ଅନ୍ତର୍ଜାତୀୟ

ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଓ୍ବାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟି ବିଭିନ୍ନ ଦ୍ୱିପାକ୍ଷିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଏହା ପୂର୍ବରୁ ସେ ଟେସ୍‌ଲା ସିଇଓ ଏଲନ୍‌ ମସ୍କ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ମିଚେଲ…

୩ ସନ୍ତାନଙ୍କ ହାତ ଧରି ମୋଦିଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଏଲନ ମସ୍କ

ୱାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ୱାଶିଂଟନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ ୱାଲ୍ଜଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି।…

ଚାଲିଥିଲା ବିକ୍ଷୋଭ, ଦ୍ରୁତଗତିରେ କାର୍‌ ଆଣି ମଡାଇଦେଇ ଡ୍ରାଇଭର: ଆଉ ତା’ପରେ…

ବର୍ଲିନ,୧୩।୨: ଜର୍ମାନୀର ମୁନିଚ୍‌ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ସହରର କେନ୍ଦ୍ରଭାଗରେ ବିକ୍ଷୋଭ ଚାଲିଥିବା ବେଳେ ଏକ କାର୍‌ ମାଡି ଆସିବାରୁ ଛୋଟ ପିଲାଙ୍କ ସମେତ ୨୮ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଡାଉନ୍‌ଟାଉନ୍‌…

ଆମେରିକାରେ ମୋଦିଙ୍କୁ କେମିତି ଦିଆଯାଏ ସିକ୍ୟୁରିଟି, ଆଗରେ ଥାଆନ୍ତି ଖତରନାକ କମାଣ୍ଡୋ

ଓ୍ବାଶିଂଟନ୍‌,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଆସିଛନ୍ତି। ସେଠାରେ ସେ ହୱାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ମୋଦିଙ୍କ ଏହି ଆମେରିକୀୟ ଗସ୍ତ ଦୁଇ ଦିନିଆ। ଏହି ସମୟ ମଧ୍ୟରେ ତାଙ୍କୁ ସେଠାରେ ଉଚ୍ଚ ସୁରକ୍ଷା ମିଳିବ। ଆପଣ…

ଟ୍ରମ୍ପ କରୁଛନ୍ତି ବଡ଼ ଖେଳ! ପୁଟିନଙ୍କ ସହ ବଢାଉଛନ୍ତି ବନ୍ଧୁତା ସେପଟେ ମିଳିଲା କଡ଼ା ଧମକ

ଓ୍ବାଶିଂଟନ୍‌,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋେିଆ ସହିତ ବନ୍ଧୁତା କରିଛନ୍ତି। ବୁଧବାର ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ସହ ସେ ଫୋନ ଯୋଗେ କଥା ହୋଇଛନ୍ତି। ଉଭୟ ନେତା ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରଖିବେ ବୋଲି…

ମାତ୍ର ୮୭୫ଟଙ୍କାରେ ହାତେଇପାରିବେ ୭୫କୋଟିର ସମ୍ପତ୍ତି, ହେଲେ ଏତେ କୋଟିର ମାଲିକ ହେବା ପାଇଁ ମାନିବାକୁ ପଡିବ ଏହି ସର୍ତ୍ତ

ଆଜିର ସମୟରେ, ସମସ୍ତେ ସମ୍ପତ୍ତି କିଣିବାକୁ ଚାହାଁନ୍ତି ଏବଂ ଲୋକମାନେ ଶସ୍ତାରେ ସମ୍ପତ୍ତି ପାଇବାର ସୁଯୋଗ ଖୋଜନ୍ତି। ତଥାପି, ଏପରି ମଧ୍ୟ ଅନେକ ଥର ଘଟେ ଯେ ସମ୍ପତ୍ତି କାରବାର ସମ୍ବନ୍ଧୀୟ ଆଶ୍ଚର୍ଯ୍ୟଜନକ କାହାଣୀ ମଧ୍ୟ ସାମ୍ନାକୁ ଆସେ। କିନ୍ତୁ ଜାଣି…

ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି

ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼…

ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିବେ ମୋଦି, ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ ଏହି ୧୭ ପ୍ରସଙ୍ଗ, ଜାଣନ୍ତୁ କ’ଣ…

ୱାଶିଂଟନ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ଆଜି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବ। ଏହି ବୈଠକ ଭାରତୀୟ ସମୟ ଅନୁସାରେ ରାତି ୨:୩୦ରେ ହ୍‌ବାଇଟ…

ହିନ୍ଦୁ ସମ୍ପ୍ରଦାୟଙ୍କୁ ବାଂଲାଦେଶରେ ଆକ୍ରମଣ, ୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ

ନୂଆଦିଲ୍ଲୀ,୧୩।୨: ପଡୋଶୀ ବାଂଲାଦେଶରେ ସରକାର ଭାଙ୍ଗିବା ପରେ ସେଠାରେ ଦେଖା ଦେଇଥିବା ହିଂସାତ୍ମକ ବିଦ୍ରୋହ ସମୟରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅନେକ ଆକ୍ରମଣ ଖବର ଦେଖିବାକୁ ମିଳିଥିଲା। ତେବେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ହିନ୍ଦୁମାନଙ୍କ ବିରୁଦ୍ଧରେ…

ୟୁକ୍ରେନ-ରୁଷିଆ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା, ପୁଟିନ୍‌-ଜେଲେନସ୍କିଙ୍କ ସହ କଥା ଦେଲେ ଟ୍ରମ୍ପ

ୱାଶିଂଟନ,୧୩।୨: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାର ମିଶନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସେ ସାଉଦି ଆରବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଭେଟିବାକୁ ଯୋଜନା କରୁଛନ୍ତି। ବୁଧବାର ପୁଟିନ୍‌ଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତ୍ତା ପରେ ସେ ୱାଶିଂଟନରେ…

ଆମେରିକା-ଜେଲେନ୍ସି ବୈଠକ ପୂର୍ବରୁ ବଡ଼ ଦୁର୍ଘଟଣା, ଲୋକଙ୍କୁ ଦଳିଦେଲା କାର୍‌, ୨୦ଜଣ…

ମ୍ୟୁନିଚ,୧୩।୨: ଆମେରିକା-ୟୁକ୍ରେନ ବୈଠକ ପୂର୍ବରୁ ବଡ଼ ଅଘଟଣ। ହେଲା ବଡ଼ ଦୁର୍ଘଟଣା। ଜର୍ମାନୀର ମ୍ୟୁନିଚରେ ଫେବୃଆରୀ ୧୪ରେ ଏକ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଆମେରିକା ସହ ୟୁକ୍ରେନ ମଧ୍ୟରେ ବୈଠକ ବସିବାକୁ ଯାଉଛି। କିନ୍ତୁ ଏସବୁ ଭିତରେ…

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ, ଜାଣନ୍ତୁ ଏହି ସମୟରେ କେଉଁମାନେ ଦିଅନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତ ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ “india 1” ପ୍ୟାରିସ ଯିବା ସମୟରେ ପାକିସ୍ତାନ ଏୟାରସ୍ପେସରେ ରହିଥିଲା। ଏବେ ଆପଣ ନିଶ୍ଚୟ ଭାବୁଥିବେ ଯେ ଯେତେବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri