ଅନ୍ତର୍ଜାତୀୟ

ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ବନ୍ଧୁ ଚାଇନା: ଟେନ୍‌ସନ୍‌ରେ ଶେହବାଜ୍‌ ଶରିଫ

ବେଜିଂ,୨୮।୬: ପାକିସ୍ତାନର ହାଇପରସୋନିକ ମିଶାଇଲ୍‌ ଏବଂ ଏହାର ଉତ୍ପାଦନ ପ୍ରଯୁକ୍ତିବିଦ୍ୟା (ToT) ପାଇଁ କରିଥିବା ଦାବିକୁ ଚାଇନା ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ସ୍ପଷ୍ଟ ଭାବରେ କହିଛି ଯେ, ଏହି ମିଶାଇଲ୍‌ଗୁଡ଼ିକ ଏପର୍ଯ୍ୟନ୍ତ ରପ୍ତାନି ପାଇଁ ଉପଲବ୍ଧ ନାହିଁ ଏବଂ…

ଅଟା ପ୍ୟାକେଟରେ ନିଶା: ଲୋକଙ୍କ ଜୀବନ ନେଉଛି ଆମେରିକୀୟ ସହାୟତା

ଗାଜା ସିଟି,୨୮ା୬:୨୦୨୩ ଅକ୍ଟୋବରରୁ ଗାଜାରେ ହମାସ୍‌ ସହ ଯୁଦ୍ଧରତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାର ଆଉ ଏକ ସାଙ୍ଘାତିକ ବର୍ବର କାର୍ଯ୍ୟ ସାମନାକୁ ଆସିଛି। କେତେବେଳେ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ହତ୍ୟା ପାଇଁ…

ଭାରତର ଏହି ଚାଲ୍‌ ଯୋଗୁ ଫସିଗଲା ଆମେରିକା, ଡ୍ରାଗନ୍‌ ଚିନ୍ତାରେ

ନୂଆଦିଲ୍ଲୀ,୨୮।୬: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‌ ଘୋଷଣା କରିଥିଲେ। ସେ ଭାରତକୁ ଟାରିଫ୍‌ ରାଜା ବୋଲି ସମ୍ବୋଧିତ କରିଥିଲେ ଏବଂ ଭାରତର ରପ୍ତାନିକୁ ଏକ ବଡ଼ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରମ୍ପଙ୍କ ସମସ୍ତ ଚାଲ୍‌ ଭାରତ…

ମୋତେ ମାତ୍ର ୫ ମିନିଟ୍‌ ପୂର୍ବରୁ ଜଣାପଡ଼ିଥିଲା, ଉପରାଷ୍ଟ୍ରପତିଙ୍କୁ ନେଇ ବଡ଼ ଖୁଲାସା କଲେ ସ୍ତ୍ରୀ

ଓ୍ବାଶିଂଟନ୍‌,୨୮।୬: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ ତାଙ୍କ ସ୍ବାମୀଙ୍କ ଉପରାଷ୍ଟ୍ରପତି ପଦ ପାଇଁ ମନୋନୟନ ବିଷୟରେ ସୂଚନା ମାତ୍ର ୫ମିନିଟ ପୂର୍ବରୁ ମିଳିଥିଲା। ଉଷା…

ଚାଇନାକୁ ବଡ଼ ଝଟ୍‌କା ଦେଲା କାନାଡା: ଲଗାଇଦେଲା ବ୍ୟାନ୍‌

ଓଟାଓ୍ବା,୨୮।୬: କାନାଡା ଚାଇନାକୁ ଏକ ବଡ଼ ଝଟକା ଦେଇଛି। କାନାଡା ସରକାର ଏକ ବଡ଼ ଚାଇନା କମ୍ପାନୀକୁ ଦେଶରେ ସମସ୍ତ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ନି ସରକାର ଏହି ପଦକ୍ଷେପ ନେଇଛନ୍ତି।…

ଆମର ଯାହା ମନ ହେବ, ଆମେ କରିବୁ: ପୁଣି ଖୋଲା ଧମକ ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ୍‌କୁ ନେଇ ଚେତାବନୀ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଜୁଲାଇ ୯ର ଟାରିଫ୍‌ ସମୟସୀମା ଏକ ସ୍ଥିର ତାରିଖ ନୁହେଁ। ଆମେରିକା ଏହାକୁ ବୃଦ୍ଧି କରିପାରିବ କିମ୍ବା ହ୍ରାସ କରିପାରିବ, ଏହା ସବୁକିଛି ଅନ୍ୟ…

ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର; ସୀମା ଆରପଟୁ ଆରମ୍ଭ କଲା…

ଇସଲାମାବାଦ,୨୭।୬: ସୁଧୁରୁନି ପାକିସ୍ତାନ। ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚୁଛି। ସଦ୍ୟ ସୂଚନା ମୁତାବକ ପାକିସ୍ତାନରେ ଅପରେସନ ସିନ୍ଦୂର ଯୋଗୁ ଧ୍ୱଂସ ହୋଇଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ ଏବଂ ତାଲିମ କେନ୍ଦ୍ରଗୁଡ଼ିକ ଏବେ ପୁନଃର୍ନିମାଣ କରାଯାଉଛି। ଏହି…

ଆମେରିକାକୁ କଡ଼ା ଶବ୍ଦରେ ଜବାବ ଦେଲା ଇରାନ, ସିଧା ସିଧା କହିଲା ହେବନାହିଁ କୌଣସି ପରମାଣୁ ବାର୍ତ୍ତା

ତେହେରାନ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି ଯେ ଆମେରିକା ସହିତ ଆଉ କୌଣସି ପରମାଣୁ ଆଲୋଚନା ହେବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇରାନ ପରେ ହଠାତ୍‌ ଏହି ଦେଶ ଉପରେ ଆକ୍ରମଣ କଲା ଇସ୍ରାଏଲ: ଚାରିଆଡ଼େ ଧୂଆଁମୟ

ଜେରୁଜେଲମ,୨୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ୧୨ ଦିନିଆ ଭୟଙ୍କର ଯୁଦ୍ଧ ଶେରେ ଥମିଛି। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଛି। ଏହା ବିଶ୍ୱାସ କରାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ବାଭାବିକ ହେବ। କିନ୍ତୁ ଇସ୍ରାଏଲ ହଠାତ୍‌ ଲେବାନନ…

ଭାରତ ଆଗରେ ଫସିଗଲା ପାକିସ୍ତାନ: ସବୁ ଯୋଜନା ଫେଲ୍‌

ନୂଆଦିଲ୍ଲୀ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଚାଇନାରେ ପହଞ୍ଚିଥିଲେ। ଏହି ସମୟରେ ସେ ଚାଇନା ମାଟିରୁ…

ଚାଇନାକୁ ସିଧା ଚେତାବନୀ ଦେଲା ଭାରତ: ଏମିତି ଭୁଲ୍‌ କରନାହିଁ ନଚେତ୍‌…

ବେଜିଂ,୨୭।୬: ସାଂଘାଇ ସହଯୋଗ ସଂଗଠନ (SCO)ର ବୈଠକ ସମୟରେ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ୱିଂଡାଓରେ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ ଜୁନଙ୍କୁ ଭେଟିଥିଲେ। ଏହି ବୈଠକରେ ରାଜନାଥ ସିଂହ ଚୀନକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ଉଭୟ ଦେଶ…

ଚାଇନା ପ୍ରତିରକ୍ଷାମନ୍ତ୍ରୀଙ୍କୁ ୪ ଉପଦେଶ ସହ, ମଧୁବନି ପେଟିଂ ଉପହାର ଦେଲେ ରାଜନାଥ

ବେଜିଂ,୨୭।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ଚାଇନାରେ ଅଛନ୍ତି। ସେ ଚାଇନାର କ୍ୱିଂଡାଓରେ ଅନୁଷ୍ଠିତ SCOର ଏକ ବୈଠକରେ ଯୋଗଦେବାକୁ ଆସିଛନ୍ତି। ଗସ୍ତର ଶେଷ ଦିନ ଅର୍ଥାତ ଶୁକ୍ରବାର, ରାଜନାଥ ସିଂହ ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡଙ୍ଗ ଜୁନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri