ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଏବେ ଦୁଃଖରେ…ଚମକାଇଲା ରିପୋର୍ଟ
ନୂଆଦିଲ୍ଲୀ,୨୦।୩: ଆଜି ବିଶ୍ୱ ଖୁସି ଦିବସ ଏବଂ ଏହି ଅବସରରେ “ବିଶ୍ୱ ଖୁସି ରିପୋର୍ଟ 2025” ମଧ୍ୟ ପ୍ରକାଶିତ ହୋଇଛି। ଫିନଲାଣ୍ଡ ଲଗାତାର ଅଷ୍ଟମ ବର୍ଷ ପାଇଁ ସବୁଠାରୁ ଖୁସି ଦେଶ ହେବାର ମୁକୁଟ ପିନ୍ଧାଯିବା ଆଶ୍ଚର୍ଯ୍ୟର କଥା ନୁହେଁ।...
ଟ୍ରମ୍ପ୍ଙ୍କୁ ଫୋନ୍ କଲେ ଜେଲେନ୍ସ୍କି
କିଭ୍,୧୯ା୩: ରୁଷିଆ-ୟୁକ୍ରେନ୍ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସ୍କି ଫୋନ୍ କରିଛନ୍ତି। ହ୍ବାଇଟ୍ ହାଉସ୍ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଡାନ୍ ସ୍କାଭିନୋ...
କ’ଣ କହୁଛି JFK ଫାଇଲ୍? ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ହତ୍ୟା ନେଇ ହେଲା ବଡ଼ ଧରଣର ଖୁଲାସା
ଓ୍ବାଶିଂଟନ,୧୯।୩: ୧୯୬୩ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ୍. କେନେଡିଙ୍କୁ ଗୁଳି କରି ହତ୍ୟା ସହିତ ଜଡିତ ଗୋପନୀୟ ଦଲିଲର ୮୦,୦୦୦ ଫାଇଲ୍କୁ ମଙ୍ଗଳବାର ସନ୍ଧ୍ୟାରେ ସାର୍ବଜନୀନ କରାଯାଇଛି। ଆମେରିକାର ଜାତୀୟ ଅଭିଲେଖାଗାର ଏବଂ ରେକର୍ଡ ପ୍ରଶାସନ (NARA) ର...
‘ଟ୍ରମ୍ପକୁ କଲେ ଅପମାନ’, ଫୋନ କଲରେ ଆସିବାକୁ ଏକ ଘଣ୍ଟା ଅପେକ୍ଷା କରାଇଲେ ପୁଟିନ
ମସ୍କୋ,୧୯।୩: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ ମାଧ୍ୟମରେ ଆଲୋଚନା କରି ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ଦିଗରେ ଏକ ପଦକ୍ଷେପ ନେଇଛନ୍ତି। ଶକ୍ତି ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରି ଆକ୍ରମଣ...
ସୁନୀତା ଓ୍ବିଲିୟମ୍ସଙ୍କ ସ୍ବାମୀ କିଏ? ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ତାଙ୍କ ଲଭ ଷ୍ଟୋରୀ
ଓ୍ବାଶିଂଟନ,୧୯।୩: ୨୮୬ ଦିନର ମହାକାଶ ଅଭିଯାନ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ। ନାସାର ମହାକାଶଚାରୀ ବୁଚ ୱିଲମୋର୍, ନିକ ହେଗ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡାର ଗୋର୍ବୁନୋଭ ମଧ୍ୟ ତାଙ୍କ ସହିତ...
ମହାକୁମ୍ଭର ଫଟୋ ମାଗିଥିଲେ ସୁନୀତା, କେଉଁ ଭଗବାନଙ୍କ ମୂର୍ତ୍ତି ନେଇ ସ୍ପେସ ଷ୍ଟେଶନ ଯାଇଥିଲେ ଜାଣନ୍ତୁ…
ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ୯ମାସ ପରେ ଶେଷରେ ପୃଥିବୀକୁ ଫେରି ଆସିଛନ୍ତି। ଦୀର୍ଘ ସମୟ ଧରି ମହାକାଶ ଷ୍ଟେଶନରେ ରହିବା ପରେ ମଧ୍ୟ, ସୁନୀତା ୱିଲିୟମ୍ସ ଭାରତକୁ ମନେ ପକାଇ ଚାଲିଥିଲେ। ସୁନୀତା ୱିଲିୟମ୍ସ ପୃଥିବୀକୁ...
ଅବସର ପରେ ସୁନୀତାଙ୍କୁ କେତେ ମିଳିବ ପେନଶନ, ଜାଣନ୍ତୁ ମହାକାଶଚାରୀଙ୍କୁ ମିଳେ ଏତେ ସୁବିଧା
ନୂଆଦିଲ୍ଲୀ,୧୯।୩: ଗତ ବର୍ଷ ଜୁନ ମାସରେ, ନାସା ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋରଙ୍କୁ ଆଠ ଦିନିଆ ମିଶନରେ ମହାକାଶ ଷ୍ଟେସନ ISS କୁ ପଠାଇଥିଲା। ଦୁହେଁ ବୋଇଂ ଷ୍ଟାରଲାଇନର୍ ମହାକାଶଯାନ ମାଧ୍ୟମରେ ମହାକାଶକୁ ଯାଇଥିଲେ, କିନ୍ତୁ ଯାନ୍ତ୍ରିକ ତ୍ରୁଟି...
Sunita Williams: କେବେ ଭାରତ ଆସିବେ ସୁନିତା? ପୂରା ପ୍ଲାନ କହିଲେ ଭଉଣୀ
ଓ୍ବାଶିଂଟନ,୧୯।୩: ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଧବାର ସକାଳେ (ମାର୍ଚ୍ଚ ୧୯) ପୃଥିବୀକୁ ଫେରି ଆସିଛନ୍ତି। ୯ ମାସ ୧୪ ଦିନ ବିତାଇବା ପରେ, ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀକୁ ଫେରି ଆସିଲେ। ସୁନିତା...
ସୁନୀତାଙ୍କ ପରି କ୍ରୁ ମେମ୍ବରଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ NASA, ଖାଇବା ପିଇବା ଖର୍ଚ୍ଚ ଜାଣିଲେ…
ନୂଆଦିଲ୍ଲୀ,୧୯।୩: ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ 314 ଦିନ ପରେ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିଛନ୍ତି। ବୁଧବାର ଭୋର 3.26 ସମୟରେ, ତାଙ୍କର ଡ୍ରାଗନ କ୍ୟାପସୁଲ ଆମେରିକାର ଫ୍ଲୋରିଡା ନିକଟରେ ସମୁଦ୍ରରେ ଲ୍ୟାଣ୍ଡ କରିଥିଲା। ଯଦିଓ ସୁନିତା...
୯ ମାସ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ କ’ଣ କରୁଥିଲେ ସୁନିତା? ନାସା କହିଲା…
ଓ୍ବାଶିଂଟନ,୧୯।୩: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଶେଷରେ ୯ମାସ ପରେ ପୃଥିବୀକୁ ଫେରି ଆସିଛନ୍ତି। ଉଭୟ ମହାକାଶଚାରୀ ବୁଧବାର (୧୯ ମାର୍ଚ୍ଚ) ସକାଳ ୩.୨୭ ମିନିଟରେ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲରେ ଫେରି ଆସିଥିଲେ। ତାଙ୍କ ସହିତ...
ପୃଥିବୀ ପୃଷ୍ଠରେ ପହଞ୍ଚିବା ପରେ ଏବେ ସମାନ୍ୟ ହେବାକୁ କେତେ ସମୟ ଲାଗିବ ସୁନିତାଙ୍କୁ, ଜାଣନ୍ତୁ…
ଓ୍ବାଶିଂଟନ,୧୯।୩: ସୁନିତା ୱିଲିୟମ୍ସ ୯ମାସ ପରେ ପୃଥିବୀକୁ ଫେରିଛନ୍ତି। ଫ୍ଲୋରିଡା ଉପକୂଳରେ ଅବତରଣ କରିବା ପରେ ସୁରକ୍ଷା ଯାଞ୍ଚ ଶେଷ ହୋଇଛି। ଡ୍ରାଗନଟିକୁ ସମୁଦ୍ରରୁ ଉଠାଇ ଏକ ପୁନରୁଦ୍ଧାର ଜାହାଜରେ ଲୋଡ କରାଯାଇଥିଲା। ମହାକାଶରେ ୯ମାସ ବିତାଇବା ପରେ, ଶରୀରର...
Sunita Williams : ହସି ହସି ପୃଥିବୀ ପୃଷ୍ଠରେ ପହଞ୍ଚିଲେ ସୁନିତା, ହେଲେ କେବେ ଭେଟିବେ ପରିବାର ସଦସ୍ୟଙ୍କୁ ଜାଣନ୍ତୁ
ଓ୍ବାଶିଂଟନ,୧୯।୩: ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସ ସୁନିତାଙ୍କୁ ଆଣିବା ପାଇଁ ଏକ କ୍ରୁ ମିଶନ ଆରମ୍ଭ କରିଥିଲା। ସୁନିତା ୱିଲିୟମ୍ସ ବୁଧବାର ସକାଳେ ଭାରତୀୟ ସମୟ ପ୍ରାୟ ସାଢ଼େ...
Archives


