ପାକିସ୍ତାନ ସହ ବଡ଼ ଡିଲ୍ କଲା ଋଷିଆ, ଭାରତକୁ ଜୋରଦାର ଝଟ୍କା
ନୂଆଦିଲ୍ଲୀ,୨୭।୫: ଭାରତର ବନ୍ଧୁ ଦେଶ ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ। ପାକିସ୍ତାନୀ ଅଧିକାରୀ ଏବଂ…
ଆମେରିକାକୁ ପରମାଣୁ ଧମକ ଦେଲା ଏହି ଦେଶ, ସାରା ବିଶ୍ୱରେ ଚହଳ!
ଓ୍ବାଶିଂଟନ୍,୨୭।୫: ସାରା ବିଶ୍ୱରେ ଚାଲିଥିବା ଅଶାନ୍ତି ମଧ୍ୟରେ ଏପରି ଏକ ଖବର ଆସିଛି ଯାହା ବିଶ୍ୱରେ ଚହଳ ପକାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦେଶ ପରମାଣୁ ଧମକ ଦେଇଛି। ଆମେରିକାକୁ ଏପରି ଧମକ ଉତ୍ତର କୋରିଆ ସରକାର ଦେଇଛନ୍ତି।…
ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି! ଭିଡିଓ ଭାଇରାଲ, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୨୭।୫: ସମସ୍ତଙ୍କ ସାମ୍ନାରେ ମାଡ ଖାଇଲେ ଫ୍ରାନ୍ସ ରାଷ୍ଟ୍ରପତି। ଆଉ ସେ ବି ନିଜ ସ୍ତ୍ରୀଙ୍କ ହାତରୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତି ଅନ୍ୟ କେହି ନୁହନ୍ତି, ସେ ହେଉଛନ୍ତି ମାକ୍ରନଙ୍କ…
ବାଂଲାଦେଶ ସୀମାରେ ଯୁଦ୍ଧ ସ୍ଥିତି! ଏୟାରବେସ୍ ଆକ୍ଟିଭ୍ କଲା ଭାରତ
ନୂଆଦିଲ୍ଲୀ,୨୭।୫: ବାଂଲାଦେଶର ଚାଇନା ସହ ବଢୁଥିବା ସମ୍ପର୍କକୁ ମୁକାବିଲା କରିବା ପାଇଁ ଭାରତ ଅରୁଣାଚଳ ପ୍ରଦେଶରେ ଥିବା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ବ୍ୟବହୃତ ବିଜୟନଗର ଏୟାରବେସ୍କୁ ପୁଣିଥରେ ସକ୍ରିୟ କରିବାକୁ ଯୋଜନା କରୁଛି। ଏହି ଏୟାରବେସ, ଯାହା ଚାଙ୍ଗ ଜିଲ୍ଲାରେ…
ସୀମାରେ ମୁହାଁମୁହିଁ ହୋଇଗଲେ ଭାରତ-ବାଂଲାଦେଶ ସେନା? ଆଗକୁ…
ଢାକା,୨୭।୫: ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF)…
କୁଏତରେ ଥାଇ ପାକିସ୍ତାନକୁ ଏଭଳି କହି ପରିହାସ କଲେ ଓଓ୍ବାଇସି
କୁଏତ/ନୂଆଦିଲ୍ଲୀ,୨୭।୫: କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ବେଳେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓଓ୍ବାଇସି ପାକିସ୍ତାନର ନକଲି ପ୍ରଚାରକୁ ନିନ୍ଦା କରିଛନ୍ତି। ଭାରତ ଉପରେ ବିଜୟର ନକଲି ପ୍ରମାଣ ଭାବେ ୨୦୧୯ ଚାଇନା ସାମରିକ ଅଭ୍ୟାସର ଫଟୋ…
ଇମ୍ରାନ କ୍ଷମା ମାଗନ୍ତୁ ବୋଲି କାହିଁକି ଅଡି ବସିଛନ୍ତି ମୁନିର? ପାକିସ୍ତାନରେ ମାର୍ଶାଲ ଲ’ ଭଳି ପରିସ୍ଥିତି, କିଏ କଲେ ଏମିତି ଦାବି
