ସରକାରଙ୍କ ବଡ଼ ଘୋଷଣା, ସ୍କୁଲ-କଲେଜ ସମୟରେ ଗର୍ଭବତୀ ହେଲେ ଛାତ୍ରୀଙ୍କୁ ମିଳିବ ଲକ୍ଷଲକ୍ଷ ଟଙ୍କା
ମସ୍କୋ,୧୦।୭: କେବଳ ଯୁଦ୍ଧ ଏବଂ ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ, ବରଂ ଏକ ବଡ଼ ଜନସଂଖ୍ୟା ସମସ୍ୟା ପାଇଁ ମଧ୍ୟ ଖବରର ଶୀର୍ଷରେ ଅଛି। ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଦେଶରେ ଜନ୍ମଗ୍ରହଣ କରୁଥିବା ପିଲାଙ୍କ ସଂଖ୍ୟା ନିରନ୍ତର…
କିମ ଜୋଙ୍ଗ ଉନ ପାଇଁ କାଳ ସାଜିଲେ ଏହି ମହିଳା: ଏବେ ନେବେ ପ୍ରତିଶୋଧ
ପ୍ୟାଙ୍ଗୟୋଙ୍ଗ,୧୦।୭: ପ୍ରଥମ ଥର ପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର କୋରିଆରୁ ପଳାଇ ଆସିଥିବା ଜଣେ ବ୍ୟକ୍ତି ଦକ୍ଷିଣ କୋରିଆର ଏକ କୋର୍ଟରେ କିମଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିରେ କିମଙ୍କ…
ନିଜ ଜାଲରେ ଫଶିଗଲା ଚାଇନା: ଭାରତରେ ବି ପଡ଼ିବ ପ୍ରଭାବ
ବେଜିଂ,୧୦।୭: ରେୟାର୍ ଆର୍ଥ ଏଲିମେଣ୍ଟ୍ସ ଉପରେ ଚାଇନା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଏହାର ନିଜ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ରେୟାର୍ ଆର୍ଥ ଏଲିମେଣ୍ଟ୍ସ କ୍ଷେତ୍ରରେ ଚାଇନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ। ଚାଇନା ବିଶ୍ୱର ସର୍ବବୃହତ ରେୟାର୍…
ଟ୍ରମ୍ପଙ୍କ ନାଭିରେ ପଡ଼ିବ ଡ୍ରୋନ୍: ଧମକ ଦେଲା ଇରାନ
ଓ୍ବାଶିଂଟନ୍,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ବଡ଼ ବୟାନ ଆସିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଜୱାଦ ଲାରିଜାନି ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି।…
ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ
ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ ଶୋଇଥାଆନ୍ତି,…
ଲୋହିତ ସାଗରରେ ଟାଇଟାନିକ ପରି ବୁଡ଼ିଗଲା ଜାହାଜ, ଦେଖନ୍ତୁ ଛାତିଥରା ଭିଡ଼ିଓ
ସନା,୯।୭: ୟେମେନର ହୁଥି ବିଦ୍ରୋହୀମାନେ ୬ ଜୁଲାଇ ୨୦୨୫ରେ ଲୋହିତ ସାଗରରେ ମ୍ୟାଜିକ ସିଜ ନାମକ ଏକ ବଲ୍କ କ୍ୟାରିଅର୍ ଜାହାଜ ଉପରେ ଏକ ବିପଦପୂର୍ଣ୍ଣ ଆକ୍ରମଣ କରିଥିଲେ। ଜାହାଜଟି ଲାଇବେରିଆନ ପତାକା ଉଡ଼ାଉଥିଲା ଏବଂ ଗ୍ରୀକ ମାଲିକାନାରେ ଥିଲା। ହୁଥିମାନେ…
‘ଯେଉଁଠି ଦେଖୁଛ ସେଇଠି ଗୁଳିକର’, ପ୍ରଦର୍ଶନକାରୀଙ୍କୁ ସୁଟ ଆଉଟ ନିର୍ଦ୍ଦେଶ ଦେଇଥିଲେ ହସିନା, ଅଡିଓ ଭାଇରାଲ
ଢାକା,୯।୭: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗତ ବର୍ଷର ବିଶାଳ ଛାତ୍ର ପ୍ରତିବାଦ ସମୟରେ ସୁରକ୍ଷା ବାହିନୀକୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ଲିକ ହୋଇଥିବା ଅଡିଓ କଲରେ ଏହି ଦାବି କରାଯାଇଛି, ଯାହାକୁ ବିବିସି ନିଶ୍ଚିତ କରିଛି।…
ଲାଇଭ ଇଣ୍ଟରଭ୍ୟୁରେ ଅପମାନିତ ହେଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଭାରତୀୟ ଖବରଦାତା କହିଲେ- Absolutely You Can
ଇସଲାମାବାଦ,୯।୭: ପାକିସ୍ତାନ ଆତଙ୍କବାଦକୁ ଆଶ୍ରୟ ଦେଉଥିବା କଥା ସମସ୍ତେ ଜାଣନ୍ତି। ପୁଣିଥରେ ବିଶ୍ୱ ସମ୍ମୁଖରେ ପାକିସ୍ତାନର କଳା ଚେହେରା ଖୋଲିଯାଇଛି। ଏହା ସତ୍ତ୍ୱେ, ପଡ଼ୋଶୀ ଦେଶ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ଯେ ସେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି ଏବଂ…
ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶଲ କରି ଭୁଲ କରିଦେଲେ କି ଶହବାଜ? ପାକିସ୍ତାନରେ ହୋଇପାରେ ନେତୃତ୍ୱ ପରିବର୍ତ୍ତନ, ଯାଇପାରେ ରାଷ୍ଟ୍ରପତିଙ୍କ ପଦ
ଇସଲାମାବାଦ,୯।୭: ପାକିସ୍ତାନର ରାଜନୀତିରେ ପୁଣି ଥରେ ହଇଚଇ ସୃଷ୍ଟି ହୋଇଛି। ଦେଶର ସେନା ଏବଂ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏକ ବଡ଼ ଖେଳ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀଙ୍କୁ…
ଭାରତ-ପାକିସ୍ତାନ ନାଁ ନେଇ ମୁଣ୍ଡ ପିଟୁଛି ଆମେରିକା, ଏବେ ଚମକାଇ ଦେଲା ଏହି ନେତାଙ୍କ ବୟାନ
ଓ୍ବାଶିଂଟନ,୯।୭: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ‘ଅଟକାଇ ଦେଇଛି ବା ଶେଷ’ କରିଛି। ମଙ୍ଗଳବାର ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ…
ନିର୍ବାଚନ ହାରିବା ପରେ ଏହି କମ୍ପାନୀରେ ଚାକିରି କଲେ ଋଷି ସୁନକ, ଦରମା ପାଇବେ ମାତ୍ର…
ଇଂଲଣ୍ଡ,୮।୭: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପୁଣି ଥରେ ଗୋଲ୍ଡମ୍ୟାନ ସାକ୍ସରେ ବରିଷ୍ଠ ପରାମର୍ଶଦାତା ଭାବରେ ଯୋଗ ଦେଉଛନ୍ତି। ଉଲ୍ଲେଖନୀୟ ଯେ ସେ ୨୦୦୧ ରୁ ୨୦୦୪ ମଧ୍ୟରେ ଗୋଲ୍ଡମ୍ୟାନ ସାକ୍ସରେ କାର୍ଯ୍ୟ କରିଥିଲେ, ପ୍ରଥମେ ସମର ଇଣ୍ଟର୍ନ ଭାବରେ…
Explained: ବିଶ୍ୱଯୁଦ୍ଧ-୩ ପାଇଁ ସ୍କ୍ରିପ୍ଟ ହେଉଛି ପ୍ରସ୍ତୁତ! ତେଲ ବଦଳରେ ହତିଆର କିଣିବାରେ ବ୍ୟସ୍ତ ଏସବୁ ଦେଶ
ନୂଆଦିଲ୍ଲୀ,୮।୭: ଯଦି ଆମେ ତିନି ବର୍ଷ ପୂର୍ବର ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇବା, ତେବେ କେହି ଭାବି ନ ଥିଲେ ଯେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବ ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏତେ ଦିନ ପର୍ଯ୍ୟନ୍ତ ଚାଲିବ।…
Archives


