ଅନ୍ତର୍ଜାତୀୟ

ପାକିସ୍ତାନର ISI ଅଫିସ ଉପରେ ଆକ୍ରମଣ କଲା ଭାରତୀୟ ସଶସ୍ତ୍ର ବାହିନୀ: ରିପୋର୍ଟ

ନୂଆଦିଲ୍ଲୀ,୯ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଗୁରୁବାର ପାକିସ୍ତାନ ପ୍ରଥମେ ଜମ୍ମୁ, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟର ଅଞ୍ଚଳଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଭାରତ ପାକିସ୍ତାନର ମେଟ୍ରୋ ସହରଗୁଡ଼ିକ ଉପରେ ତୁରନ୍ତ ଏବଂ ଶକ୍ତିଶାଳୀ…

ପାକିସ୍ତାନକୁ ଧୋକା ଦେଲା ଚାଇନା ମାଲ୍, ମାରି ଧ୍ୱଂସ କରିଦେଲା ଭାରତ

ନୂଆଦିଲ୍ଲୀ,୯ା୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ନିକଟତମ ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ…

ଭାରତର ହମଲାରେ ଭିକ ମାଗିଲା ପାକିସ୍ତାନ: ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ମାଗିଲା ଋଣ

ନୂଆଦିଲ୍ଲୀ,୯ା୫: ଭାରତର ସାମରିକ ଆକ୍ରମଣରେ ବିପର୍ଯ୍ୟସ୍ତ ହୋଇଥିବା ପାକିସ୍ତାନ ଏବେ ଆର୍ଥିକ ସଙ୍କଟରେ ପଡ଼ିଛି। ବୁଧବାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ‘ଅପରେସନ ସିନ୍ଦୁର’ ଅଧୀନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ୯ଟି ଆତଙ୍କବାଦୀ ଅଡ୍ଡା ଉପରେ…

‘ଉପଯୁକ୍ତ ଜବାବ’: ପାକିସ୍ତାନର ଡ୍ରୋନ ମାରି ଖସାଇବାର ଭିଡିଓ ରିଲିଜ କଲା ଭାରତୀୟ ସେନା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୯ା୫: ଶୁକ୍ରବାର ଭାରତୀୟ ସେନା ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା (LoC) ନିକଟରେ ପାକିସ୍ତାନର ଏକ ଡ୍ରୋନକୁ ନିଷ୍କ୍ରିୟ କରାଯାଇଥିବା ଏକ ଭିଡିଓ ପ୍ରକାଶ କରିଛି। ଏହା ଉଲ୍ଲେଖ କରିଛି ଯେ…

ପାକିସ୍ତାନର ୫୦ ଡ୍ରୋନ୍‌ ଖସାଇଲା ଭାରତ

ନୂଆଦିଲ୍ଲୀ,୯ା୫: ପାକିସ୍ତାନ ଭାରତ ବିରୋଧରେ ପୁଣି ହୀନ ଚକ୍ରାନ୍ତ କରିଛି। LOC ଏବଂ IBରେ ଡ୍ରୋନ୍‌ ଆକ୍ରମଣ କରିଛି। ତେବେ ଏହାର କଡ଼ା ଜବାବ ଦେଇଛି ଭାରତ। ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ୍‌କୁ ଖସାଇ ଦେଇଛି ଭାରତ। L-୭୦ ଗନ୍ସ, ZU-୨୩MM…

ଭାରତ-ପାକିସ୍ତାନ ଯୁଦ୍ଧରେ ଆମେ ପଶିବୁ ନାହିଁ: ଆମେରିକା ଉପରାଷ୍ଟ୍ରପତି

ୱାଶିଂଟନ,୯।୫: ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଉତ୍ତେଜନାକୁ ନେଇ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଆମେରିକା ଯୁଦ୍ଧରେ ସାମିଲ ହେବ ନାହିଁ। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାମଲା। ଭାନ୍ସ ଏହା ମଧ୍ୟ କହିଛନ୍ତି ଯେ, ଆଶା କରାଯାଉଛି,…

ରବର୍ଟ ପ୍ରିଭୋଷ୍ଟ ନୂଆ ପୋପ୍‌

ଭାଟିକାନ୍‌ ସିଟି,୯ା୫: ଆମେରିକା କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ (୬୯) ନୂଆ ପୋପ୍‌ ନିର୍ବାଚିତ ହୋଇଥିବା ନେଇ ଗୁରୁବାର ରାତିରେ କାର୍ଡିନାଲ ପ୍ରୋଟୋଡିକନ୍‌ ଡୋମିନିକ୍‌ ମାମ୍ବେର୍ଟି ଘୋଷଣା କରିଛନ୍ତି। ନୂଆ ପୋପ୍‌ ଲିଓ ଚତୁର୍ଦ୍ଦଶ ଭାବେ ନାମିତ ହେବେ। ପୋପ୍‌ ନିର୍ବାଚନ ପାଇଁ…

