ଭାରତ-ଚାଇନା ଯୁଦ୍ଧକୁ ନେଇ ଏମିତି କହିଲା ଡ୍ରାଗନ ଏଆଇ.. ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ/ବେଜିଂ,୩୦।୧: ଏକ ଚାଇନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଷ୍ଟାର୍ଟଅପ ଏକ ଏଆଇ ଆସିଷ୍ଟାଣ୍ଡ୍ DeepSeek ବିକଶିତ କରିଥିବା ଦାବି କରିଛି। ଏହା କାର୍ଯ୍ୟଦକ୍ଷତା ଦୃଷ୍ଟିରୁ ବହୁତ କମ ମୂଲ୍ୟରେ ଆମେରିକାର OpenAIର ChatGPT ଏବଂ Googleର Gemini ସହିତ ସମକକ୍ଷ। ଚାଇନା...
ଲ୍ୟାବରେ ବିକଶିତ ହେବ ଏଗ୍ସ-ସ୍ପର୍ମ! ସମଲିଙ୍ଗି ଦମ୍ପତି ହୋଇପାରିବେ ଅଭିଭାବକ
ବ୍ରିଟେନ,୩୦।୧: ସନ୍ତାନ ପାଇବା ପାଇଁ, ପୁରୁଷ ଏବଂ ମହିଳା ଉଭୟଙ୍କ ପ୍ରଜନନ ପ୍ରଣାଳୀ ଆବଶ୍ୟକ। ଯେତେବେଳେ ପୁରୁଷର ଶୁକ୍ରାଣୁ ମହିଳାର ଡିମ୍ବାଣୁ ସହିତ ମିଶିଥାଏ, ସେତେବେଳେ ଭ୍ରୁଣ ଗଠନ ପ୍ରକ୍ରିୟା ଆରମ୍ଭ ହୁଏ। ପ୍ରାଚୀନ କାଳରୁ ଶିଶୁମାନେ ଏହିପରି ଜନ୍ମ...
ଭୟଙ୍କର ବିମାନ ଦୁର୍ଘଟଣା: ୧୯ ମୃତ, ଉଦ୍ଧାର କାର୍ଯ୍ୟ ଏବେ ବି ଜାରି
ୱାଶିଂଟନ,୩୦।୧: ୱାଶିଂଟନ ଡିସିର ରିଗାନ ନ୍ୟାଶନାଲ ଏୟାରପୋର୍ଟ ନିକଟରେ ଏକ ଯାତ୍ରୀବାହୀ ବିମାନ ଏକ ଆମେରିକୀୟ ସାମରିକ ହେଲିକପ୍ଟର ସହିତ ଧକ୍କା ହୋଇ ପୋଟୋମାକ ନଦୀରେ ଖସି ପଡ଼ିଛି। ଏହି ବିମାନରେ ପ୍ରାୟ ୬୪ ଜଣ ଥିଲେ, ଯେଉଁଥିରୁ ୪...
ହ୍ବାଇଟ ହାଉସ ପାଖରେ ହେଲିକପ୍ଟରକୁ ଧକ୍କା ଦେଲା ବିମାନ, ଭିତରେ ଥିଲେ ୬୦ଜଣ
ଓ୍ବାଶିଂଟନ,୩୦।୧: ଆମେରିକାର ହ୍ବାଇଟ ହାଉସ ନିକଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏହି ବିମାନରେ ୬୦ ଜଣ ଲୋକ ଥିଲେ। ଦୁର୍ଘଟଣା ପରେ ବିମାନଟି ପୋଟୋମାକ ନଦୀରେ ଖସି ପଡ଼ିଥିଲା। ସୂଚନା ଅନୁଯାୟୀ, ହେଲିକପ୍ଟର ସହିତ ବିମାନର ଧକ୍କା...
ସୁନୀତାଙ୍କୁ ଫେରାଇ ଆଣିବାକୁ ମସ୍କଙ୍କୁ କହିଲେ ଟ୍ରମ୍ପ୍: ଆଇଏସ୍ଏସ୍ରେ ଛାଡ଼ିଦେଇଛନ୍ତି ବାଇଡେନ୍
ଓ୍ବାଶିଂଟନ୍,୨୯ା୧: ୨୦୨୪ ଜୁନ୍ରୁ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରେ ଫସିରହିଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟେକ୍ ଟାଇଟନ୍ ଏଲନ୍ ମସ୍କଙ୍କ ସହଯୋଗ ଲୋଡ଼ିଛନ୍ତି। ଟ୍ରମ୍ପ୍...
କ’ଣ ଭାରତରେ ଚାକିରି କରିପାରିବେ ପାକିସ୍ତାନୀ ନାଗରିକ? ସର୍ତ୍ତ ଜାଣିଲେ ତାଜୁବ ହେବେ
ନୂଆଦିଲ୍ଲୀ,୨୯।୧: ଭାରତ ସମେତ ଅନେକ ଦେଶର ନାଗରିକ ଚାକିରି ପାଇଁ ଅନ୍ୟ ଦେଶକୁ ଯାଆନ୍ତି । ସେହିଭଳି ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଚାକିରି ପାଇଁ ଭାରତକୁ ଆସନ୍ତି। କିନ୍ତୁ ପ୍ରଶ୍ନ ହେଉଛି ପଡୋଶୀ ଦେଶ ପାକିସ୍ତାନର ନାଗରିକମାନେ ଭାରତରେ...
ଟ୍ରମ୍ପଙ୍କ ଗୋଟିଏ ଆଦେଶରେ ଥରିଗଲା ପାକିସ୍ତାନ, ବନ୍ଦ ହେଲା ସବୁ ବାଟ, ଏବେ କ’ଣ କରିବେ ଶହବାଜ ସରକାର
ଓ୍ବାଶିଂଟନ୍,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ଦିଆଯାଉଥିବା ସାମୟିକ ସହାୟତାକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ ଆମେରିକୀୟ ପାଣ୍ଠିରେ ଚାଲିଥିବା ଅନେକ ବିକାଶ ପ୍ରକଳ୍ପ ବନ୍ଦ ହୋଇଯିବ। ସୂଚନା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ...
ନାସ୍ଡାକ୍ ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ
ଓ୍ବାଶିଂଟନ,୨୯।୧: ଚାଇନାର ଷ୍ଟାର୍ଟଅପ୍ କମ୍ପାନୀ ଡିପ୍ସିକ୍ ଏକ ଗେମ୍ ଚେଞ୍ଜିଙ୍ଗ୍ ଏଆଇ ମଡେଲ୍ ଉନ୍ମୋଚନ କରିଛି। କମ୍ପାନୀର ଏହି ସ୍ବଳ୍ପ ମୂଲ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ଟେକ୍ନୋଲୋଜି ଓ୍ବାଲ୍ଷ୍ଟ୍ରିଟ୍ରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଗୋଟିଏ ଦିନରେ ଆମେରିକୀୟ ଷ୍ଟକ୍ ଏକ୍ସଚେଞ୍ଜ...
କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ
ଓଟ୍ଟାଓ୍ବା,୨୯।୧: କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଲିବେରାଲ ପାର୍ଟି ନେତ୍ରୀ ରୁବି ଢାଲା ରହିଛନ୍ତି। ଭାରତ ସହ ସମ୍ପର୍କ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଜଣେ ବ୍ୟବସାୟୀ, ଚିକିତ୍ସକ ତଥା ୩ ଥର ପାର୍ଲାମେଣ୍ଟ ସଦସ୍ୟ...
ଚାଇନାର Deepseek AI ଲଞ୍ଚ ହେବା ପରେ ବିଶ୍ୱରେ ହଇଚଇ, ସମ୍ପତ୍ତିରେ ବିପୁଳ କ୍ଷତି ସହିଲେ ୫୦୦ କୋଟିପତି
ନୂଆଦିଲ୍ଲୀ,୨୮।୧: ଚାଇନିଜ ଷ୍ଟାର୍ଟଅପ ‘ଡିପ୍ସିକ୍’ ଆପ୍ ସାରା ବିଶ୍ୱକୁ ଚମକାଇ ଦେଇଛି। ଆପ୍ ଏହାର ନୂତନ ଏଆଇ ମଡେଲଗୁଡ଼ିକୁ ଲଞ୍ଚ କରିଛି, ଯାହା ଚାଟ୍ଜିପିଟି, ଓପନ୍ଏଆଇ ଏବଂ ମେଟା ଭଳି ପ୍ଲାଟଫର୍ମର ବିକଳ୍ପ ବୋଲି କୁହାଯାଉଛି। ବଜାରକୁ ଆସିବା ମାତ୍ରେ...
ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବାଇଡେନ୍! ଚାଞ୍ଚଲ୍ୟକର ଅଭିଯୋଗକୁ ନେଇ ଆମେରିକାରେ ହଇଚଇ…
ନୂଆଦିଲ୍ଲୀ,୨୮।୧: କନ୍ଜଭେଟିଭ୍ ଆମେରିକୀୟ ବିଶେଷଜ୍ଞ ତଥା ପୂର୍ବତନ ଫକ୍ସ ନ୍ୟୁଜ ଆଙ୍କର୍ ଟକର କାର୍ଲସନ ବାଇଡେନ ପ୍ରଶାସନ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ବାଇଡେନ ପ୍ରଶାସନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି...
ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍, ଟ୍ରମ୍ପ ଥରହର!
ନୂଆଦିଲ୍ଲୀ,୨୮।୧: ସମୁଦ୍ରରେ ଭାରତର ଶକ୍ତି ଆହୁରି ବୃଦ୍ଧି ପାଇବାକୁ ଯାଉଛି। ନୂତନତମ ଷ୍ଟେଲଥ ମିସାଇଲ ଫ୍ରିଗେଟ INS ତୁଷିଲ ଖୁବ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ଫେବୃଆରୀ ମଧ୍ୟଭାଗରେ INS ତୁଷିଲ ଦେଶର ପଶ୍ଚିମ ଉପକୂଳରେ ପହଞ୍ଚିବ ବୋଲି ଆଶା...
Archives


