BIMSTEC ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ୟୁନୁସ, ହେଲେ ଚେହେରା କହୁଛି କିଛିତ…
ବ୍ୟାଙ୍କକ,୩।୪: ବିମଷ୍ଟେକ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏକାଠି ବସିଥିଲେ। ଯାହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଫଟୋଗ୍ରାଫଗୁଡ଼ିକରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବିଶେଷ ଉଷ୍ମତା ଦେଖାଯାଉନାହିଁ। ପ୍ରଧାନମନ୍ତ୍ରୀ…
ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନ ପହଞ୍ଚିଲା ତୁର୍କୀ, ଫସିରହିଛନ୍ତି ଅନେକେ ଭାରତୀୟ
ନୂଆଦିଲ୍ଲୀ,୩।୪: ଏକ ଜରୁରୀକାଳୀନ ସ୍ବାସ୍ଥ୍ୟଗତ ମାମଲା ଯୋଗୁଁ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଭର୍ଜିନ ଆଟଲାଣ୍ଟିକ ଏୟାରଲାଇନ୍ସର ବିମାନକୁ ତୁର୍କୀକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ଏ ସମ୍ପର୍କରେ ସୂଚନା ଦେଇଛି ବିମାନ କମ୍ପାନୀ। ଏଥିରେ କୁହାଯାଇଛି ଯେ ମେଡିକାଲ ଏମରଜେନ୍ସି ଏବଂ ଯାଞ୍ଚ…
ଆମେରିକାରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼, ବନ୍ୟା ଚେତାବନୀ ଜାରି
ଓ୍ବାଶିଂଟନ,୩।୪: ଏକ ଭୟଙ୍କର ଝଡ଼ ଆମେରିକାର ମଧ୍ୟ-ପଶ୍ଚିମ ଏବଂ ଦକ୍ଷିଣର କିଛି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଝଡ଼ ଯୋଗୁଁ କିଛି ଘରର ଛାତ ଉଡ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ…
ବିମାନରେ ହୋଇଯାଇଥିଲା ଚ୍ଛିଦ୍ର, ୮ ମାସର ଶିଶୁ ସମେତ ୧୫ ହଜାର ଫୁଟ ତଳକୁ ପଡିଲେ ୪ ଲୋକ!
ଓ୍ବାଶିଂଟନ,୩।୪: ବିମାନ ଯାତ୍ରା ଏବେ ବି ବିଶ୍ୱର ଏକ ବଡ଼ ବର୍ଗର ଲୋକଙ୍କୁ ଉତ୍ସାହିତ କରେ। ଅନେକ ଲୋକ ଅଛନ୍ତି ଯେଉଁମାନେ ବିମାନ ଯାତ୍ରାର ରୋମାଞ୍ଚରେ ପ୍ରଭାବିତ ହୋଇ ଏବେ ବି ବିମାନରେ ବସିବାର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଏହି ରୋମାଞ୍ଚକର…
ଥାଇଲାଣ୍ଡରେ ରାମାକେନ ଦେଖିଲେ ମୋଦି
ବ୍ୟାଙ୍କକ,୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତରେ ଯାଇଛନ୍ତି। ରାଜଧାନୀ ବ୍ୟାଙ୍କକରେ ପହଞ୍ଚିବା ପରେ, ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। ଏହା ପରେ ସେ ଥାଇ ରାମାୟଣ ଦେଖିଲେ। ରାମାୟଣକୁ ଥାଇ ଭାଷାରେ ରାମାକେନ କୁହାଯାଏ।…
ଟ୍ରମ୍ପ ଫୁଟାଇଲେ ଟାରିଫ ବୋମା ତ ଏବେ ଧମକାଇଲାଣି ଚାଇନା
ବେଜିଂ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚାଇନାରୁ ଆମେରିକୀୟ ଆମଦାନୀ ଉପରେ ୪୩୮ ବିଲିୟନ ଡଲାର ମୂଲ୍ୟର ୩୪ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଚାଇନା ହେଉଛି ଆମେରିକାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର। ଚାଇନା ଏହି ନିଷ୍ପତ୍ତି ଉପରେ…
Video: ପୋଜ୍ ଦେଉ ଦେଉ ପଡ଼ିଗଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା
ସିଡନୀ,୩।୪: ନ୍ୟୁ ସାଉଥ ୱେଲ୍ସରେ ଗୁରୁବାର ଏକ ପ୍ରଚାର କାର୍ଯ୍ୟକ୍ରମ ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଞ୍ଚରୁ ପଡ଼ି ଯାଇଛନ୍ତି। ମେ’ ମାସରେ ଅନୁଷ୍ଠିତ ଜାତୀୟ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ପରେ ଫଟୋଗ୍ରାଫ…
ଟ୍ରମ୍ପଙ୍କ ନୂଆ ଟାରିଫ ଲିଷ୍ଟରେ ନାହିଁ ଋଷିଆ, ହେଲେ ଭାରତ ଉପରେ ଲାଗିଲା ୨୬%ର ଛାଟ, ଭିତିରିଆ ହୋଇଗଲା କି ବଡ଼ ଡିଲ୍!
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଏକ ନୂଆ ଟାରିଫ ନୀତି ଘୋଷଣା କରିଛନ୍ତି। ଯେଉଁଥିରେ ୧୮୦ଟି ଦେଶ ଉପରେ ଭାରୀ ଶୁଳ୍କ ଲଗାଇବାର ନିଷ୍ପତ୍ତି ନିଆଯାଇଛି। ଏହି ତାଲିକାରେ ଆମେରିକାର ଅନେକ ସହଯୋଗୀ ଦେଶ ମଧ୍ୟ ସାମିଲ ଅଛନ୍ତି।…
ମୋଦିଙ୍କୁ ଭେଟିବାକୁ ବ୍ୟାକୁଳ ହେଲେଣି ୟୁନୁସ, ପୁଣି ଚିଠି ଲେଖି କହିଦେଲେ…
ଢାକା,୩।୪: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ, ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ବ୍ୟାକୁଳ। ସେ ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଚାହାଁନ୍ତି। ଉଭୟ ନେତା ଏଠାରେ ବିମଷ୍ଟେକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ୨୦୧୮ ପରେ…
Donald Trump tariffs: ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟ୍କା, ଭାରତ-ଚାଇନା ମିଶି କରିବେ ବଡ଼ ଘୋଷଣା!
ନୂଆଦିଲ୍ଲୀ,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣି ପାରସ୍ପରିକ ଶୁଳ୍କ (reciprocal tariff) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତ ଉପରେ ୨୬ ପ୍ରତିଶତ ଏବଂ ଚାଇନା ଉପରେ…
ଔଷଧ ଠାରୁ ଆରମ୍ଭ କରି ଷ୍ଟିଲ ଓ ଅଳଙ୍କାର ଯାଏ…ଆମେରିକାର ୨୬% ଟାରିଫ୍ରେ ଭାରତ ଉପରେ କ’ଣ ପଡିବ ପ୍ରଭାବ
ନୂଆଦିଲ୍ଲୀ, ୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁ ଦେଶ ପାଇଁ ଟାରିଫ୍ ଘୋଷଣା କରିଛନ୍ତି । ଏହି ଟାରିଫ୍ ଅନୂଯାୟୀ ଭାରତ ସମେତ ବିଭିନ୍ନ ଦେଶ ଉପରେ ଏକ ନୂଆ ରିସିପ୍ରୋକାଲ ଟାରିଫ (ପାରସ୍ପରିକ ଶୁଳ୍କ) ଲାଗୁ କରାଯିବ। ଏହି…
ଆମେରିକାର ଟାରିଫ୍କୁ ଭାରତ କହିଲା ‘Mixed Bag’, ଟ୍ରମ୍ପଙ୍କ ଘୋଷଣା ପରେ ସରକାର କହିଦେଲେ ବଡ଼କଥା
ନୂଆଦିଲ୍ଲୀ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର କିଛି ଦେଶ ଉପରେ ଲାଗୁ ହେବାକୁ ଥିବା ପାରସ୍ପରିକ ଶୁଳ୍କ ପରିମାଣ ଘୋଷଣା କରିଛନ୍ତି। ଆମେରିକା ଭାରତ ଉପରେ ୨୬ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଛି। ଏନେଇ ଭାରତର ବାଣିଜ୍ୟ ମନ୍ତ୍ରଣାଳୟ…
Archives


