ଅନ୍ତର୍ଜାତୀୟ

୩୦ ବର୍ଷର ପୁରୁଣା ଭ୍ରୂଣରୁ ଜନ୍ମନେଲା ଶିଶୁ

ଓ୍ବାଶିଂଟନ,୩ା୮: ଆମେରିକାର ଓହିୟୋଠାରେ ୩୦ ବର୍ଷ ତଳର ଏକ ଭ୍ରୂଣରୁ ଶିଶୁ ଜନ୍ମ ନେଇଛି। ତାହାର ନାମ ଥାଡିୟସ ଡାନିଏଲ ପିୟର୍ସ ରଖାଯାଇଛି। ୧୯୯୪ରେ ଏକ ଭ୍ରୂଣକୁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ଏହାକୁ ଫ୍ରିଜରରେ ସଂରକ୍ଷିତ…

ଆଜି ୬ ମିନିଟ୍‌ ପାଇଁ ସାରା ବିଶ୍ୱରେ ଘୋଟିଯିବ ଅନ୍ଧାର! ଆକାଶରେ ଦିଶିବ…

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ପରାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂଗୋଳୀୟ ଘଟଣା ଭାବରେ ବିବେଚନା କରାଯାଏ । ସାରା ବିଶ୍ୱର ଜ୍ୟୋତିଷ ଓ ବୈଜ୍ଞାନିକମାନେ ଗ୍ରହଣ ଓ ପରାଗ ଉପରେ ନଜର ରଖନ୍ତି କାରଣ ଏହା ଆମ ଜୀବନ ଉପରେ ଗଭୀର ପ୍ରଭାବ…

ଭାରତ ସହ ବିବାଦ ମଧ୍ୟରେ ପାକ୍‌କୁ ଜୋରଦାର ଝଟ୍‌କା! ଟ୍ରମ୍ପ ଦେଲେ ଚେତାବନୀ…

ଓ୍ବାଶିଂଟନ୍‌,୨।୮: ଭାରତ ସହ ବିବାଦ ମଧ୍ୟରେ ପାକିସ୍ତାନକୁ ଆମେରିକା ଦେଲା ବଡ଼ ଝଟ୍‌କା। ପାକିସ୍ତାନର କରାଚୀ ସହରରେ ଥିବା କିଛି ବିଳାସପୂର୍ଣ୍ଣ ହୋଟେଲ ସମ୍ପର୍କରେ ଆମେରିକା ଏକ ସୁରକ୍ଷା ଚେତାବନୀ ଜାରି କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର କହିଛି ଯେ…

ସୀମା ଟପିଲା ଆମେରିକା-ରୁଷିଆ ମଧ୍ୟରେ ତିକ୍ତତା: ବିଶ୍ୱରେ ଖେଳିଗଳା ଟେନ୍‌ସନ୍‌

ଓ୍ବାଶିଂଟନ୍‌,୨।୮: ଆମେରିକା ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ଶୀର୍ଷରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ରୁଷିଆ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାରଣ ହେଉଛି ପୂର୍ବତନ ରୁଷିଆ ରାଷ୍ଟ୍ରପତି ଦିମିତ୍ରୀ…

ଟ୍ରମ୍ପ ୭ ମାସରେ ଆମେରିକାରୁ ତଡ଼ିଦେଲେ ୧୭ ଶହ ଭାରତୀୟଙ୍କୁ, ବାଇଡେନ ଯାହା କରି ନ ଥିଲେ ତାହା କରି ଦେଖାଇଲେ

ଓ୍ବାଶିଂଟନ,୨।୮: ଚଳିତ ବର୍ଷ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରୁ ଭାରତୀୟଙ୍କ ନିର୍ବାସନରେ ଏକ ବଡ଼ ବୃଦ୍ଧି ଘଟିଛି। ଯଦି ଆମେ ଏହା ପୂର୍ବରୁ ଜୋ ବାଇଡେନଙ୍କ କାର୍ଯ୍ୟକାଳର ସଂଖ୍ୟା ଉପରେ ନଜର ପକାଇବା, ତେବେ ଏହି ସଂଖ୍ୟା…

ଆଉ ରୁଷିଆରୁ ତେଲ କିଣିବ ନାହିଁ ଭାରତ: ବଡ଼ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ୍‌, ୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣିବା ଉପରେ ଭାରତର ସମ୍ଭାବ୍ୟ ପ୍ରତିବନ୍ଧକ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଏହାକୁ ଏକ ଭଲ ପଦକ୍ଷେପ ବୋଲି କହିଥିଲେ। ସେ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ, ସେ…

