ଅନ୍ତର୍ଜାତୀୟ

ପୃଥିବୀ ସାରା ଟୁଇଟର ଡାଉନ୍‌: ଟୁଇଟ୍‌ ଏବଂ ନୋଟିଫିକେଶନ୍‌ରେ ବିଳମ୍ବ

ଓ୍ବାଶିଂଟନ,୨।୧୦: ପୃଥିବୀ ସାରା ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଟୁଇଟର ଡାଉନ୍‌ ହୋଇଯାଇଛି। ଫଳରେ ଟୁଇଟ୍‌ କରିବା ଏବଂ ନୋଟିଫିକେଶନ୍‌ରେ ବିଳମ୍ବ ହେଉଥିବା ବ୍ୟବହାରକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଇତି ମଧ୍ୟରେ ବହୁ ବ୍ୟବହାରକର୍ତ୍ତା ଏନେଇ ରିପୋର୍ଟ କରିଛନ୍ତି। ମଙ୍ଗଳବାର ରାତିରୁ ଏଭଳି ସମସ୍ୟା…

ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି। ଏହାକୁ ଡି-୨୮ ଭାବେ ନାମିତ କରାଯାଇଛି। ଏହି ହିମଖଣ୍ଡର କ୍ଷେତ୍ରଫଳ ୧୬୩୬…

କଶ୍ମୀର ସମସ୍ୟା ନେଇ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିପାରେ ପାକିସ୍ତାନ: ଆମେରିକା

ଓ୍ବାଶିଂଟନ,୨।୧୦: କଶ୍ମୀର ସମସ୍ୟା ନେଇ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଏହା ଯୋଗୁ ପାକିସ୍ତାନ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି ଆମେରିକା କହିଛି। ଆମେରିକାର ଭାରତ ପ୍ରଶାନ୍ତ ମହାସାଗରୀୟ…

ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା

କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତି ଶିବମୟ ତୁମ୍ବହାମ୍ଫେଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗର ସତ୍ୟତା ନାହିଁ ଓ…

ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌ ନାଳରୁ ଉଦ୍ଧାର କରାଯାଇଛି। ପାକିସତାନ ରେଞ୍ଜର୍ସ ପକ୍ଷରୁ ଏହି ସୂଚନା ବିଏସଏଫ ଜମ୍ମୁ ୟୁନିଟକୁ…

ଚାଇନାର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରଦର୍ଶନ

ବେଜିଂ,୧।୧୦: ଚାଇନାରେ କମ୍ୟୁନିଷ୍ଟ ଶାସନକୁ ଅକ୍ଟୋବର ୧କୁ ୭୦ବର୍ଷ ପୂରିଛି। ଏନେଇ ମଙ୍ଗଳବାର ବେଜିଂରେ ବହୁ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ କରାଯାଉଛି। ନ୍ୟାଶନାଲ ଡେ ପରେଡରେ ଚାଇନା ପକ୍ଷରୁ ସବୁଠାରୁ ବଡ ସାମରିକ ପରେଡ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି।…

ତୁର୍କୀରୁ ୪ ଯୁଦ୍ଧପୋତ କିଣିବ ପାକିସ୍ତାନ

ଇସଲାମାବାଦ୍‌,୧।୧୦: ପାକିସ୍ତାନ ତୁର୍କୀରୁ ୪ଯୁଦ୍ଧପୋତ କିଣିବ। ଇତିମଧ୍ୟରେ ଯୁଦ୍ଧପୋତର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କଶ୍ମୀର ପ୍ରସଙ୍ଗରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିଛି। ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟପ୍‌ ୨ ଦିନ ତଳେ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟର ତଦାରଖ ମଧ୍ୟ…

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଚାହେଁନା ଭାରତ: ଜୟଶଙ୍କର

ଓ୍ବାଶିଂଟନ,୧।୧୦: କଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ସମସ୍ୟା। ଏହା ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମ୍ଭବ। ଏଥିରେ ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଭାରତ ଚାହେଁନା ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। କଶ୍ମୀର ପ୍ରସଙ୍ଗରେ…

ହୁତି ବିଦ୍ରୋହୀ ୨୯୦ ବନ୍ଦୀଙ୍କୁ ମୁକ୍ତ କଲେ

ସାନା,୧।୧୦: ୟେମେନ୍‌ରେ ହୁତି ବିଦ୍ରୋହୀମାନେ ୨୯୦ ବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ବିଦ୍ରୋହୀମାନେ ସ୍ଥାନୀୟ ଅଞ୍ଚଳରେ ମୁତୟନ ଥିବା ସୈନିକଙ୍କୁ ବନ୍ଦୀ କରିଥିଲେ। ତେବେ ବିଦ୍ରୋହୀମାନେ ଅନ୍ୟ କେତେକ ସୈନିକଙ୍କୁ ଏବେ ମଧ୍ୟ ବନ୍ଦୀ କରି ରଖିଛନ୍ତି। ଏନେଇ ଅନ୍ତର୍ଜାତୀୟ ରେଡକ୍ରସ୍‌ କମିଟି…

କଶ୍ମୀର ପ୍ରସଙ୍ଗରେ ଚୁପ୍‌ ରହିବାରୁ ହଟହଟା ହେଲେ ପାକିସ୍ତାନ ଅଭିନେତ୍ରୀ

ଇସଲାମାବାଦ,୧।୧୦:ପାକିସ୍ତାନର ପ୍ରସିଦ୍ଧ ଅଭିନେତ୍ରୀ ମେହଓ୍ବିଶ୍‌ ହାୟାତ୍‌ କଶ୍ମୀର ପ୍ରସଙ୍ଗରେ କୌଣସି ମତ ନ ରଖିବାରୁ ତାଙ୍କୁ ହଟହଟା ହେବାକୁ ପଡିଛି। ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି। ମେହଓ୍ବିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ…

ଚାଇନା ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୯ ମୃତ

ବେଜିଂ,୧ା୧୦(ପି.ଟି.)-ଚାଇନାର ଏକ କାରଖାନାରେ ନିଆଁଲାଗି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ନିଙ୍ଘାଇ କାଉଣ୍ଟିରେ ଥିତ୍ବା ରୁଇକି ଡେଲି ନେସେସିଟିଜ୍‌ କମ୍ପାନୀର ଏହି ଫ୍ୟାକ୍ଟ୍ରିରେ ରବିବାର ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ତଦନ୍ତ ଜାରି ରହିଛି। ଗତ ୬…

ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ ତୁଷାର ଜମିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତଋତୁ ଆରମ୍ଭରୁ ଏଭଳି ତୁଷାରପାତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri