ଭୂକମ୍ପରେ ଥରିଲା ପାକିସ୍ତାନ, କରାଚି ପରେ ଦୋହଲିଲା ବେଲୁଚିସ୍ତାନ
କରାଚି,୧।୪: ମଙ୍ଗଳବାର (ଏପ୍ରିଲ ୧) ପାକିସ୍ତାନର ବେଲୁଚିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଇଦ ଦିନ କରାଚୀରେ ହୋଇଥିବା ଭୂମିକମ୍ପର କିଛି ଘଣ୍ଟା ପରେ ଏହି ଭୂମିକମ୍ପ ଆସିଥିଲା, ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତଥାପି, ଏପର୍ଯ୍ୟନ୍ତ କୌଣସି…
ମହାକାଶରୁ କେମିତି ଦେଖାଯାଉଥିଲା ଭାରତ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁନିତା ଯାହା ଏବେ ହେଉଛି ଭାଇରଲ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରି ଆସିଥିଲେ। ସେ ଏବଂ ତାଙ୍କ ସାଥୀ ବୁଚ ୱିଲମୋର ୫ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ।…
ତାଇଓ୍ବାନ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲାଣି ଚାଇନା! ଖୋଲାଖୋଲି ଦେଲା ଧମକ
ବେଜିଂ,୧।୪: ଚାଇନା ସେନା ତାଇୱାନ ଚାରିପାଖରେ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି। ଚାଇନା ସେନାର ପୂର୍ବ ଥିଏଟର କମାଣ୍ଡର ସରକାରୀ WeChat ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି। ଏହି ଅଭ୍ୟାସରେ ସ୍ଥଳସେନା, ନୌସେନା ଏବଂ ରକେଟ ଫୋର୍ସର ମିଳିତ ବାହିନୀ ଅଂଶଗ୍ରହଣ…
ଇୟୁ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସ ନେତ୍ରୀ ଲି ପେନ୍ ଦୋଷୀ
ପ୍ୟାରିସ୍,୧।୪: ୟୁରୋପୀୟ ସଂଘ ପାଣ୍ଠି ହେରଫେର ମାମଲାରେ ଫ୍ରାନ୍ସର ଫାର୍-ରାଇଟ୍ ନେତ୍ରୀ ମାରିନ୍ ଲି ପେନ୍ ଦୋଷୀସାବ୍ୟସ୍ତ ହୋଇଛନ୍ତି। ସେ ଉଚ୍ଚ ପଦବୀ ପାଇଁ ଲଢ଼ିପାରିବେ ନାହିଁ ବୋଲି ସୋମବାର ପ୍ରଧାନ ବିଚାରପତି କଟକଣା ଲଗାଇବା ପରେ ଲି ପେନ୍ ତୁରନ୍ତ କୋର୍ଟ…
ଆଣ୍ଟିଡିପ୍ରେସାଣ୍ଟ ଔଷଧ ବଢ଼ାଉଛି ହୃଦ୍ଘାତ
ଭିଏନା, ୧ା୪: ଆଣ୍ଟିଡିପ୍ରେସାଣ୍ଟ (ଅବସାଦ ନିରୋଧୀ ଔଷଧ)କୁ ଲମ୍ବା ସମୟ ଧରି ସେବନ କରିବା ଦ୍ୱାରା ଆକସ୍ମିକ ହୃଦ୍ଘାତ ହେବାର ଆଶଙ୍କା ବଢ଼ିଥାଏ। ଅଷ୍ଟ୍ରିଆର ରାଜଧାନୀ ୟୁରୋପିଆନ ସୋସାଇଟି ଅଫ୍ କାର୍ଡିଓଲୋଜି ପକ୍ଷରୁ କରାଯାଇଥିବା ‘ଇଏଚ୍ଆର୍ଏ ୨୦୨୫ କଂଗ୍ରେସ’ କାର୍ଯ୍ୟକ୍ରମରେ ଏନେଇ…
ମ୍ୟାନମାର୍ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨ ହଜାର ଟପିଲା
ମ୍ୟାନମାର୍,୩୧।୩: ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ କୁ ବୃଦ୍ଧି ପାଇଛି ଏବଂ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷରୁ ଉଦ୍ଧାର…