ଇସଲାମାବାଦ,୨୭।୫: ବର୍ତ୍ତମାନ ପାକିସ୍ତାନରେ କେବଳ ନାମକୁ ମାତ୍ର ଗଣତନ୍ତ୍ର ରହିଛି ଏବଂ ପ୍ରକୃତ କ୍ଷମତା ସମ୍ପୂର୍ଣ୍ଣ ଭାବରେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ହାତରେ। ଇମ୍ରାନ ଖାନଙ୍କ ଅତି ନିକଟତର ଏବଂ ଆମେରିକାରେ ରହୁଥିବା ଡାକ୍ତର ସଲମାନ, ଏକ ଘରୋଇ…
କ୍ୟାବ ଡ୍ରାଇଭରଙ୍କ କଳା କାରନାମା, ଯୁବତୀଙ୍କୁ ନିଶା ଦେଇ ନେଇଗଲେ ଘରକୁ , ତା’ପରେ…, ମିଳିଲା ୩୦୦୦ରୁ ଅଧିକ ଭିଡ଼ିଓ ସହ ଫଟୋ
ଟୋକିଓ,୨୭।୫: ଗୁରୁବାର (୨୨ ମେ’) ଜାପାନର ଟୋକିଓ ପୋଲିସ ଜଣେ ୫୪ ବର୍ଷୀୟ ପୂର୍ବତନ ଟ୍ୟାକ୍ସି ଡ୍ରାଇଭରଙ୍କୁ ଗିରଫ କରିଛି, ଯିଏ ଜଣେ ମହିଳାଙ୍କୁ ନିଦ ବଟିକା ଦେବା ପରେ ଏବଂ ଭିଡିଓ ରେକର୍ଡ କରିବା ପରେ ବଳାତ୍କାର କରିଥିବା ଅଭିଯୋଗରେ…
ଗାଦି ଟଳମଳ ଦେଖି ହିନ୍ଦୁ ପାଇଁ ବଡ଼ ଘୋଷଣା କଲେ ମହମ୍ମଦ ୟୁନୁସ
ଢାକା,୨୭।୫: ବାଂଲାଦେଶରେ ବିଦ୍ରୋହର ଆଲୋଚନା ମଧ୍ୟରେ ମହମ୍ମଦ ୟୁନୁସ ସରକାରଙ୍କ ଗାଦି ଏବେ ଟଳମଳ। ଫଳରେ ସେ ଏବେ ନିଜ ଦେଶରେ ରହୁଥିବା ହିନ୍ଦୁମାନଙ୍କ କଥା ମନେ ପକାଇଛନ୍ତି। ୟୁନୁସ ଆମେରିକାକୁ କହିଛନ୍ତି ଯେ, ସେ ହିନ୍ଦୁମାନଙ୍କୁ ସମସ୍ତ ପ୍ରକାରେ ସୁରକ୍ଷା…
ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଶେହବାଜ
ଇସଲାମାବାଦ୍,୨୭।୫: ଯୁଦ୍ଧ ଧମକ ଦେଉଥିବା ବିଚରା ପାକିସ୍ତାନ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି। ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭାରତ ସହିତ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ତେହେରାନରୁ ଦିଆଯାଇଥିବା ଏହି ବିବୃତ୍ତିରେ ସେ କଶ୍ମୀର, ଆତଙ୍କବାଦ, ଜଳ…
Video: ଲୋମ ଟାଙ୍କୁରା ଦୃଶ୍ୟ, ବିଜୟ ଉତ୍ସବ ପାଳନ ବେଳେ ଭିଡ ମଧ୍ୟରେ କାର ଚଢାଇ ଲୋକଙ୍କୁ ଦଳି ଦେଲେ ବ୍ୟକ୍ତି
ଲଣ୍ଡନ,୨୭।୫: ବ୍ରିଟିଶର ଲିଭରପୁଲ ସହରରେ, ଜଣେ ପାଗଳ ବ୍ୟକ୍ତି ତାଙ୍କ କାର ନେଇ ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କ ଭିଡ଼ ଉପରେ ଚଢାଇ ଦେଇଥିଲେ। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ପ୍ରିମିୟର ଲିଗ…
ଭାରତ ବିରୋଧରେ ବଡ଼ ପ୍ଲାନ କରୁଛି ପାକିସ୍ତାନ! ମୁନିରଙ୍କ ସହ ଶହବାଜ ପହଞ୍ଚିଲେ ଇସ୍ତାନବୁଲ
ନୂଆଦିଲ୍ଲୀ/ଇସ୍ତାନବୁଲ,୨୬।୫: ଭାରତ ବିରୋଧରେ ଆକ୍ରମଣରେ ତୁର୍କୀର ଡ୍ରୋନ ବିଫଳ ହୋଇଥିଲେ ମଧ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସେମାନଙ୍କର ସବୁଠାରୁ ଭଲ ବନ୍ଧୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଇସ୍ତାନବୁଲରେ ପହଞ୍ଚିଛନ୍ତି। ଶହବାଜ ଏବଂ ମୁନିର…
Archives


