ଅନ୍ତର୍ଜାତୀୟ

ସୁନୀତା ୱିଲିୟମ୍ସଙ୍କୁ କେତେ ଦରମା ଦିଏ ନାସା, ଆଉ କେଉଁ କେଉଁ ସୁବିଧା ସବୁ ମିଳେ, ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବ୍ୟାରି ବୁଚ ୱିଲମୋର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଫସି ରହିଛନ୍ତି। ତାଙ୍କ ଫେରିବା ଉପରେ ସାରା ବିଶ୍ୱର ନଜର ରହିଛି। ନାସା କହିଥିଲା ଯେ ସେମାନଙ୍କର…

Jaffar Express Hijack: ଆମେ ୭୫ ସେମାନେ ଶହ ଶହ, ଶେଷ ଗୁଳି ପର୍ଯ୍ୟନ୍ତ ଲଢିଲୁ, ବଞ୍ଚିଯାଇଥିବା ପୋଲିସ ଅଧିକାରୀ ଶୁଣାଇଲେ…

ଇସଲାମାବାଦ,୧୩।୩: ମଙ୍ଗଳବାର ସାରେ କ୍ୱେଟାରୁ ପାକିସ୍ତାନର ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନୀ ସେନା ଏହି ଟ୍ରେନକୁ BLA କବଳରୁ ମୁକ୍ତ କରିଥିଲା। ଟ୍ରେନରେ ଥିବା…

ମୋଦି ମରିସସ୍‌କୁ କାହିଁକି ନେଲେ ମହାକୁମ୍ଭ ଜଳ, ଜାଣନ୍ତୁ କାହା ଇଚ୍ଛା କଲେ ପୂରଣ…

ନୂଆଦିଲ୍ଲୀ,୧୩ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ମରିସସ୍‌ ଗସ୍ତର ଦ୍ୱିତୀୟ ଦିନରେ ପବିତ୍ର ଗଙ୍ଗା ପୁଷ୍କରିଣୀ ପରିଦର୍ଶନ କରିଥିଲେ ଏବଂ ମହାକୁମ୍ଭ ସମୟରେ ତ୍ରିବେଣୀ ସଙ୍ଗମରୁ ଅଣାଯାଇଥିବା ପବିତ୍ର ଜଳକୁ ମଧ୍ୟ ଏଠାରେ ଢାଳିଥିଲେ। ମରିସସ୍‌ର ସ୍ଥାନୀୟ ଲୋକମାନେ…

ବୈଠକ ମଝିରେ ଉପରାଷ୍ଟ୍ରପତିଙ୍କ ଗୋଡ଼ ଆଡକୁ କାହିଁକି ଇସାରା କଲେ ଟ୍ରମ୍ପ?ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୧୩।୩: ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ, ଏତେ ଶକ୍ତିଶାଳୀ ବ୍ୟକ୍ତି ତାଙ୍କ ଜୁନିୟରଙ୍କ ମୋଜାକୁ ମଧ୍ୟ ପସନ୍ଦ କରିପାରନ୍ତି। ଏହା ତାଙ୍କୁ ଏତେ ପସନ୍ଦ ଆସିଥିଲା…

ଭାରତର ଅଦୃଶ୍ୟ ‘ଅସ୍ତ୍ର’ ଦେଖି ଚାଇନା-ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୩।୩: ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ ଆକାଶରୁ ଆକାଶ ସ୍ବଦେଶୀ କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ପଡ଼ୋଶୀ ଦେଶ ଚାଇନା ଏବଂ ପାକିସ୍ତାନ ପାଇଁ ଉତ୍ତେଜନା ସୃଷ୍ଟି କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟ…

ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର ଉପାଧ୍ୟକ୍ଷ ରାବି ଆଲାମ ଦାବି କରିଛନ୍ତି। ANI ସହିତ ସାକ୍ଷାତକାର ସମୟରେ ବାଂଲାଦେଶର…

