‘ଆସିଗଲା ସମୟ…,’ ହମାସ ଜାରିକଲା ଇସ୍ରାଏଲ ବନ୍ଧକଙ୍କ ଭିଡିଓ, ଝିଅକୁ ଦେଖି…
ଜେରୁଜେଲମ,୫।୧: ଅକ୍ଟୋବର ୨୦୨୩ଆକ୍ରମଣରେ ଗାଜାରେ କଏଦ ହୋଇଥିବା ଇସ୍ରାଏଲ ସୈନିକ ଲିରି ଆଲବାଇଗଙ୍କୁ ଦେଖାଇ ହମାସର ସଶସ୍ତ୍ର ୱିଙ୍ଗ ଇଜ୍ଜେଦିନ ଅଲ-କସାମ ବ୍ରିଗେଡ ଏକ ଭିଡିଓ ଜାରି କରିଥିଲା। ଏହି ତିନି ମିନିଟର ୩୦ସେକେଣ୍ଡର ଭିଡିଓରେ ୧୯ବର୍ଷିୟ ଲିରି ଆଲାବାଗ ଇସ୍ରାଏଲ…
ଜର୍ଜ ସୋରୋସଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ, ରାଗିଗଲେ ମସ୍କ
ଓ୍ବାଶିଂଟନ,୫।୧: ଜର୍ଜ ସୋରୋସ, ଯାହାଙ୍କ ପ୍ରସଙ୍ଗରେ ଭାରତରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଚାଲିଛି, ତାଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି। ଜର୍ଜ ସୋରୋସଙ୍କ ପୁଅ…
ବିଦାୟର ଠିକ୍ ୧୫ ଦିନ ପୂର୍ବରୁ ବଡ଼ ଗେମ ଖେଳିଳେ ବାଇଡେନ,ବିଶ୍ୱାସ କରିପାରୁ ନାହାଁନ୍ତି ଟ୍ରମ୍ପ
ଓ୍ବାଶିଂଟନ,୫।୧: ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମଧ୍ୟ ପୂର୍ବରେ ଇସ୍ରାଏଲ-ହମାସ ଯୁଦ୍ଧ ବ୍ୟତୀତ ଟ୍ରମ୍ପ ଲେବାନନ ଏବଂ ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ନିଜର ନୀତି…
ଭାରତର ନାଁ ନେଇ ପାକିସ୍ତାନକୁ ସତର୍କ କରାଇଲା ତାଲିବାନ
କାବୁଲ,୫।୧: ଦୀର୍ଘ ଦିନ ଧରି ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଏକ ପ୍ରମୁଖ ପ୍ରସଙ୍ଗ ହୋଇଆସୁଛି ଯାହା ନିକଟ ଅତୀତରେ ଗଭୀର ହେବାରେ ଲାଗିଛି। ନିକଟରେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରି…
ଚାଇନା ଫୁଡ ମାର୍କେଟରେ ଲାଗିଲା ନିଆଁ, ୮ ମୃତ ୧୫ ଗୁରୁତର
ବେଜିଂ,୪।୧: ଚାଇନାର ଉତ୍ତର ସହର ଝାଙ୍ଗଜିଆକୋ ସହରର ଏକ ଫୁଡ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଝାଙ୍ଗଜିଆକୋ ସହରର ଲିଗୁଆଙ୍ଗ ବଜାରରେ ଅଗ୍ନିକାଣ୍ଡ ଶନିବାର ଅପରାହ୍ନ ୨ଟା…
ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି
ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହି ସମୟରେ ପଡୋଶୀ ଦେଶରେ ଗତ ତିନି…
୨୦ ହଜାର ଡଲାରର ହୀରା ଉପହାର
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍ ବାଇଡେନ୍ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର ଏକ ହୀରା ଉପହାର ଦେଇଥିଲେ। ଲାବ୍ରେ ପ୍ରସ୍ତୁତ ତଥା ସୁରଟ୍ରେ ପଲିଶ୍ କରାଯାଇଥିବା ୭.୫…
ହସିନାଙ୍କୁ ମାଗୁଛି ବାଂଲାଦେଶ, ହେଲେ ୟୁନୁସ ସରକାର କରିଦେଲେ ଏମିତି ଭୁଲ, ଏବେ ଭାରତ କ’ଣ କରିବ ଜାଣନ୍ତୁ
ଢାକା/ନୂଆଦିଲ୍ଲୀ,୩।୧: ବାଂଲାଦେଶ ବାରମ୍ବାର ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛି। ସେ ଭାରତକୁ ନିବେଦନ କରିଛି। ଏବେ ପ୍ରଶ୍ନ ହେଉଛି ଭାରତ ଶେଖ ହସିନାଙ୍କୁ ହସ୍ତାନ୍ତର କରିବ କି? ବାଂଲାଦେଶ କଥା ଭାରତ ମାନି ନେବ କି? ଅବା ଭାରତ ବାଂଲାଦେଶର…
ସିରିଆ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ତେଲ ଅଭିଭ,୩।୧: ଗୁରୁବାର ରାତିରେ ଇସ୍ରାଏଲ ସିରିଆର ଅଲେପ୍ପୋ ସହରର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ସିରିଆ ସେନା ଶିବିର ଉପରକୁ ବୋମା ମାଡ଼ କରିଥିଲା। ସିରିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଅଲ-ସଫିରା ସହର ନିକଟରେ ଅବସ୍ଥିତ ଏକ ପ୍ରତିରକ୍ଷା…
‘ଘରେ ପଶି ମାରୁଛି ଭାରତ’, ପାକିସ୍ତାନ ଲଗାଉଛି ଅଜବ ଅଭିଯୋଗ
ଇସଲାମାବାଦ/ନୂଆଦିଲ୍ଲୀ,୩।୧: ସବୁଥର ପରି ଏଥର ମଧ୍ୟ ପାକିସ୍ତାନ ଭାରତକୁ ଭୟ କରୁଛି। ଏଥର ସେ ନିଜେ ଏହାକୁ ଗ୍ରହଣ କରିଛି। ସୂଚନାଯୋଗ୍ୟ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିଜ ଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅଭିଯାନକୁ ନେଇ ଉଦବେଗ ପ୍ରକାଶ କରିଛି। ପାକିସ୍ତାନ…
ବାଇଡେନଙ୍କ ସ୍ତ୍ରୀଙ୍କୁ ଦାମୀ ଉପହାର ଦେଇଥିଲେ ମୋଦି: ଦାମ୍ ଜାଣିଲେ ଉଡିଯିବ ହୋଶ୍
ଓ୍ବାଶିଂଟନ୍,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ଆମେରିକାର ପ୍ରଥମ ଲେଡି ଜିଲ ବିଡେନଙ୍କୁ ୧୭ ଲକ୍ଷ ଟଙ୍କା ମୂଲ୍ୟର ହୀରା ଉପହାର ଦେଇଥିଲେ। ମୋଦିଙ୍କ ଏହି ଉପହାର ୨୦୨୩ରେ ଜିଲ ବାଇଡେନଙ୍କୁ ବିଦେଶୀ ନେତାଙ୍କଠାରୁ ମିଳିଥିବା ସବୁଠାରୁ ମହଙ୍ଗା ଉପହାର ଥିଲା।…
ବିଲ୍ଡିଂରେ ମାଡ଼ ହୋଇ କ୍ରାଶ୍ ହେଲା ବିମାନ: ୨ ମୃତ, ୧୮ ଆହତ
କାଲିଫର୍ନିଆ,୩।୧: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦକ୍ଷିଣ କାଲିଫର୍ନିଆର ଏକ ବ୍ୟବସାୟିକ ବିଲ୍ଡିଂରେ ବିମାନ ମାଡ଼ ହୋଇ କ୍ରାଶ୍ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଥିବା କୁହାଯାଉଛି।…
Archives


