ଅନ୍ତର୍ଜାତୀୟ

୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଝୁଲି ରହିଲା ବିମାନ: ଦେଢ଼ଘଣ୍ଟା ଡେଣାରେ ବସି ରହିଲେ ଚାଳକ ଓ ଯାତ୍ରୀ

ରୋମ୍‌,୧୩।୧୦: ଇଟାଲୀର ଆଲ୍ପସ୍‌ ପର୍ବତ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ୧୫୦ ଫୁଟ ଉଚ୍ଚ ରୋପ୍‌ଓ୍ବେ କେବୁଲ୍‌ରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲି ରହିଥିଲା। ୬୨ ବର୍ଷ ବୟସ୍କ ବିମାନ ଚାଳକ ଏବଂ ଏଥିରେ…

ସୁନାରେ ତିଆରି ହେଲା ଏଟିଏମ୍‌ କାର୍ଡ

ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍‌ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍‌ ପକ୍ଷରୁ ଏହି କାର୍ଡ ତିଆରି ହୋଇଛି। ଏହି କାର୍ଡକୁ ରାରିସ୍‌ ଭାବେ ନାମିତ କରାଯାଇଛି। ୧୮ କ୍ୟାରେଟ୍‌ ସୁନାରେ ତିଆରି…

ଚାଇନାରେ ୫.୨ ତୀବ୍ରତାର ଭୂକମ୍ପ

ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୨। ଏହାର ସୂଚନା ଚାଇନା ଭୂକମ୍ପ ନେଟଓ୍ବର୍କ କେନ୍ଦ୍ର ଦେଇଛି। ଏପର୍ଯ୍ୟନ୍ତ ଏଥିରେ କ୍ଷୟକ୍ଷତି…

ଜାପାନରେ ଘୂର୍ଣ୍ଣିଝଡ଼ ପରେ ଆସିଲା ଭୂକମ୍ପ: ୭୦ ଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ,୧୩।୧୦: ଜାପାନରେ ଆସିଥିବା ଘୂର୍ଣ୍ଣିଝଡ଼ରେ ଏପର୍ଯ୍ୟନ୍ତ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଟୋକିଓରେ ଘୂର୍ଣ୍ଣିଝଡ଼ ‘ହଗିବିସ’କୁ ନେଇ ହାଇ ଆଲର୍ଟ ଜାରି କରାଯାଇଥିଲା। ଏହାସହ ପ୍ରାୟ ୭୦…

ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ

ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ ଜାରି ରହିବ। ଏହି ୧୦ତମ ମିଳିତ ସମରାଭ୍ୟାସରେ ୪୫ ଜଣ ସଦସ୍ୟ ଅଂଶଗ୍ରହଣ କରି…

ଜୁଆଖେଳକୁ ନେଇ ଗୁଳି: ୪ ନିହତ

ନ୍ୟୁୟର୍କ, ୧୩ା୧୦ : ନ୍ୟୁୟର୍କର ବ୍ରୁକଲିନ୍‌ସ୍ଥିତ ୭୪ ଉଟିକା ଆଭେନ୍ୟୁଠାରେ ଶନିବାର ସକାଳେ ଗୁଳିକାଣ୍ଡ ଘଟିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏକ ଘରେ ୬ ପୁରୁଷ ଓ ଜଣେ ମହିଳାଙ୍କୁ ଗୁଳିମାଡ଼…

ନ୍ୟୁୟର୍କରେ ବିସ୍ଫୋରଣ: ୪ ମୃତ, ୩ ଆହତ

ନ୍ୟୁୟର୍କ,୧୨।୧୦: ଆମେରିକାର ନ୍ୟୁୟର୍କରେ ଥିବା ଏକ ପ୍ରାଇଭେଟ କ୍ଲବରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଶନିବାର ସକାଳ ୭ ସମୟରେ ବ୍ରୁକ୍‌ଲିନ୍‌ରେ ଏଭଳି…

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ କରିବା ପରେ ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇପଡିଛି। ବାତ୍ୟା ପ୍ରଭାବରେ ପ୍ରବଳ…

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଘଣ୍ଟାରେ ଜଳୁଛି ୮ଶହ ଏକର; ଏକ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଲସ୍‌ ଏଞ୍ଜେଲ୍ସ୍‌,୧୨।୧୦: ଆମେରିକା କାଲିଫର୍ନିଆ ଜଙ୍ଗଲରେ ଗତ ଦୁଇଦିନ ତଳେ ଲାଗିଥିବା ନିଆଁ ଶନିବାର ଭୟଙ୍କର ରୂପ ନେଇଛି। ସୁରକ୍ଷା ଦୃଷ୍ଟିରୁ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିଆଁ ଦ୍ୱାରା ପ୍ରତି ଘଣ୍ଟାରେ ୮ ଶହ ଏକର ଜଙ୍ଗଲ ଜଳିବାରେ…

୩୮ ବୋଇଂ ବିମାନରେ ଦେଖାଦେଲା ତ୍ରୁଟି

ନ୍ୟୁୟର୍କ,୧୨।୧୦: ବିମାନ ଓ ରକେଟ୍‌ ପ୍ରସ୍ତୁତକାରୀ ଆମେରିକା କମ୍ପାନୀ ବୋଇଂ ଏରୋସ୍ପେଶ ଏବେ ପୁଣିଥରେ ଅଡୁଆରେ ପଡିଛି। ଗତବର୍ଷ ଅକ୍ଟୋବର ଓ ଚଳିତ ବର୍ଷ ମାର୍ଚ୍ଚରେ ଦୁର୍ଘଟଣା ଗ୍ରସ୍ତ ହେବା ପରେ କମ୍ପାନୀ ୭୩୭ ବୋଇଂ ବିମାନର ଉଡାଣକୁ ସ୍ଥଗିତ ରଖିଛି।…

ସଙ୍କଟରେ ଆର୍ଥିକ ସ୍ଥିତି: ଲେବାନନ୍‌ରେ ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି ଲୋକେ

ଜେରୁଜେଲମ୍‌,୧୨।୧୦: ଇସ୍ରାଏଲ୍‌ ସହିତ ୨୦୦୬ଠାରୁ ଲେବାନନ୍‌ର ଗୃହଯୁଦ୍ଧ ଲାଗି ରହିଛି। ଫଳରେ ଲେବାନନ୍‌ର ଆର୍ଥିକ ସ୍ଥିତି ଏବେ ସଙ୍କଟ ଜନକ ହୋଇଛି। ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ବିବାହ ମଧ୍ୟ କରିପାରୁ ନାହାଁନ୍ତି। ତେଣୁ ଏଠାକାର ଲୋକେ ଏବେ…

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ। ଏ କ୍ଷେତ୍ରରେ ଭେରା ବ୍ଲିଶ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?