ଅନ୍ତର୍ଜାତୀୟ

ଟ୍ରମ୍ପଙ୍କ ସହ ବୈଠକ ପରେ ଗୁରୁତର ଅଭିଯୋଗ ଆଣିଲେ ଜେଲେନସ୍କି, ହେଲେ ମେଲାନିଆଙ୍କୁ କାହିଁକି ଦେଲେ ଧନ୍ୟବାଦ? ଜାଣନ୍ତୁ…

ଓ୍ବାଶିଂଟନ,୧୯।୮: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (୧୮ ଅଗଷ୍ଟ) ଦିନ ଏକ ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ କହିଥିଲେ ଯେ ଏହା ସକାରାତ୍ମକ ଥିଲା। ଏହି ବୈଠକ ପରେ ରୁଷିଆ ଏବଂ…

୧୦୦ ଅରବ ଡଲାରର ଡିଲ, ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି…, ଜାଣନ୍ତୁ ଟ୍ରମ୍ପ-ଜେଲେନସ୍କିଙ୍କ ବୈଠକରେ କ’ଣ ହେଲା ଆଲୋଚନା

ଓ୍ବାଶିଂଟନ,୧୯।୮: ସାଢ଼େ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧର ଅନ୍ତ ପାଇଁ ସୋମବାର ଆଉ ଏକ ପାଦ ଆଗକୁ ବଢ଼ିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତୀୟ ସମୟ ଅନୁସାରେ ସୋମବାର ରାତି ୧୧ଟାରେ ହ୍ବାଇଟ ହାଉସରେ ପହଞ୍ଚି ଆମେରିକା…

କେମ୍ବ୍ରିଜ୍‌ ଡିକ୍ସିନାରିରେ ଯୋଡ଼ିହେଲା ୬ ହଜାର ନୂଆ ଶବ୍ଦ

ଲଣ୍ଡନ,୧୯ା୮:କେମ୍ବ୍ରିଜ୍‌ ଡିକ୍ସିନାରି ନିଜର ଅନ୍‌ଲାଇନ ସଂସ୍କରଣରେ ୬ ହଜାର ନୂତନ ଶବ୍ଦକୁ ସ୍ଥାନିତ କରିଛି। ଏଥିମଧ୍ୟରୁ ଅନେକ ହେଉଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟବହୃତ ହେଉଥିବା ଶବ୍ଦ। ସାଧାରଣତଃ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫା ଦ୍ୱାରା ଲୋକପ୍ରିୟ ହୋଇଥିବା…

ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ,୧୯।୮: ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌…

ଭାରତ ପାଇଁ ଆସିଲା ବଡ଼ ଗୁଡନ୍ୟୁଜ: ଶୁଣିଲେ ମୁଣ୍ଡରେ ହାତ ଦେବ ଆମେରିକା-ଚାଇନା

ନୂଆଦିଲ୍ଲୀ,୧୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଉଚ୍ଚ ଟାରିଫ୍‌ ଲାଗୁ କରିଛନ୍ତି, ଯେଉଁଥିରେ ୨୫ ପ୍ରତିଶତ ମୂଳ ଟାରିଫ୍‌ ଅନ୍ତର୍ଭୁକ୍ତ, ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି। ଏହା ବ୍ୟତୀତ, ରୁଷିଆରୁ ତେଲ କିଣିବା ପାଇଁ ଅତିରିକ୍ତ ୨୫ପ୍ରତିଶତ ଟାରଫ୍‌…

ଟ୍ରମ୍ପଙ୍କ ସହ ବୈଠକ ପରେ ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ,୧୮।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି। ଏହି ବୈଠକ ରୁଷିଆରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ…

ଅଷ୍ଟ୍ରେଲିଆରେ ବଡ଼ ଦୁର୍ଘଟଣା: ଖସିଲା ବିମାନ, ଦୁର୍ଘଟଣାର ଭୟଙ୍କର ଭିଡିଓ ଦେଖିଲେ ଥରିଉଠିବେ…

ସିଡ଼ନୀ,୧୮।୮: ଅଷ୍ଟ୍ରେଲିଆର ସିଡ଼ନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଯେତେବେଳେ ଏକ ହାଲୁକା ବିମାନ ହଠାତ୍‌ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇ ଏକ ଗଲ୍ଫ କୋର୍ସରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ରବିବାର ସକାଳେ ପ୍ରକାଶ ପାଇଛି।…

ଏଥର ‘ଫ୍ଲାଓ୍ବାର’ ନୁହେଁ ‘ଫାୟାର’ ହୋଇ ଆମେରିକା ଯାଇଛନ୍ତି ଜେଲନ୍ସକି, ଘଟିପାରେ ବଡ଼…

କ୍ୱିଭ,୧୮।୮: ଯେତେବେଳେ ବି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୁଏ, ଫେବୃଆରୀ ୨୮ର ଦୃଶ୍ୟ ଆଖି ସାମ୍ନାରେ ଝଲସି ଉଠେ, ଯେତେବେଳେ ଜେଲେନ୍ସକିଙ୍କୁ ଅନ୍ତର୍ଜାତୀୟ କ୍ୟାମେରା ସାମ୍ନାରେ ଅପମାନିତ କରାଯାଇଥିଲା।…

ଭାରତକୁ ଏକ ବଡ଼ ଜିନିଷ ଦେଇଦେଲା ବନ୍ଧୁ ରୁଷିଆ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୧୮।୮: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ହୋଇଥିବା ଅପରେଶନ ସିନ୍ଦୂରରେ, ରୁଷିଆଠାରୁ କିଣାଯାଇଥିବା ଅସ୍ତ୍ରଶସ୍ତ୍ର ବହୁତ ଭଲ ପ୍ରଦର୍ଶନ କରିଥିଲା। ବିଶେଷକରି ରୁଷିଆର S-400 ବାୟୁ ପ୍ରତିରକ୍ଷା ପ୍ରଣାଳୀ ୨୫୦ କିଲୋମିଟରରୁ ଅଧିକ ଦୂରତାରେ ଉଡ଼ୁଥିବା ଏକ ପାକିସ୍ତାନୀ AWACS ବିମାନକୁ…

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ! ଆମେରିକା ଦେଲା ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାକୁ ନେଇ ଆମେରିକାରୁ ପୁଣି ଥରେ ଏକ ବଡ଼ ବୟାନ ଆସିଛି। ପ୍ରକୃତରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେ ଭାରତ ଏବଂ ପାକିସ୍ତାନ…

ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଜେଲେନସ୍କି: କହୁ କହୁ କହିଦେଲେ…

କିଭ୍‌,୧୮।୮: ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ଗସ୍ତ ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି। ସେ ଏକ୍ସରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବି। ଆମେ ୟୁରୋପୀୟ ନେତାମାନଙ୍କ ସହ ମଧ୍ୟ କଥା ହେବୁ। ନିମନ୍ତ୍ରଣ ପାଇଁ ମୁଁ…

ଜଣାପଡ଼ିଲା ଅସଲ କାରଣ କାହିଁକି ଚାଇନାକୁ ଡରୁଛନ୍ତି ଟ୍ରମ୍ପ! ଆମେରିକା ବୈଦେଶିକ ମନ୍ତ୍ରୀ କହିଲେ ରୁଷିଆରୁ ତେଲ କିଣିବାର କାରଣ

ଓ୍ବାଶିଂଟନ,୧୮।୮: ସାରା ବିଶ୍ୱ ପୁଣିଥରେ ଆମେରିକାର ଦ୍ୱୈତ ମାନଦଣ୍ଡକୁ ଦେଖିଛି। ଆମେରିକା ରୁଷିଆରୁ ତେଲ କିଣିବା ପାଇଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇଥିଲା, କିନ୍ତୁ ଚାଇନାକୁ ଏପରି କୌଣସି କାର୍ଯ୍ୟରୁ ବଞ୍ଚାଇ ଦେଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?