ଅନ୍ତର୍ଜାତୀୟ

ଆଳୁରେ ନିର୍ମିତ ହୋଟେଲ

ଆଳୁରେ ନିର୍ମିତ ହୋଟେଲ। ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି। ଏହି ଆଳୁର ଓଜନ ଛଅ ଟନ୍‌ ହେବ। ୟା ଭିତରେ ଗୋଟେ ରାତି ପାଇଁ ଭାରତୀୟ ମୁଦ୍ରାରେ ୧୮…

ବହି ଦୋକାନ ଯେଉଁଠି ନାହାଁନ୍ତି କୌଣସି କର୍ମଚାରୀ…

ଦୁବାଇର ‘ବୁକ୍‌ ହିରୋ’ ନାମକ ଏକ ବହି ଦୋକାନ ରହିଛି। ଏଠାରେ କେବଳ ବହି ରହିଛି। ଲୋକେ ଦୋକାନକୁ ଯାଇ ନିଜ ପସନ୍ଦର ବହି କିଣି ଉଚିତ ଦାମ୍‌ ପୈଠ କରି ଆସିଥାନ୍ତି। ସର୍ବସାଧାରଣଙ୍କ ବିଶ୍ୱାସରେ ଏହା ପରିଚାଳିତ ହୋଇଥାଏ। ଏହା…

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ। ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ।…

ମୋଦିଙ୍କ ବୟାନ ପରେ ଭୟଭୀତ ପାକିସ୍ତାନ: କହିଲା, ସିନ୍ଧୁ ନଦୀକୁ ଅଟକାଇଲେ ମିଳିବ କଡ଼ା ଜବାବ

ଇସ୍‌ଲାମାବାଦ,୧୭।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ନଦୀର ପାଣିକୁ ଅଟକାଇ ଦିଆଯିବା ନେଇ କହିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏହାର ଜବାବରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଡା. ମହମ୍ମଦ ଫୈଜଲ କହିଛନ୍ତି, ସିନ୍ଧୁ ହେଉଛି ଆପୋଷ ବୁଝାମଣା…

ପାକିସ୍ତାନ ସରକାର ବନ୍ଦ କରିବାକୁ ଯାଉଛନ୍ତି ୪ଶହ ବିଭାଗ: ଫୟାଦ ଚୌଧୁରୀ

ଇସ୍‌ଲାମାବାଦ,୧୭।୧୦: ପୁଣି ଚର୍ଚ୍ଚାରେ ଇମ୍ରାନ ଖାଁଙ୍କ ସରକାରର ମନ୍ତ୍ରୀ ଫୟାଦ ଚୌଧୁରୀ। ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଥିବା ଏହି ମନ୍ତ୍ରୀ ପୁଣିଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଏବେ ପାକିସ୍ତାନ ସରକାର ୪ଶହ ବିଭାଗ…

‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ ପ୍ରାଣୀଙ୍କ ପ୍ରତି ବଢୁଥିବା ଦୁର୍ବଳତାକୁ ନଜରରେ ରଖି ଏପରି ଅଭିନବ ବ୍ୟବସ୍ଥା ଆରମ୍ଭ କଲେଣି…

ପ୍ରତିଶୋଧ ପାଇଁ ୧୫୯ ସାଇକେଲ ସିଟ୍‌ ଚୋରି

ଜାପାନ: ୧୫୯ ସାଇକେଲର ସିଟ୍‌ ଚୋରି କରିବା ଅଭିଯୋଗରେ ଜାପାନ ଟୋକିଓ ସହରର ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନାମ ଆକିୟୋ ହାତୋଡ଼ି। ତେବେ କେବଳ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ସେ ୧୫୯ଟି ସାଇକେଲ୍‌ର ସିଟ୍‌…

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକାରୀ ନା ନାହିଁ ସେ ନେଇ ଗ୍ରାହକ ଅଜଣା ରହିଥାନ୍ତି। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ…

ପାକିସ୍ତାନକୁ ପ୍ରିନ୍ସ ଓ୍ବିଲିୟମ୍‌ ଓ କେଟ୍‌ ମିଡିଲଟନ୍‌ଙ୍କ ରାଜକୀୟ ଯାତ୍ରା

ଇସ୍‌ଲମାବାଦ : ପାକିସ୍ତାନକୁ ୫ ଦିନିଆ ଗସ୍ତ କରିଛନ୍ତି ବ୍ରିଟେନର ପ୍ରିନ୍ସ ଓ୍ବିଲିୟମ ଓ ସ୍ତ୍ରୀ କେଟ୍‌ ମିଡିଲଟନ୍‌। ସେଠାରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସାକ୍ଷାତ କରିଛନ୍ତି। ଏହି ରାଜକୀୟ ଯାତ୍ରା ଲାଗି…

ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀ ମୃତ

ମଦିନା,୧୭।୧୦: ସୌଦିର ମଦିନା ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ ୩୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ସହିତ ଏକ ଏକ୍ସାଭେଟର ଧକ୍କା ହେବାରୁ ବସ୍‌ଟି ଅଲ୍‌ ଆଖାଲ କେନ୍ଦ୍ରଠାରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ…

ଆମେରିକା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଲେ କିମ୍‌

ସିଓଲ,୧୬।୧୦: ଆମେରିକା ଲଗାଇଥିବା ପ୍ରତିବନ୍ଧକ ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଛନ୍ତି ଉତ୍ତର କୋରିଆନ ନେତା କିମ୍‌ ଜଙ୍ଗ ଅନ୍‌। ସଂକଳ୍ପ ନେବା ସହ ପ୍ରତିବନ୍ଧକ ଯୋଗୁ ଦେଶକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବୁଧବାର ଗୋଟାଏ ଧଳାଘୋଡ଼ାରେ ଚଢ଼ି…

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ମାନଙ୍କର ଅଣ୍ଟା ୩୨ ଇଞ୍ଚ ଏବଂ ମହିଳା ମାନଙ୍କର ଅଣ୍ଟା ୩୬ ଇଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?