ଅନ୍ତର୍ଜାତୀୟ

ବିହାରରୁ ପାକିସ୍ତାନକୁ ଏଭଳି ମେସେଜ୍‌ ପଠାଇଲେ ପିଏମ ମୋଦି, ଶୁଣିଲେ ଥରିବେ ଅସୀମ ମୁନିର-ଶେହବାଜ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ସମ୍ବୋଧିତ କରିବା ସମୟରେ ଗୟାକୁ ସେହି ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଭଗବାନ ବୁଦ୍ଧ ଜ୍ଞାନ ପାଇଥିଲେ। ସେ ଏଠାରେ ଅନେକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିଛନ୍ତି। ଲୋକମାନଙ୍କୁ…

ଭୟଙ୍କର ଭୂକମ୍ପ: ସ୍ଥଳଭାଗକୁ ମାଡ଼ି ଆସୁଛି ସୁନାମି! ଆସିଲା ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୨୨।୮: ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଚିଲି ଉପକୂଳରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା। ଡ୍ରେକ ପାସେଜ ହେଉଛି ଦକ୍ଷିଣ ଆମେରିକାର…

ବିପଦରେ ଆମେରିକା: କିମ ଜୋଙ୍ଗ ଉନଙ୍କ ସିକ୍ରେଟ୍‌ ପ୍ଲାନ୍‌ ଦେଖି ଥରିଲାଣି ଓ୍ବାଶିଂଟନ୍‌

ଓ୍ବାଶିଂଟନ,୨୨।୮: ୱାଶିଂଟନ ସ୍ଥିତ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ (CSIS)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଚାଇନା ସୀମା ନିକଟରେ ଏକ ଗୁପ୍ତ କ୍ଷେପଣାସ୍ତ୍ର ଘାଟି ଅଛି। ଏହି ଘାଟି କେବଳ ୨୭ କିଲୋମିଟର (୧୭…

ଭାରତକୁ ରୁଷିଆର ତେଲ ଆବଶ୍ୟକତା ନାହିଁ, ଏଥିରୁ କେବେଳ ଲାଭ ଅର୍ଜନ କରୁଛି: ଟ୍ରମ୍ପଙ୍କ ଉପଦେଷ୍ଟା ନାଭାରୋ

ନୂଆଦିଲ୍ଲୀ,୨୨।୮: ହ୍ୱାଇଟ ହାଉସ ବାଣିଜ୍ୟ ଉପଦେଷ୍ଟା ପିଟର ନାଭାରୋ ଭାରତକୁ ରୁଷିଆର ତେଲ କିଣୁଥିବା ନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ ଭାରତକୁ କ୍ରେମଲିନର “ଲଣ୍ଡ୍ରୋମାଟ୍” (ସ୍ୱୟଂସେବୀ ଲଣ୍ଡ୍ରୀ) ବୋଲି ଅଭିଯୋଗ କରି କହିଛନ୍ତି ଯେ, ଭାରତର ରୁଷିଆ ତେଲ ଆବଶ୍ୟକତା…

“ନିରବତା କେବଳ ଧମକ ଦେଉଥିବା ବ୍ୟକ୍ତିଙ୍କୁ ସାହସ ଦିଏ”: ଟ୍ରମ୍ପ ଟାରିଫ ଉପରେ ଭାରତକୁ ଚାଇନାର ରାଷ୍ଟ୍ରଦୂତଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୨ା୮: ଚାଇନାର ଭାରତକୁ ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଗୁରୁବାର ଆମେରିକାକୁ “ଦାଦାଗିରି” ଅଭିଯୋଗ କରି କହିଛନ୍ତି ଯେ, ଆମେରିକା ମୁକ୍ତ ବାଣିଜ୍ୟରୁ ବହୁ ଲାଭ ଉଠାଇଛି, କିନ୍ତୁ ଏବେ ଟାରିଫକୁ “ବାର୍ଗେନିଂ ଚିପ୍ସ” ଭାବେ ବ୍ୟବହାର କରୁଛି। ସ୍ୱାଧୀନ ଥିଙ୍କ ଟ୍ୟାଙ୍କ…

ପୁଟିନଙ୍କୁ ଭେଟିଲେ ଜୟଶଙ୍କର, ଜାଣନ୍ତୁ ଦୁହିଁଙ୍କ ମଧ୍ୟରେ କ’ଣ ହେଲା…

ମସ୍କୋ,୨୧।୮: ଗୁରୁବାର ଭାରତ ରୁଷିଆ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦେଇଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ବୈଠକ ଏପରି…

ପୁଟିନଙ୍କ ସାମ୍ନାରେ ସରେଣ୍ଡର କରିବେ ଜେଲେନସ୍କି? ୟୁକ୍ରେନ ରାଷ୍ଟ୍ରପତି କହିଲେ…

କ୍ୱିଭ,୨୧।୮: ରୁଷିଆ ସହିତ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ‘କିଛି ଆପୋଷ ବୁଝାମଣା’ କରିବାକୁ ରାଜି ହୋଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପୂର୍ବରୁ ଯୁଦ୍ଧବିରତି ପାଇଁ…

India China Relations: ଭାରତୀୟ ଉତ୍ପାଦ ପାଇଁ ବଜାର ଖୋଲିଲା ଚାଇନା, ଟ୍ରମ୍ପଙ୍କ ଟାରିଫ ମାଡ଼ ଭିତରେ ଚାଇନାର ବଡ଼ ବାଜି

ବେଜିଂ/ନୂଆଦିଲ୍ଲୀ,୨୧।୮: ରୁଷିଆ ପରେ ଏବେ ଚାଇନା ଭାରତ ସହିତ ବ୍ୟବସାୟିକ ସମ୍ପର୍କରେ ଏକ ବଡ଼ ବାଜି ଲଗାଇଛି। ଦିଲ୍ଲୀରେ ଚାଇନା ରାଷ୍ଟ୍ରଦୂତ ଶୁ ଫିହୋଙ୍ଗ ଗୁରୁବାର କହିଛନ୍ତି, ଆମେ ଆମର ବଜାରରେ ସମସ୍ତ ଭାରତୀୟ ଉତ୍ପାଦକୁ ସ୍ବାଗତ କରୁଛୁ। ଅର୍ଥାତ, ଚାଇନା…

ପାକିସ୍ତାନରେ ପହଞ୍ଚିଲେ ଚାଇନା ବୈଦେଶିକ ମନ୍ତ୍ରୀ, ହେଲେ ଭାରତ କାହିଁକି ଟେନସନରେ? ଜାଣନ୍ତୁ…

ଇସଲାମାବାଦ/ନୂଆଦିଲ୍ଲୀ,୨୧।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତରୁ ସିଧାସଳଖ ପାକିସ୍ତାନ ପହଞ୍ଚିଥିଲେ। ଇସଲାମାବାଦରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦକ୍ଷିଣ ଏସିଆର ରାଜନୀତି…

ରୁଷିଆ-ୟୁକ୍ରେନ ମଧ୍ୟରେ ଫସିଗଲେ ଟ୍ରମ୍ପ, ଏବେ ଜେଲନସ୍କି କଲେଣି ଏମିତି ଡିମାଣ୍ଡ

ଓ୍ବାଶିଂଟନ,୨୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସି ଯାଇଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଯଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ପାଇଁ ପ୍ରସ୍ତୁତ ନୁହଁନ୍ତି, ତେବେ…

ରୁଷିଆରେ ଥାଇ ଟ୍ରମ୍ପଙ୍କ ପୋଲ୍‌ ଖୋଲିଦେଲେ ଜୟଶଙ୍କର

ମସ୍କୋ,୨୧।୮: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତରେ, ସମ୍ପ୍ରତି ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହା ପଛରେ ଆମେରିକା ଯୁକ୍ତି ରଖିଛି ଯେ ଭାରତ ରୁଷିଆରୁ…

ମୋଦି ଉଠାଇଲେ ବଡ଼ ପଦକ୍ଷେପ, ଛାନିଆ ହୋଇଗଲେ ଟ୍ରମ୍ପ, ଏବେ…

ନୂଆଦିଲ୍ଲୀ,୨୧।୮: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ “ମୃତ ଅର୍ଥନୀତି” ବୋଲି କହିଥିଲେ ଏବଂ ଆମେରିକାର ଟାରିଫ୍‌କୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ବିବୃତ୍ତି ପରେ, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା ପ୍ରାୟ ସ୍ଥଗିତ ରହିଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?