ବଞ୍ଚାଇଦେଲା S-400: ପାକିସ୍ତାନର ପ୍ରତ୍ୟେକ ଆକ୍ରମଣକୁ ଆକାଶରେ କରିଦେଲା ଧ୍ୱଂସ

ନୂଆଦିଲ୍ଲୀ, ୯।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଭାରତର S-400 ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ‘ଗେମ୍‌-ଚେଞ୍ଜର’ ସାବ୍ୟସ୍ତ ହୋଇଛି। ପାକିସ୍ତାନର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣର ଏକାଧିକ ଚେଷ୍ଟାକୁ ଏହି ରୁଷୀୟ ପ୍ରତିରକ୍ଷା ବ୍ୟବସ୍ଥା ଆକାଶରେ ହିଁ ଧ୍ୱଂସ କରି…

BIG BREAKING: ଏପଟେ ଦରିଆ ସେପଟେ ଘାଇ, ପାକିସ୍ତାନୀ ସେନା ଉପରେ ଆକ୍ରମଣ କଲେ ବାଲୋଚ ବିଦ୍ରୋହୀ

କ୍ୱେଟା,୮।୫:: ବାଲୋଚିସ୍ତାନ ଲିବରେସନ ଆର୍ମୀ (BLA) ଦାବି କରିଛି ଯେ ସେମାନଙ୍କ ଯୁଦ୍ଧବିଦ୍‌ମାନେ କ୍ୱେଟାକୁ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ପାକିସ୍ତାନୀ ସେନାକୁ ବାଲୋଚିସ୍ତାନରୁ ବାହାର କରିଦେଇଛନ୍ତି, କାରଣ ଦେଶଟି ଏକାଧିକ ମୋର୍ଚ୍ଚାରେ ଘେରାଯାଇଛି ଏବଂ ଇସଲାମାବାଦ ଓ ରାୱାଲପିଣ୍ଡି ଭାରତ ସହ…

ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଗିରଫ! ନିଯୁକ୍ତ ହୋଇପାରନ୍ତି ନୂଆ ମୁଖିଆ

ନୂଆଦିଲ୍ଲୀ,୮।୫: ପାକିସ୍ତାନର ସାମରିକ ପ୍ରତିଷ୍ଠାନ ମଧ୍ୟରେ ଏକ ଅସାଧାରଣ ଘଟଣାରେ, ଜଏଣ୍ଟ ଚୀଫ ଅଫ ଷ୍ଟାଫ କମିଟି (CJCSC) ଅଧ୍ୟକ୍ଷ ଜେନେରାଲ ଶାହିର ଶମଶାଦ ମିର୍ଜା ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ଗିରଫ କରିଥିବା ଖବର ମିଳିଛି। ଯଦି ଏହା…

ଭାରତୀୟ ନୌସେନା କରାଚୀ ବନ୍ଦରକୁ ଧ୍ୱଂସ କଲା, ୧୯୭୧ ପରେ ପାକ୍ ଉପରେ ପ୍ରଥମ ସାମୁଦ୍ରିକ ଆକ୍ରମଣ

ଇସଲାମାବାଦ,୮।୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏକ ଐତିହାସିକ ମୋଡ଼ ନେଇଛି, କାରଣ ଭାରତୀୟ ନୌସେନା ପାକିସ୍ତାନର ପ୍ରମୁଖ ବାଣିଜ୍ୟ ଓ ସାମରିକ କେନ୍ଦ୍ର କରାଚୀ ବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରି ଏହାକୁ ପ୍ରାୟତଃ ଧ୍ୱଂସ କରିଦେଇଛି।…

ହଟିବେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ହେଲା ବିଦ୍ରୋହ

ଇସଲାମାବାଦ,୮।୫: ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କୁ ଶୀଘ୍ର ଅପସାରଣ କରାଯାଇପାରେ। ପାକିସ୍ତାନ ସେନାରେ ଥିବା ସୂତ୍ର ଅନୁସାରେ, ଜଏଣ୍ଟ ଚୀଫ ଅଫ ଷ୍ଟାଫ କମିଟି (CJCSC) ଜେନେରାଲ ଶାହିର ଶମଶାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri