ଅନ୍ତର୍ଜାତୀୟ

ଚାଇନାକୁ ଲାଗିବ ଜବରଦସ୍ତ ଝଟକା! ଲଦାଖ ପହଞ୍ଚିଲେ ଦଲାଇ ଲାମା

ନୂଆଦିଲ୍ଲୀ/ବେଜିଂ,୧୨।୭: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବିବାଦରେ ରାଗି ଥିବା ଚାଇନା, ଲଦାଖରେ ହୋଇଥିବା ଏକ ନୂଆ ଘଟଣାକୁ ନେଇ ପୁଣି ରାଗିଯାଇପାରେ। ଦଲାଇ ଲାମା ଏକ ମାସ ଧରି ଲଦାଖରେ ରହିବା ପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରୁ ଭାରତୀୟ ବାୟୁସେନାର ଏକ…

ରାଗିଲେ ଟ୍ରମ୍ପ, ଲଗାଇଲେ ୩୦ ପ୍ରତିଶତ ଶୁଳ୍କ

ଓ୍ବାଶିଂଟନ,୧୨।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର (୧୨ ଜୁଲାଇ, ୨୦୨୫) ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଉପରେ ତାଙ୍କର ଶୁଳ୍କ ବୋମା ପକାଇଛନ୍ତି। ଟ୍ରମ୍ପ ମେକ୍ସିକୋ ଏବଂ ୟୁରୋପୀୟ ସଂଘ ପାଇଁ ନୂତନ ଶୁଳ୍କ ସମ୍ପର୍କରେ ଏକ ଚିଠି ଜାରି…

ପାଗ ଠିକ୍‌ ରହେ ଏହି ଦିନ ପୃଥିବୀକୁ ଫେରିବେ ଶୁଭାଂଶୁ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୨ା୭: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୧୮ ଦିନ ରହିବା ପରେ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ ତଥା ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଆସନ୍ତା ୧୫ ତାରିଖ ଭାରତୀୟ ସମୟ ଅପରାହ୍ନ ୩ଟାରେ ଆକ୍ସିଓମ-୪ ମିଶନର ନିଜର ୩ ସାଥୀ…

ୟୁକ୍ରେନ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଇରାନର ଡ୍ରୋନ-ଘାତକ ମିଶାଇଲ ଉଡାଇଲା ହୋସ୍‌

ମସ୍କୋ,୧୨।୭: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷିଆ ୟୁକ୍ରେନ ଉପରେ ୫୯୭ ଡ୍ରୋନ ଏବଂ 26 କ୍ଷେପଣାସ୍ତ୍ର ମାଡ଼ କରିଛି। ସେ କହିଛନ୍ତି ଯେ ଏହା ସାମ୍ପ୍ରତିକ ସମୟରେ ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ଜେଲେନ୍ସକିଙ୍କ…

ଇସ୍ତଫା ଦେଇପାରନ୍ତି FBI ମୁଖ୍ୟ, ଟ୍ରମ୍ପ ପ୍ରଶାସନ ନିକଟରେ ପହଞ୍ଚିଲା ଏପଷ୍ଟିନ ଫାଇଲ ବିବାଦ ମାମଲା

ଓ୍ବାଶିଂଟନ,୧୨।୭: ଆମେରିକାରେ କୁଖ୍ୟାତ ଜେଫ୍ରି ଏପଷ୍ଟିନ ମାମଲାର ତଦନ୍ତ ନିରନ୍ତର ଆଗକୁ ବଢୁଛି। କୁହାଯାଉଛି ଯେ ଏହି ମାମଲା ଟ୍ରମ୍ପ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିବା ଆରମ୍ଭ କରିଛି। ସମ୍ପ୍ରତି ଏକ ଖବର ଆସିଥିଲା ଯେ ଏଫବିଆଇ ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ…

କମେଡି କିଙ୍ଗଙ୍କୁ ଧମକ ଦେଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

ଓଟାଓ୍ବା,୧୨।୭: କାନାଡାରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେରେ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛି କାନାଡା ପୋଲିସ। ପ୍ରାରମ୍ଭିକ ତଦନ୍ତରେ ଖଲିସ୍ତାନୀ ସମର୍ଥକଙ୍କ ସମ୍ପୃକ୍ତି ସନ୍ଦେହ ସୃଷ୍ଟି ହୋଇଛି। ଏହି ସମୟରେ, ଖଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ (SFJ)ର ପ୍ରତିଷ୍ଠାତା…

ରୁଷିଆରୁ ତୈଳ କିଣିବା ପଡିବ ମହଙ୍ଗା, ଭାରତ ଉପରେ ୫୦୦ ପ୍ରତିଶତ ଟାରିଫ୍‌ ଲଗାଇବେ ଟ୍ରମ୍ପ!

ଓ୍ବାଶିଂଟନ୍‌,୧୨।୭: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଯୋଗୁ ଆମେରିକା ଏବେ ଅଧିକ ବିରକ୍ତ। ଦୁଇ ବଡ଼ ଆମେରିକୀୟ ନେତା ଲିଣ୍ଡସେ ଗ୍ରାହାମ (ରିପବ୍ଲିକାନ) ଏବଂ ରିଚାର୍ଡ ବ୍ଲୁମେନ୍ଥଲ (ଡେମୋକ୍ରାଟ) ମିଳିତ ଭାବରେ ଏକ ବିଲ ଆଗତ କରିଛନ୍ତି, ଯେଉଁଥିରେ ରୁଷିଆରୁ…

ପାକିସ୍ତାନ ହୋଇଯିବ ଛାରଖାର୍‌: ରକ୍ତମୁଖା ହେଲାଣି ବଲୁଚ୍‌ ଲିବରେଶନ୍‌ ଆର୍ମି

ଇସଲାମାବାଦ୍‌,୧୨।୭: ପାକିସ୍ତାନୀ ସେନା ବିରୋଧରେ ବଲୁଚ ବିଦ୍ରୋହୀ ଗୋଷ୍ଠୀ ବଲୁଚ୍‌ ଲିବରେଶନ୍‌ ଆର୍ମି (BLF)ର ୩ ଦିନିଆ ଅପରେଶନ BAM ନାମରେ ଚାଲିଥିବା ଅପରେଶନ ଏବେ ଶେଷ ହୋଇଛି। BLF ଦାବି କରିଛି ଯେ, ୯ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ ସହ ଯୁଦ୍ଧ ଲଢିବାକୁ ୟୁକ୍ରେନକୁ ଦେବେ…

ଓ୍ବାଶିଂଟନ,୧୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଯିଏ ଥରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଥିଲେ, ଏବେ ୟୁକ୍ରେନକୁ ଅସ୍ତ୍ର ପଠାଇବାକୁ ଘୋଷଣା କରିଛନ୍ତି। ଗୁରୁବାର ଏକ ଆଲୋଚନାରେ ଟ୍ରମ୍ପ କହିଛନ୍ତି ଯେ ଆମେ ନାଟୋକୁ ଅସ୍ତ୍ର ପଠାଉଛୁ। ନାଟୋ…

‘ଇରାନ ଯାଆନ୍ତୁନି’, ଆମେରିକା ନାଗରିକଙ୍କୁ ନିବେଦନ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ପୁଣି ଥରେ ଉତ୍ତେଜନା ଆଡ଼କୁ ଗତି କରୁଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଆମେରିକା ଏହାର ନାଗରିକମାନଙ୍କୁ ଇରାନ ନ ଯିବାକୁ ପରାମର୍ଶ ଦେଇଛି। ଇରାନ ଯାତ୍ରା ସମ୍ପର୍କରେ ଆମେରିକା ଦ୍ୱାରା ଏକ…

ହଁ ପାକିସ୍ତାନ ପାଳୁଛି ଆତଙ୍କବାଦୀ, ଏମିତି କଥାକହି ସମସ୍ତଙ୍କୁ ଚମକାଇ ଦେଲେ ବିଲାଓ୍ବଲ

ଇସଲାମାବାଦ,୧୧।୭: ପାକିସ୍ତାନ ନିଜର ସତ୍ୟକୁ ଲୁଚାଇବାକୁ ଯଥାସମ୍ଭବ ଚେଷ୍ଟା କରିପାରେ, କିନ୍ତୁ ଏହାର ନେତାମାନେ ନିଜେ ନିଜ ଦେଶ ବିଷୟରେ ସତ୍ୟ ପ୍ରକାଶ କରନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଏବଂ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ସ୍ବୀକାର…

ମୁନିରଙ୍କ ନିଦ ହଜାଇଲେ ଅଜିତ ଡୋଭାଲ! ବାରମ୍ବାର ନେଉଛନ୍ତି ନାମ

ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ପାକିସ୍ତାନରେ ପୁଣିଥରେ ଏକ ବଡ଼ ଆକ୍ରମଣ ହୋଇଛି। କିଛି ଆକ୍ରମଣକାରୀ ଏକ ବସ୍‌କୁ ଟାର୍ଗେଟ କରି ୯ ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ପୂର୍ବରୁ ପାକିସ୍ତାନରେ ଅନେକ ଆକ୍ରମଣ ହୋଇଛି। ପାକିସ୍ତାନକୁ ବେଲୁଚିସ୍ତାନ ପକ୍ଷରୁ ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?