ଭାରତକୁ ଧୋକା ଦେବା ତୁର୍କୀକୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରଦାର୍ ଝଟ୍କା
ନୂଆଦିଲ୍ଲୀ,୨୫।୬: ଭାରତକୁ ଧୋକା ଦେବା ପାଇଁ ତୁର୍କୀକୁ ମହଙ୍ଗା ପଡିଛି। ଭାରତୀୟ ପର୍ଯ୍ୟଟକଙ୍କ କ୍ରୋଧ ଏବଂ ସୋସିଆଲ ମିଡିଆରେ ବୟକଟ ଅଭିଯାନ ଯୋଗୁ ତୁର୍କୀର ପର୍ଯ୍ୟଟନ ଶିଳ୍ପକୁ ଏକ ବଡ଼ ଝଟକା ଲାଗିଛି। ରିପୋର୍ଟ ଅନୁଯାୟୀ, ମେ ୨୦୨୫ରେ ତୁର୍କୀ ଗସ୍ତରେ…
୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା
ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି ୟୁରାନିୟମ ୧୦ଟି ଅଣୁଅସ୍ତ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ। ଏହା ଗାଏବ ହୋଇଥିବାରୁ ଆଶଙ୍କା ସୃଷ୍ଟି…
ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର
ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍ରେ ଏକ ନୂଆ ବିଲ୍ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ ଭାରତ ଏବଂ ଚାଇନା ଭଳି ଦେଶର ଆମେରିକା ସହ ବାଣିଜ୍ୟକୁ ବଦଳାଇଦେଇପାରେ। ସିନେଟର ଲିଣ୍ଡ୍ସେ…
ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…
ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J କାଟେଗୋରୀର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ…
ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍କୁ ମନା କରିଦେଲେ ମୋଦି!
ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି ଉତ୍ପାଦ ଉପରେ କମ ଶୁଳ୍କ ଦାବି କରୁଛି, କିନ୍ତୁ ଭାରତ ସରକାର ଏଥିପାଇଁ…
ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…
ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ “ବୋମା ଫୋପାଡ଼ନ୍ତୁ ନାହିଁ” ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ…
ଆକାଶପଥରେ ଏମିତି ଜିନିଷ କରିଦେଲା ପାକିସ୍ତାନ! ଭାରତୀୟ ବିମାନ ପାଇଁ…
ଇସଲାମବାଦ,୨୪।୬: ସୋମବାର ଦିନ ପାକିସ୍ତାନ କର୍ତ୍ତୃପକ୍ଷ ଭାରତୀୟ ବିମାନ ପାଇଁ ଆକାଶ ସୀମା ପ୍ରତିବନ୍ଧକକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା…
ପାକିସ୍ତାନକୁ ଛାଡିବନି ଇରାନ! ବୁଝିଗଲା ଭିତିରି ପ୍ଲାନ
ଇସଲାମବାଦ,୨୪।୬: ପାକିସ୍ତାନ, ଯିଏ ଏପର୍ଯ୍ୟନ୍ତ ଇରାନର ଆତ୍ମରକ୍ଷା ଅଧିକାର ବିଷୟରେ କହୁଥିଲା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ସ୍ବର ଉଠାଇବାକୁ ଦାବି କରୁଥିଲା, ସେ ୟୁ-ଟର୍ଣ୍ଣ ନେଇଛି। ଏବେ ସେହି ପାକିସ୍ତାନ ଇରାନର ଆକ୍ରମଣକୁ ନିନ୍ଦା କରୁଛି। ପାକିସ୍ତାନ କତାରରେ ଆମେରିକାର…
ପାକିସ୍ତାନ ସ୍ବରରେ ସ୍ବର ମିଶାଇଲେ ତୁର୍କୀରେ ଏକାଠି ହୋଇଥିବା ୫୭ ମୁସଲିମ ଦେଶ, ଭାରତକୁ ନେଇ କହିଲେ ଏମିତି କଥା
ଅଙ୍କାରା,୨୪।୬: ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନ (OIC)ର ଦୁଇଦିନିଆ ବୈଠକ ପୁଣିଥରେ ପାକିସ୍ତାନର ପକ୍ଷପାତୀ କୂଟନୀତି ପାଇଁ ଏକ ମଞ୍ଚ ପାଲଟିଛି। ୫୭ ଟି ମୁସଲିମ ଦେଶର ସଂଗଠନ OIC ର ବୈଦେଶିକ ମନ୍ତ୍ରୀ ପରିଷଦ (CFM) ଏହାର…
ଅସ୍ତ୍ରବିରତିକୁ ନେଇ ମୁହଁ ଖୋଲିଲା ଇସ୍ରାଏଲ: ଟ୍ରମ୍ପଙ୍କୁ ଥ୍ୟାଙ୍କ୍ ୟୁ, ଇରାନକୁ ଚେତାବନୀ
ଜେରୁଜେଲମ,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଇସ୍ରାଏଲ ସରକାର। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯଦି ଇରାନ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରେ,…
୨ ଫୋନ୍ କଲ୍ ରୋକିଲା ଯୁଦ୍ଧ! ଶେଷପର୍ଯ୍ୟନ୍ତ ହାର୍ ମାନିଲାନି ଇରାନ
ଓ୍ବାଶିଂଟନ୍,୨୪।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରର ସୁପାରିଶରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରାମ ମଧ୍ୟସ୍ଥତା କରିଛନ୍ତି। ଇରାନ କତାର ଉପରେ ମିଶାଇଲ୍ ମାଡ଼ କରିବା ମାତ୍ରେ କତାରର ଆମୀର ଏବଂ ପ୍ରଧାନମନ୍ତ୍ରୀ ଆମେରିକାର ସହାୟତା ଲୋଡିଥିଲେ। କତାରର ସୁପାରିଶରେ…
କୁମ୍ଭୀର କାନ୍ଦଣା କାନ୍ଦି ଫେରିଥିବା ବିଲାଓ୍ବଲଙ୍କୁ ଶହବାଜ କଲେ ଖୁବ ପ୍ରଶଂସା, ହେଲେ ମୋଦିଙ୍କୁ ନେଇ କହିଲେ…
ଇସଲାମାବାଦ,୨୪।୬: ପ୍ରଧାନମନ୍ତ୍ରୀ ଶହବାଜ ସରିଫ ସୋମବାର (ଜୁନ ୨୩, ୨୦୨୫) ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜରଦାରୀ ଏବଂ ତାଙ୍କ ନେତୃତ୍ୱରେ ପରିଚାଳିତ କୂଟନୈତିକ ପ୍ରତିନିଧିମଣ୍ଡଳର ପ୍ରଶଂସା କରିଛନ୍ତି, ଯେଉଁମାନେ ସାରା ବିଶ୍ୱରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର…
Archives


