ ସଂରକ୍ଷଣ ପଦ୍ଧତିକୁ ସୁଦୃଢ଼ କରିବ। ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ଭାରତ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ପଦକ୍ଷେପ ନେଇଥିଲା।…

S-400 କିଣିବ ପାକିସ୍ତାନ? ରୁଷିଆର ବଡ଼ ଲିଙ୍କ୍‌, ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨।୭: ତୁର୍କୀ ଆମେରିକାରୁ F-35 ଯୁଦ୍ଧବିମାନ କିଣିବା ପାଇଁ ରୁଷିଆ ନିର୍ମିତ S-400 ଏୟାର ଡିଫେନ୍ସ ସିଷ୍ଟମକୁ ବିକ୍ରି କରିବାକୁ ଯୋଜନା କରୁଛି ବୋଲି ଖବର ଆସିଛି। ଏହି ପ୍ରସଙ୍ଗରେ ପାକିସ୍ତାନ ଏକ ସମ୍ଭାବ୍ୟ କ୍ରେତା ଭାବେ ଚର୍ଚ୍ଚାରେ ରହିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?