Global Safety Index 2025: ପ୍ରକାଶ ପାଇଲା ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ତାଲିକା: ଭାରତକୁ ପଛରେ ପକାଇଲା ପାକିସ୍ତାନ
ନୂଆଦିଲ୍ଲୀ,୩୧।୩: ଗ୍ଲୋବାଲ ସେଫ୍ଟି ଇଣ୍ଡେକ୍ସ 2025 ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶଗୁଡ଼ିକର ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ କିଛି ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ପଛରେ ପକାଇ ଏକ ଭଲ ରାଙ୍କିଂ ହାସଲ କରିଛି। ଆମେରିକା,…
ଚାଲିଥିଲା ନମାଜ ଆସିଲା ଭୂମିକମ୍ପ: ପ୍ରାଣ ହରାଇଲେ ୭୦୦ରୁ ଉର୍ଦ୍ଧ୍ବ ମୁସଲମାନ
ନୂଆଦିଲ୍ଲୀ,୩୧।୩: ମିଆଁମାରର ଏକ ମୁସଲିମ ସଂଗଠନ କହିଛି ଯେ ପବିତ୍ର ରମଜାନ ମାସରେ ଶୁକ୍ରବାର ନମାଜ ସମୟରେ ଦେଶରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୭୦୦ ରୁ ଅଧିକ ମୁସଲମାନଙ୍କ ମୃତ୍ୟୁ ହୋଇଛି। ସ୍ପ୍ରିଙ୍ଗ ରିଭୋଲ୍ୟୁସନ ମିଆଁମାର ମୁସଲିମ ନେଟୱାର୍କର…
ଭାରତ,ଚାଇନା କି ରୁଷିଆ ନୁହେଁ, ରାଷ୍ଟ୍ରପତି ହେବା ପରେ ପ୍ରଥମେ ଏହି ମୁସଲମାନ ଦେଶକୁ ଗସ୍ତ କରିବେ ଟ୍ରମ୍ପ
ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମେ’ରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଆରମ୍ଭ କରିବେ, ସେ କୌଣସି ପଶ୍ଚିମ ଦେଶ କିମ୍ବା ଭାରତ, ଚାଇନା କିମ୍ବା ରୁଷିଆ ଭଳି ଏସୀୟ ଶକ୍ତିକୁ ଯିବେ ନାହିଁ, ବରଂ ଏକ ଇସଲାମିକ…
Myanmar Earthquake : ମ୍ୟାନମାର ଭୂକମ୍ପରେ ୩୫ ଲକ୍ଷର ଅଧିକ ଲୋକେ ବାସହରା
ନାପିଦାଉ,୩୧।୩: ମ୍ୟାନମାରରେ ହୋଇଥିବା ଭୂକମ୍ପ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୩୫ଲକ୍ଷ ଲୋକ ବାସହାରା ହୋଇଛନ୍ତି ଏବଂ ଏଠାରେ ଏବେ ବି ଭୂମିକମ୍ପ ଅନୁଭୂତ ହେଉଛି। ରବିବାର ଭୂମିକମ୍ପର କେନ୍ଦ୍ରସ୍ଥଳ ମାଣ୍ଡାଲେରେ ରିକ୍ଟର ସ୍କେଲରେ ୫.୧ ତୀବ୍ରତାର ଏକ କମ୍ପନ ଅନୁଭୂତ ହୋଇଥିଲା,…
ଟ୍ରମ୍ପକୁ କଡ଼ା ଜବାବ ଦେଲା ତେହରାନ, କହିଲା ଆମର ବି ମିଶାଇଲ ପ୍ରସ୍ତୁତ
ତେହେରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପରମାଣୁ ଚୁକ୍ତିନାମା ନ କରିବାରୁ ଟ୍ରମ୍ପ ଇରାନ ଉପରେ ରାଗି ଯାଇଛନ୍ତି। ସେ ସିଧାସଳଖ ଧମକ ଦେଇଛନ୍ତି ଯେ ଯଦି ଇରାନ ଆମ ସହିତ ଏକ ନୂଆ ପରମାଣୁ ଚୁକ୍ତି…
ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ
ମାଣ୍ଡଲେ,୩୧ା୩: ମ୍ୟାନ୍ମାରର ଦ୍ୱିତୀୟ ସର୍ବବୃହତ୍ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨ ଦିନ ପରେ ଭଗ୍ନାବଶେଷ ତଳେ ରହିଯାଇଥିବା ଲୋକଙ୍କ ବଞ୍ଚିବା ଆଶା କ୍ଷୀଣ ହେବାରେ ଲାଗିଛି।…
Archives


