ଭୟଙ୍କର ରୂପ ଧାରଣ କଲାଣି ନିଆଁ :୩ ଲକ୍ଷ ବାସଗୃହ ଜଳିପୋଡ଼ି ଛାରଖାର
ଆମେରିକା କାଲିଫର୍ନିଆ ରାଜ୍ୟର ଲସ୍ଏଞ୍ଜେଲ୍ସ ଜଙ୍ଗଲରେ ମଙ୍ଗଳବାର ସକାଳଠାରୁ ଲାଗିଥିବା ନିଆଁ ଭୟଙ୍କର ରୂପ ଧାରଣ କଲାଣି। ପାସିଫିକ୍ ପାଲିସାଡେସ୍ ଓ ପାସାଡେନା ଉପକୂଳରେ ପବନର ତୀବ୍ରତା ଏବଂ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ସାଙ୍ଗକୁ ଘୂର୍ଣ୍ଣିଝଡ଼ ଯୋଗୁ ନିଅଁା ବ୍ୟାପିବାରେ ଲାଗିଛି।…
ଲସ୍ଏଞ୍ଜେଲ୍ସ ବନାଗ୍ନି ମହାକାଶରୁ ଦୃଶ୍ୟମାନ
ଲସ୍ଏଞ୍ଜେଲ୍ସ,୧୦।୧: ଆମେରିକାର କାଲିଫର୍ନିଆସ୍ଥିତ ଲସ୍ଏଞ୍ଜେଲ୍ସ ଉପକୂଳ ପାସିଫିକ୍ ପାଲିସାଡେସ୍ ଜଙ୍ଗଲରେ ଲାଗିଥିବା ନିଅଁା ଏତେ ଭୟାବହ ଯେ, ଏହା ମହାକାଶରୁ ଦୃଶ୍ୟମାନ ହେଉଛି। ତୁହାକୁ ତୁହା ପବନ ବହିବାରେ ଲାଗିଥିବାରୁ ବନାଗ୍ନିକୁ ଆୟତ୍ତ କରାଯାଇପାରୁ ନାହିଁ। ୩ ହଜାରରୁ ଊର୍ଦ୍ଧ୍ୱ ଏକର…
ନାଚାର ପାଲଟି ଗଲାଣି ସୁପରପାଓ୍ବାର ଆମେରିକା, ପ୍ରକୃତିର କୋପରେ…
ଓ୍ବାଶିଂଟନ,୯।୧: ଲସ ଆଞ୍ଜେଲସରେ ଜଙ୍ଗଲ ନିଆଁ ବଢ଼ିବାରେ ଲାଗିଛି। ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି, ଏଥିରେ ଅତି କମରେ ପାଞ୍ଚ ଜଣଙ୍କ ଜୀବନ ଗଲାଣି। ଶହ ଶହ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଅଗ୍ନିଶମ ବାହିନୀ ନିରନ୍ତର ପାଣି ଅଭାବ ସହିତ…
ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, କୋର୍ଟ ନେଲେ ଏହି ନିଷ୍ପତ୍ତି
ଓଟାଓ୍ବା,୯।୧: ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଜଷ୍ଟିନ ଟ୍ରୁଡୋ ସରକାରଙ୍କୁ ଏକ ବଡ଼ ଝଟକା ଲାଗିଛି। କାନାଡାର ସୁପ୍ରିମକୋର୍ଟ ମାମଲାର ସମସ୍ତ ଚାରି ଅଭିଯୁକ୍ତଙ୍କୁ ଆଇନଗତ ଶୁଣାଣି ପର୍ଯ୍ୟନ୍ତ ଜାମିନରେ ମୁକ୍ତ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚାରି ଜଣଙ୍କ…
ଶେଖ ହାସିନାଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲେ ବାଂଲାଦେଶ ସରକାର, ବଢିପାରେ ଅଡୁଆ…
ଢାକା,୯।୧: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଙ୍ଗଳବାର କହିଛନ୍ତି ଯେ ସେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ବାତିଲ କରିଛନ୍ତି। ଗତବର୍ଷ ଜୁଲାଇରେ ଘଟିଥିବା ବଳପୂର୍ବକ ନିଖୋଜ ଏବଂ ହତ୍ୟା ଘଟଣାରେ ସେମାନଙ୍କର ସମ୍ପୃକ୍ତି ଥିବା…
ଚମକିଲା ବାବର ଆଜମଙ୍କ ଭାଗ୍ୟ, ବ୍ୟାଟ୍ରେ ଷ୍ଟିକର୍ ଲଗାଇଲେ ମିଳିବ…
ଇସଲାମାବାଦ୍,୯।୧: ନିକଟରେ ପାକିସ୍ତାନର କ୍ରୀଡ଼ା ନିର୍ମାଣକାରୀ କମ୍ପାନୀ ‘ସିଏ ସ୍ପୋର୍ଟସ’ ସହିତ ପୂର୍ବତନ ପାକ ଅଧିନାୟକ ବାବର ଆଜମ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହି କମ୍ପାନୀର ବ୍ୟାଟ ବ୍ୟବହାର କରି ବାବର ଫର୍ମକୁ ଫେରିଛନ୍ତି। ତେବେ ଏହି କମ୍ପାନୀ ତାଙ୍କୁ…
ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ପାକିସ୍ତାନ ଭୟଭୀତ: ଭାରତକୁ ନାଲି ଆଖି ଦେଖାଇଲେ…
ଇସଲାମାବାଦ୍,୯।୧: ବୈଦେଶିକ ନୀତି ଏବଂ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ପାଇଁ ୨୦୨୫ ବର୍ଷ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ। ରାଜନୈତିକ ଅସ୍ଥିରତା ଏବଂ ଦୁର୍ବଳ ଅର୍ଥନୀତି ସହିତ ସଂଘର୍ଷ କରୁଥିବା ପାକିସ୍ତାନକୁ ଏହାର ପଡ଼ୋଶୀ ଆଫଗାନିସ୍ତାନ ଏବଂ ଭାରତ ସହିତ ସମ୍ପର୍କ ଉନ୍ନତ…
ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ
ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ, ଲୋକଙ୍କୁ ମାନିିବାକୁ ପଡିଥାଏ। ଯଦି କେହି ଆଇନ ବାହାରେ କାମ କରନ୍ତି, ତେବେ ତାହା…
ଭୟଙ୍କର ଭାବେ କମିବ ଭାରତର ଜନସଂଖ୍ୟା! ଚିନ୍ତା ପ୍ରକଟ କଲେ ମସ୍କ, ଜାଣନ୍ତୁ କ’ଣ ହେବ ପାକିସ୍ତାନର ଅବସ୍ଥା
ଓ୍ବାଶିଂଟନ,୯।୧: ୨୧୦୦ ସୁଦ୍ଧା ଭାରତ ଏବଂ ଚାଇନାରେ ଜନସଂଖ୍ୟା ହ୍ରାସର ଆକଳନ ଉପରେ ଅରବପତି ଏଲୋନ ମସ୍କ ଚିନ୍ତା ପ୍ରକାଶ କରିଛନ୍ତି। ମସ୍କଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏକ ଗ୍ରାଫର ଫଟୋ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ବିଶ୍ୱର ପ୍ରମୁଖ ଦେଶଗୁଡ଼ିକର ଜନସଂଖ୍ୟାରେ ସମ୍ଭାବ୍ୟ…
ପୁଣି ଥରିଲା ଚାଇନା! ଦୁଇ ଦିନ ପୂର୍ବରୁ ୧୨୬ରୁ ଅଧିକ ଲୋକଙ୍କର ହୋଇଥିଲା ମୃତ୍ୟୁ
ବେଜିଂ,୯।୧: ଚାଇନାର ଶିନଜିଆଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୌଣସି ଧନ ଜୀବନ କ୍ଷତିର ଖବର ନାହିଁ। ଏକ୍ସରେ ପୋଷ୍ଟ କରି ଲେଖାଯାଇଥିଲା…
HMPV କୁ ନେଇ ଆସିଲା ଚମକାଇଲା ଭଳି ତଥ୍ୟ, WHO ଦେଲା ବଡ଼ ବୟାନ!
ନୂଆଦିଲ୍ଲୀ,୯।୧: ସମ୍ପ୍ରତି ହ୍ୟୁମାନ ମେଟାପ୍ନ୍ୟୁମୋଭାଇରସ (HMPV) ସଂକ୍ରମଣର ମାମଲା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଏହି ଭାଇରସକୁ ଭୟ କରିବାର କୌଣସି ଆବଶ୍ୟକତା ଅଛି କି? ଆଗାମୀ ଦିନରେ ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବ କି? ଏନେଇ…
ଟେନଶନରେ ବାଂଲାଦେଶ, ମୋଦି-ମୋଇଜୁ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୯।୧: ମାଳଦ୍ୱୀପରେ ମହମ୍ମଦ ମୋଇଜୁଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ, ଭାରତ ସହିତ ଏହାର ସମ୍ପର୍କ ଖରାପ ହୋଇଯାଇଥିଲା। ସମ୍ପ୍ରତି ୟୁନୁସଙ୍କ ସରକାର ଆସିବା ପରେ ବାଂଲାଦେଶ ସହିତ ଭାରତର ସମ୍ପର୍କ ମଧ୍ୟ ଖରାପ ହୋଇଥିଲା। ଏଥିରେ କୌଣସି ସ୍ଥାନରେ ଚାଇନା…
Archives