ଟାରିଫ ଓ୍ବାର ଭିତରେ ଆମେରିକୀୟ ମହିଳାଙ୍କ ପ୍ରେମରେ ଘାଇଲା ହେଲା ଚାଇନା, କହିଦେଲା ଏମିତି କଥା ଆପଣ ବି ହେବେ କାବା

ଓ୍ବାଶିଂଯନ୍‌,୧୩।୩: ଚାଇନା ଓ ଆମେରିକା ମଧ୍ୟରେ ସମ୍ପର୍କ ସର୍ବଦା ତିକ୍ତତାରେ ପରିପୂର୍ଣ୍ଣ ରହିଛି। କେତେବେଳେ ବାଣିଜି୍ୟକ କଟକଣା ତ କେତେବେଳେ ସାମରିକ ଉତ୍ତେଜନା, ଦୁଇ ମହାଶକ୍ତି ମଧ୍ୟରେ ବିବାଦ ଶେଷ ହେବାର କୌଣସି ସଙ୍କେତ ଦେଖାଉନାହିଁ। ସାମ୍ପ୍ରତିକ ସମୟରେ, ଆମେରିକା ଏବଂ…

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ

ତାଇପେଇ ସିଟି,୧୩।୩: ତାଇୱାନର ତାଇତୁଙ୍ଗ କାଉଣ୍ଟିର ସମୁଦ୍ରରେ ଏକ ଭୂମିକମ୍ପ ଭୟଙ୍କର ଭୂମିକମ୍ପ ଗୁରୁବାର ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା। ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ୧୫ କିଲୋମିଟର ଗଭୀରତାରେ ଥିଲା।…

Train Hijack: ହାଇଜାକ୍‌ର ଛାତିଥରା ଭିଡିଓ, ବଡ଼ ଗେମ୍‌ ଖେଳିଲା BLA , ଥରିଲା ପକିସ୍ତାନ

ଇସଲାମବାଦ,୧୩।୩: ପାକିସ୍ତାନରେ ଟ୍ରେନ ହାଜାକ୍‌କୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। ବାଲୁଚ ଲିବରେସନ ଆର୍ମି (BLA) ଦାବି କରିଛି ଯେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି ଏବଂ 150 ରୁ ଅଧିକ ଲୋକ ଏବେ ବି ତାଙ୍କ…

Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…

ଇସଲାମବାଦ,୧୩।୩: ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍‌ ଜାଫର ଏକ୍ସପ୍ରେସ ଟ୍ରେନକୁ ନେଇ ସସପେନ୍ସ ଜାରି ରହିଛି। BLA ଏବଂ ପାକିସ୍ତାନ ସରକାର ଭିନ୍ନ ଭିନ୍ନ ଦାବି କରୁଛନ୍ତି। ବାଲୁଚ ସେନା ଦାବି କରିଛି ଯେ ୬୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ…

ମସ୍କଙ୍କ କମ୍ପାନୀର କାର୍‌ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…

ଓ୍ବାଶିଂଟନ୍‌,୧୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କ ଏକ ଟେସଲା କାର କିଣି ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଉପରେ ଓଲଟା ପଡ଼ିଲା। ସେ ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନୀକୁ ସମର୍ଥନ…

Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

ଇସ୍‌ଲାମାବାଦ୍‌/କ୍ୱେଟା,୧୩ା୩: ପାକିସ୍ତାନ ଅନେକ ଦଶନ୍ଧି ଧରି ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଉପେକ୍ଷା କରିଥିବାରୁ ଏହାର ପ୍ରତିଶୋଧ ସ୍ବରୂପ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ମଙ୍ଗଳବାର ଜଫର ଏକ୍ସପ୍ରେସ୍‌କୁ ନାଟକୀୟ ଶୈଳୀରେ ହାଇଜାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ସେନାର ୧୦୦ ସୈନ୍ୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri