ଅନ୍ତର୍ଜାତୀୟ

ଅନ୍ତରଙ୍ଗ ଭିଡିଓ ଭାଇରାଲ: ଆକାଉଣ୍ଟ ବନ୍ଦକଲେ ଇନ୍‌ଫ୍ଲୁଏନ୍ସର

ଇସ୍‌ଲାମାବାଦ, ୧୪।୧୧: ପାକିସ୍ତାନୀ ଇନ୍‌ଫ୍ଲୁଏନ୍ସର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଇମ୍‌ଶା ରେହମାନଙ୍କର ଏକ ଅନ୍ତରଙ୍ଗ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଭାଇରାଲ ହେବାରେ ଲାଗିଛି, ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ଇମ୍‌ଶାଙ୍କର ଏକ ପବ୍ଲିସିଟି...

ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ସାକ୍ଷାତ କଲେ ବାଇଡେନ-ଟ୍ରମ୍ପ; କ୍ଷମତା ହସ୍ତାନ୍ତର ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି। ବୈଠକ ଆରମ୍ଭରେ ବାଇଡେନ ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ଏବଂ ଦୁହେଁ ଓଭାଲ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ। ବାଇଡେନ ଟ୍ରମ୍ପଙ୍କୁ କହିଛନ୍ତି...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ ସ୍ବରୂପ, ଭାରତ ସରକାରରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ତଥା ଦେଶର ସୁରକ୍ଷା ସହ...

ଚାଇନାର ନୁଆ ଚାଲ୍‌: ପାକିସ୍ତାନକୁ ଦେଲା ଚେତାବନୀ

ବେଜିଂ,୧୩।୧୧:ନିକଟରେ ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ଦୁଇ ଜଣ ଚାଇନାର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଏହା ପରେ ଚାଇନା ପାକିସ୍ତାନରେ କାର୍ଯ୍ୟ କରୁଥିବା ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କଡା ପଦକ୍ଷେପ ନେବାକୁ ଯୋଜନା କରିଛି।...

ଟ୍ରମ୍ପଙ୍କ ବିଜୟର ପ୍ରକୃତ ହିରୋ ହେଉଛନ୍ତି ଏହି ୧୮ ବର୍ଷୀୟ ଯୁବକ: ଜାଣନ୍ତୁ ସେ କିଏ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ନିକଟରେ ଏକ ଐତିହାସିକ ବିଜୟ ହାସଲ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏହାକୁ ନେଇ ସାରା ବିଶ୍ୱ ଗଣମାଧ୍ୟମରେ ଆଲୋଚନା କରାଯାଉଛି। କେହି କେହି ତାଙ୍କ ବିଜୟର କାରଣ ବିଷୟରେ କହୁଛନ୍ତି ଏବଂ କେହି କେହି...

ଶପଥ ନେବା ପୂର୍ବରୁ କ୍ୟାବିନେଟ୍‌ ପ୍ରସ୍ତୁତ କଲେଣି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କଙ୍କୁ ଦେଲେ ବଡ଼ ଦାୟିତ୍ୱ

ଓ୍ବାଶିଂଟନ୍‌,୧୩।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ...

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ...

ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍‌ ଷ୍ଟିଲ୍‌ ଉପସ୍ଥିତ...

ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା । ଯାହା ପୁଟିନ୍‌ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି...

ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍‌, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ

ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବେ ସେ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହେବା ପାଇଁ...

ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!

ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜେ.ଡି. ଭାନ୍ସ ଷ୍ଟିଫେନଙ୍କୁ ଶୁଭେଚ୍ଛା ଜଣାଇ ଏକ୍ସରେ ଲେଖିଛନ୍ତି ଯେ...

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। ଯଦିଓ କ୍ରେମଲିନ ଏହି ଖବରକୁ ଅସ୍ବୀକାର କରିଛନ୍ତି, କିନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri