୧୭ ବର୍ଷ ଧରି ଚାଲିଥିବା ଯୁଦ୍ଧ ହେବ ଶେଷ: ଆମେରିକା-ତାଲିବାନ୍ ମଧ୍ୟରେ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା
ଦୋହା,୩୦।୬: ଆଫଗାନୀସ୍ତାନରେ ୧୭ ବର୍ଷ ଧରି ଜାରି ରହିଥିବା ଗୃହଯୁଦ୍ଧ ଶେଷ ହେବାର ସମ୍ଭାବନା ଦେଖାଦେଇଛି। ଏନେଇ ଆମେରିକା ଏବଂ ତାଲିବାନ୍ର ପ୍ରତିନିଧିସ୍ତରୀୟ ୭ମ ପର୍ଯ୍ୟାୟ ଶାନ୍ତି ଆଲୋଚନା ଦୋହାଠାରେ ଆରମ୍ଭ ହୋଇଛି। ଏନେଇ ତାଲିବାନ୍ ମୁଖପାତ୍ର ଜବିୟୁଲାହ ମୁଜାହିଦ୍ଦ୍ ସୂଚନା…
୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର
ଲଣ୍ଡନ,୩୦ା୬(ଆଇଏଏନ୍ଏସ୍): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମକତୁମ୍ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍ ଅଲ୍ ହୁସେନ୍ ୩୧ ନିୟୁତ ପାଉଣ୍ଡ ଓ ନିଜର ଦୁଇ ପିଲାଙ୍କୁ ଧରି ୟୁନାଇଟେଡ ଆରବ ଏମିରେଟ୍ସ…
ମାର୍କ ଟୁଲିଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ଲଣ୍ଡନ,୩୦ା୬(ପି.ଟି.):ବିଶିଷ୍ଟ ବ୍ରିଟେନ ଖବରଦାତା ସାର୍ ମାର୍କ ଟୁଲିଙ୍କୁ ବ୍ରିଟିଶ-ଭାରତ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଜୀବନବ୍ୟାପୀ ସଫଳତା ପୁରସ୍କାର’ ମିଳିଛି। ଟୁଲି ବିବିସିର ପୂର୍ବତନ ବ୍ୟୁରୋ ଚିଫ୍ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଥିଲେ। ଭାରତରେ ରହି ସେ ତାଙ୍କ କର୍ମ ସୁଚାରୁ…
ପ୍ୟାରିସ୍ ଜଳବାୟୁ ଚୁକ୍ତି: ଆମେରିକା ବ୍ୟତୀତ ସବୁ ଜି୨୦ ରାଷ୍ଟ୍ରଙ୍କ ସମର୍ଥନ
ଓସାକା,୩୦ା୬(ପି.ଟି): ପ୍ୟାରିସ୍ ଜଳବାୟୁ ଚୁକ୍ତିନାମାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଶନିବାର ଜି-୨୦ ରାଷ୍ଟ୍ରଗୋଷ୍ଠୀର ୧୯ ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କେବଳ ଆମେରିକା ଏହାକୁ ସମର୍ଥନ କରିନାହିଁ। ଜାପାନର ଓସାକା ସହରରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…
କାତାରରେ ଏଫ୍-୨୨ ଯୁଦ୍ଧବିମାନ
ଓ୍ବାଶିଂଟନ,୩୦ା୬(ଏଏଫ୍ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା ଲାଗି ଯୁଦ୍ଧବିମାନ ମୁତୟନ କରାଯାଇଥିବା ଏହାର ବାୟୁସେନା କେନ୍ଦ୍ରୀୟ ମିଲିଟାରୀ କମାଣ୍ଡ କହିଛନ୍ତି। କାତାର…
ଜି-୨୦ ସମ୍ମିଳନୀରେ ଭାରତର କଠୋର ଆଭିମୁଖ୍ୟ: ପଳାତକ ଅପରାଧୀଙ୍କୁ ଅଙ୍କୁଶ ଲଗାଅ
ଓସାକା,୩୦ା୬(ପି.ଟି.): ପଳାତକ ଆର୍ଥତ୍କ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜି-୨୦ ରାଷ୍ଟ୍ରଗୋଷ୍ଠୀ ସମ୍ମିଳନୀରେ ଭାରତ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଅନ୍ତର୍ଜାତୀୟ ଫୋରମ୍ରେ ଏହି ପ୍ରସଙ୍ଗ ଉଠାଇ ଆସୁଥିବା ଜି୨୦ ସମ୍ମିଳନୀରେ ଭାରତର ଶେରପା ଥିବା…
ମୋଦିଙ୍କ ସହ ସେଲ୍ଫି ନେଇ ଟୁଇଟ୍ କଲେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ
ଓସାକା,୨୯।୬: ଜି ୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ପହଞ୍ଚିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ସେଠାରେ ବିଭିନ୍ନ ଦେଶର ବଡ ବଡ ରାଜନେତାଙ୍କ ସହ ମୋଦିଙ୍କର ସାକ୍ଷାତ୍ ହୋଇଛି। ଏହି ସମୟରେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମରିଶନ୍…
ୟେମେନ୍ ଗୃହଯୁଦ୍ଧ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ଜୀବନ ନେଇଛି: ଜାତିସଂଘ ମହାସଚିବ
ଜେନେଭା,୨୯।୬: ୟେମେନ୍ରେ ଲାଗି ରହିଥିବା ଗୃହଯୁଦ୍ଧରେ ଗତ ସାଢ଼େ ୫ ବର୍ଷ ମଧ୍ୟରେ ୭ ହଜାର ୫ ଶହରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍ଙ୍କ ପ୍ରକାଶ…
ପ୍ରିୟା ପିନ୍ଧିଲେ ‘ମିସ୍ ୟୁନିଭର୍ସ ଅଷ୍ଟ୍ରେଲିଆ’ ମୁକୁଟ
ମେଲବୋର୍ନ,୨୯।୬: ଭାରତୀୟ ବଂଶୋଦ୍ଭବ ୨୬ ବର୍ଷୀୟା ପ୍ରିୟା ସେରାଓ ‘ମିସ୍ ୟୁନିଭର୍ସ ଅଷ୍ଟ୍ରେଲିଆ ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ମେଲବୋର୍ନଠାରେ ଗୁରୁବାର ରାତିରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ୨୬ ଜଣଙ୍କୁ ପଛରେ ପକାଇ ପ୍ରିୟା ଏହି ସଫଳତା ହାସଲ କରିଛନ୍ତି। ଆସନ୍ତା…
ବିକାଶ ପଥରେ ଆତଙ୍କବାଦ କଣ୍ଟା
ଓସାକା,୨୯ା୬ (ପି.ଟି./ଆଇଏଏନ୍ଏସ୍): ସମଗ୍ର ମାନବ ଜାତି ପାଇଁ ସବୁଠୁ ବଡ଼ ବିପଦ ହେଉଛି ଆତଙ୍କବାଦ। ଏହି ବିପତ୍ତି କେବଳ ନିରୀହମାନଙ୍କ ଜୀବନ ନେଉଛି ତାହା ନୁହେଁ, ବରଂ ଅର୍ଥନୈତିକ ବିକାଶ ଓ ସ୍ଥିରତାକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେଣୁ ଏହାକୁ…
ଥାଇ ଇଂଲିଶ ‘ଦି ନେଶନ୍’ର ମୁଦ୍ରଣ ବନ୍ଦ
ବ୍ୟାଙ୍କକ୍, ୨୯ା୬: ଥାଇଲାଣ୍ଡର ଇଂଲିଶ ଦୈନିକ ‘ଦି ନେଶନ୍’ର ଶେଷ ମୁଦ୍ରିତ ପ୍ରକାଶନ ଶୁକ୍ରବାର ପ୍ରକାଶ ପାଇଛି। ଏହା ଆଉ ପ୍ରକାଶ ପାଇବ ନାହିଁ, ବରଂ ଏହାକୁ ଅନଲାଇନ୍ ଭର୍ସନରେ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ହେଉଛି। ବିଦେଶୀ କମ୍ପାନୀ ଥାଇଲାଣ୍ଡର…
୨ ଲକ୍ଷ ମୁସଲମାନ ହଜ୍ ଯାଇପାରିବେ
ଓସାକା,୨୯ା୬(ପି.ଟି.): ସୌଦି ଆରବର ମକ୍କାକୁ ଏଣିକି ଭାରତରୁ ୨ ଲକ୍ଷ ମୁସ୍ଲିମ୍ ହଜ୍ ଯାତ୍ରା କରିପାରିବେ। ପୂର୍ବରୁ ଏହି ସଂଖ୍ୟା ୧୭୦,୦୦୦ ଥିବାବେଳେ ଶୁକ୍ର୍ରବାର ସୌଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ ଏଥିରେ ୩୦,୦୦୦ ବୃଦ୍ଧି କରିଛି। ଜାପାନର ଓସାକାରେ…
Archives