ଆମ୍ୟୁଜମେଣ୍ଟ ପାର୍କର ଛାତିଥରା ଭିଡିଓ, ଦେଖନ୍ତୁ ଆଖି ପିଛୁଳାକେ କେମିତି ଛିଡି ପଡିଲା ୩୬୦ ଡିଗ୍ରୀର ଝୁଲା

ରିୟାଦ,୧।୮: ସାଉଦି ଆରବର ତାଇଫ ସହରରେ ଅବସ୍ଥିତ ଏକ ମନୋରଞ୍ଜନ ପାର୍କ ବା ଆମ୍ୟୁଜମେଣ୍ଟ ପାର୍କରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପାର୍କରେ ଥିବା ଏକ ୩୬୦ ଡିଗ୍ରୀ ଘୁରୁଥିବା ଝୁଲା ହଠାତ ଭାଙ୍ଗଯାଇଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ…

ତୁର୍କୀକୁ ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା, ଏବେ କାନ୍ଦୁଛି…

ଅଙ୍କାରା,୧।୮: ତୁର୍କୀ ତାର ସମସ୍ତ ଅହଂକାର ହରାଇଛି। ପାକିସ୍ତାନ ସହିତ ବନ୍ଧୁତା ପାଇଁ ତୁର୍କୀକୁ ଭାରୀ ମୂଲ୍ୟ ଦେବାକୁ ପଡିଛି। ହଁ, ପାକିସ୍ତାନକୁ ସମର୍ଥନ କରିବା ଯୋଗୁ ତୁର୍କୀକୁ ବହୁତ କ୍ଷତି ସହିବାକୁ ପଡିଛି। ପାକିସ୍ତାନକୁ ସମର୍ଥନ କରିବାର ତୁର୍କୀର ବାଜି…

ଟାରିଫ ମାମଲାରେ ନିଜ ବନ୍ଧୁଙ୍କୁ ବି ଭୁଲିଗଲେ ଟ୍ରମ୍ପ! ଲଗାଇଦେଲେ ଏତେ ପ୍ରତିଶତ ଟାରିଫ

ଜେରୁଜେଲମ,୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ବିଶ୍ୱର ଅନେକ ଦେଶକୁ ଚକିତ କରିଛି। ଟ୍ରମ୍ପ ପ୍ରଶାସନ ମୋଟ ୯୬ଟି ବାଣିଜି୍ୟକ ଅଂଶୀଦାର ଦେଶ ଉପରେ ଶୁଳ୍କ ଲାଗୁ କରିଛି। ଏହି ସମସ୍ତ ଦେଶ ଉପରେ ୧୦ ରୁ…

ଆମେରିକା ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ: ସଂସଦରୁ ବଡ଼ ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ

ଓ୍ବାଶିଂଟନ୍‌,୧।୮:ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ୨୫ ପ୍ରତିଶତ ଟାରିଫ୍‌ ଘୋଷଣା ପରେ, ଭାରତ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସଂସଦରୁ ଆମେରିକାକୁ ଏକ କଠୋର ବାର୍ତ୍ତା ଦିଆଯାଇଛି। ବର୍ତ୍ତମାନ ଭାରତ ଯୁଦ୍ଧ ବିମାନ F-35 ସମ୍ପର୍କରେ ଆମେରିକାକୁ କଡ଼ା ଶିକ୍ଷା…

ଭାରତ ସମେତ ୯୬ ଦେଶ ଉପରୁ ଟଳିଲା ଟାରିଫ୍‌ ବିପଦ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ, ଯାହା ୧ ଅଗଷ୍ଟରୁ ଲାଗୁ ହେବାର ଥିଲା, କିନ୍ତୁ ଏବେ ଭାରତକୁ ଗୋଟିଏ ସପ୍ତାହ ସମୟ ମିଳିଛି। ଭାରତ ସହିତ ୯୬ ଦେଶଙ୍କୁ…

“ଆମ ସମ୍ପର୍କରେ ବିରକ୍ତିର ବିଷୟ”: ରୁଷିଆଠୁ ତେଲ କିଣିବା ନେଇ ଭାରତକୁ ଆମେରିକାର ଅଭିଯୋଗ

ଓ୍ବାଶିଂଟନ୍‌,୧।୮: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗୁରୁବାର କହିଛନ୍ତି ଯେ, ଭାରତର ରୁଷିଆଠାରୁ ତୈଳ କ୍ରୟ ନେଇ ନୂଆଦିଲ୍ଲୀ ଓ ୱାଶିଂଟନ ମଧ୍ୟରେ ସମ୍ପର୍କରେ “ବିରକ୍ତିର ବିଷୟ” ସୃଷ୍ଟି କରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତରୁ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?