ସୁନୀତାଙ୍କୁ ମୁଁ ମୋ ପକେଟ୍ରୁ ଟଙ୍କା ଦେବି…ଏମିତି କାହିଁକି କହିଲେ ଟ୍ରମ୍ପ
ଓ୍ବାଶିଂଟନ୍,୨୨।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର 9 ମାସ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଫେରିଛନ୍ତି। ଏହି ମହାକାଶଚାରୀମାନେ ମାତ୍ର 8 ଦିନ ପାଇଁ ମହାକାଶ ଷ୍ଟେସନକୁ ଯାଇଥିଲେ, କିନ୍ତୁ କିଛି କାରଣରୁ ସେମାନଙ୍କୁ ସମ୍ପୂର୍ଣ୍ଣ 9 ମାସ…
30 ଲକ୍ଷ ଟଙ୍କାରେ ନିଲାମ ହେଲା ଟ୍ବିଟରର ଆଇକନିକ ଲୋଗୋ ‘ବ୍ଲୁ ବାର୍ଡ’
ନୂଆଦିଲ୍ଲୀ,୨୨।୩: ପୂର୍ବରୁ ଟ୍ବିଟର ନୀଳ ପକ୍ଷୀ ଭାବରେ ପରିଚିତ ଥିଲା। କିନ୍ତୁ ଯେବେଠାରୁ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ହାତକୁ ନେଇଛନ୍ତି, ସେବେଠାରୁ ଏଥିରେ ଗୋଟିଏ ପରେ ଗୋଟିଏ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହାର ନାମ X…
ଲୋକେ ଖାଇବାକୁ ପାଉନାହାନ୍ତି, ମନ୍ତ୍ରୀ ମାଲାମାଲ
ଇସଲାମାବାଦ୍,୨୨।୩: ପାକିସ୍ତାନ ବର୍ତ୍ତମାନ ଗମ୍ଭୀର ମୁଦ୍ରାସ୍ଫୀତି ଏବଂ ଋଣ ସଙ୍କଟର ସମ୍ମୁଖୀନ ହେଉଛି। ସାଧାରଣ ଲୋକମାନେ ଦିନକୁ ଦୁଇଥର ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, କିନ୍ତୁ ସରକାର ତାଙ୍କ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦରମା ବହୁ ପରିମାଣରେ ବୃଦ୍ଧି କରୁଛନ୍ତି। ପାକିସ୍ତାନ…
ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ
ଲଣ୍ଡନ,୨୨ା୩:ବିଶ୍ୱର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଚିତ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନିକଟରେ ଥିବା ଏକ ବିଦ୍ୟୁତ୍ ସବ୍ଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୁକ୍ରବାର ସାରା ଦିନ ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ…
ଟ୍ରମ୍ପଙ୍କ ଆଉ ଏକ ବଡ଼ ନିଷ୍ପତ୍ତି: ୫ ଲକ୍ଷ ଲୋକଙ୍କୁ ତୁରନ୍ତ ଛାଡିବାକୁ ପଡ଼ିବ ଆମେରିକା
ଓ୍ବାଶିଂଟନ୍,୨୩।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆମେରିକାରେ ପ୍ରବାସ ନୀତି ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। କ୍ୟୁବା, ହାଇତି, ନିକାରାଗୁଆ ଏବଂ ଭେନେଜୁଏଲାରୁ ଆସିଥିବା ୫୩୦,୦୦୦ ପ୍ରବାସୀଙ୍କୁ ଆଇନଗତ ସୁରକ୍ଷା ପ୍ରତ୍ୟାହାର କରିଛି। ଏହି ନିଷ୍ପତ୍ତି ପରେ, ଏହି ପ୍ରବାସୀମାନଙ୍କୁ ପ୍ରାୟ…
୬ ବର୍ଷ କାମ ନ କରି ମିଳିଲା ୩୬ ଲକ୍ଷ ଟଙ୍କା ଦରମା
ମାଡ୍ରିଡ୍: ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରିଥାନ୍ତି। ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ବହୁ ଲୋକଙ୍କୁ ଭ୍ରମଣ ପାଇଁ ଛୁଟି ମିଳି ନ ଥାଏ। ସେହିପରି ଅଧିକ ଛୁଟି ନେଲେ ଦରମା କଟିଯିବାର ମଧ୍ୟ ଭୟ ରହିଥାଏ। ତେବେ ସ୍ପେନ୍ର କାଡିଜ୍…
‘ଟେସଲା କାରକୁ ଭଙ୍ଗାରୁଜା କଲେ ମିଳିବ କଠୋର ଦଣ୍ଡ’, କାହିକିଁ ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ…
ଓ୍ବାଶିଂଟନ,୨୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଟେସଲା କାର ଭଙ୍ଗାରୁଜା କରୁଥିବା ଲୋକଙ୍କୁ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ। ସେ ଟ୍ରୁଥ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ଟ୍ରୁଥ ସୋସିଆଲ ମିଡିଆରେ ଏକ…
ଏସବୁ ମୁସଲିମ ଦେଶରେ ଭରି ରହିଛି ସୁନାଖଣି, ନାଁ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୧।୩: ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 90 ହଜାର ଟଙ୍କା ଅତିକ୍ରମ କରିଛି। ସୁନା ମୂଲ୍ୟ ପୂର୍ବରୁ କେବେ 90,000 ଟଙ୍କା ଅତିକ୍ରମ କରିନାହିଁ। ସୁନା ମୂଲ୍ୟ ନିଶ୍ଚିତ ଭାବରେ ଶେୟାର ବଜାରକୁ ପ୍ରଭାବିତ କରୁଛି। ଏହା ବ୍ୟତୀତ,…
ସୁନିତା ୱିଲିୟମ୍ସ-ବୁଚ ୱିଲମୋରଙ୍କୁ ମିଳିବନି ଓଭରଟାଇମ ପେମେଣ୍ଟେ: ଜାଣନ୍ତୁ କାହିଁକି
ନ୍ୟୁୟର୍କ,୨୧।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ମହାକାଶରେ ଅଧିକ ସମୟ ବିତାଇବା ପାଇଁ କୌଣସି ଓଭରଟାଇମ ପେମେଣ୍ଟେ ଦିଆଯିବ ନାହିଁ। ନାସାର ନିୟମ ଅନୁଯାୟୀ, ସୁନିତା ଏବଂ ବୁଚ ୱିଲମୋର ସେମାନଙ୍କର ଅପ୍ରତ୍ୟାଶିତ ଭାବରେ…
ହାସିନାଙ୍କ ପାର୍ଟି ଉପରେ ପ୍ରତିବନ୍ଧକକୁ ନେଇ ବଡ଼ ଘୋଷଣା କଲେ ୟୁନୁସ
ଢାକା,୨୧।୩: ଦେଶର ନିର୍ବାଚନକୁ ନେଇ ଜାତୀୟ ଏବଂ ଅନ୍ତର୍ଜାତୀୟ ଚାପ ମଧ୍ୟରେ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମତ ନରମ ହେଉଥିବା ପରି ମନେ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ ଶେଖ ହାସିନାଙ୍କ ଦଳ, ବାଂଲାଦେଶ…
ଭାରତର ପଡ଼ୋଶୀ ଦେଶରେ ଶକ୍ତିଶାଳୀ ଭୂକମ୍ପ: ଘରୁ ବାହାରକୁ ଦୌଡିଲେ ଲୋକେ
କାବୁଲ,୨୧।୩: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଆଫଗାନିସ୍ତାନରେ ୪.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…
“ବହୁତ ଭଲ ସମ୍ପର୍କ, କିନ୍ତୁ…”: ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ କମେଣ୍ଟ
ୱାଶିଂଟନ, ୨୧ା୩: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଭାରତ ସହିତ “ବହୁତ ଭଲ ସମ୍ପର୍କ” ଅଛି, କିନ୍ତୁ ଦେଶ ସହିତ ତାଙ୍କର “ଏକମାତ୍ର ସମସ୍ୟା” ହେଉଛି ଯେ ଏହା “ବିଶ୍ୱର ସର୍ବାଧିକ ଶୁଳ୍କ ଲାଗୁ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ…
Archives


