କାବୁଲରେ ଶକ୍ତିଶାଳୀ ବିସ୍ଫୋରଣ:୩୪ ମୃତ, ୬୮ ଆହତ
କାବୁଲ, ୧।୭: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳୁ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୩୪ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୬୮ ଜଣ ଆହତ ହୋଇଛନ୍ତି। ଏକ ନିର୍ମାଣାଧୀନ କୋଠାରେ ଆତଙ୍କବାଦୀମାନେ ପ୍ରବେଶ କରି ବିସ୍ଫୋରଣ କରିଥିଲେ। କୋଠା ପାଖରେ ଖେଳ ଷ୍ଟାଡିୟମ,…
ମଙ୍ଗଳବାର ସୂର୍ଯ୍ୟ ପରାଗ: ଭାରତକୁ ହେବନି ଦୃଶ୍ୟମାନ
ଓ୍ବାଶିଂଟନ,୧।୭: ମଙ୍ଗଳବାର ଦକ୍ଷିଣ ପାସିଫିକ୍ ଏବଂ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ସୂର୍ଯ୍ୟ ପରାଗ ହେବ। ତେବେ ଏହା ଭାରତକୁ ଦୃଶ୍ୟମାନ ହେବନି। ଭାରତୀୟ ସମୟ ରାତ୍ର ୧୦ଟା ୨୫ରୁ ଏହା ଆରମ୍ଭ ହୋଇ ରାତ୍ର ୧୦ଟା ୨୯ରେ ସର୍ବମୋକ୍ଷ ହେବ…
ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ
ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ ମେ ମାସରେ ଏହା ଚାଇନା ଏବଂ ଦୁବାଇକୁ ୯୭ଟି ହାତୀ ବିକ୍ରି କରିଥିଲା। ଏଥିରେ…
ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ
ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଡିସନ୍ ମ୍ୟୁନସିପାଲ ଏୟାରପୋର୍ଟରେ ବିଚକ୍ରାପ୍ଟ କିଙ୍ଗ ଏୟାର ୩୫୦ ଉଡାଣ ଭରିବା ସମୟରେ…
କମ୍ଲା ହାରିସ୍ ଅନ୍ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର
ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍ ତାଙ୍କ ପରିଚୟ ପାଇଁ ଅନ୍ଲାଇନ୍ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ଜଣେ ଆମେରିକୀୟ ଅଣଶ୍ୱେତାଙ୍ଗ ନୁହନ୍ତି ବୋଲି ଗଣମାଧ୍ୟମରେ…
କାନ୍ଦାହାର ବିସ୍ଫୋରଣ: ୮ ମୃତ
କାନ୍ଦାହାର,୩୦।୬: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ମାରୁଫ ଜିଲାରେ ରବିବାର ବିସ୍ଫୋରଣ ଘଟି ଅତିକମ୍ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ମୁତାବକ ତାଲିବାନ ଦ୍ୱାରା ଆତ୍ମଘାତୀ ବିସ୍ଫୋଣର କରାଯାଇଥିଲା। ଏଥିରେ କେତେଜଣ ସୁରକ୍ଷାକର୍ମୀ ଆହତ…
ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି
ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ ଫସି ଯାଇଛନ୍ତି। ସୂଚନା ଅନୁଯାୟୀ, ଆମେରିକାର କଲରାଡୋରେ ଥିବା ଡେନଓ୍ବର ବିମାନ ବନ୍ଦରକୁ ଯାଉଥିବା…
ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ଦେଲେ ଟ୍ରମ୍ପ୍
ସିିଓଲ,୩୦।୬: ପ୍ରଥମ ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ୍ ଟ୍ରମ୍ପ୍ ଉତ୍ତର କୋରିଆ ମାଟିରେ ପାଦ ଦେଇଛନ୍ତି। ଉତ୍ତର କୋରିଆ ସୁପ୍ରିମ୍ ଲିଡର କିମ୍ ଜୋଙ୍ଗ୍ ଉନ୍ଙ୍କ ସହିତ ଟ୍ରମ୍ପ୍ ସାକ୍ଷାତ୍ କରିଛନ୍ତି। ପରମାଣୁ ନିରସ୍ତ୍ରୀକରଣ ନେଇ ଦୁଇ ନେତା ଏହାପୂର୍ବରୁ ଆଲୋଚନା…
ପ୍ରବଳ ଗରମ ସହି ନ ପାରି ବିନା ପୋଷାକ ସ୍କୁଟି ଚଳାଇଲେ ଜର୍ମାନୀ ନାଗରିକ: ଭିଡ଼ିଓ ଭାଇରାଲ
ବର୍ଲିନ୍,୩୦।୬: ପ୍ରବଳ ଗରମ ସହି ନ ପାରି ଜଣେ ନର୍ମାନୀ ନାଗରିକ ରାସ୍ତାରେ ବିନା ପୋଷାକରେ ସ୍କୁଟି ଚଳାଉଥିବା ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାଟରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ ମଧ୍ୟ ତାଙ୍କୁ କିଛି…
ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ
ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ଦଳେ ଲୋକ ଏକାଠି ଆସି ଏଠାରେ ଆଖିବୁଜା ଗୁଳି ଚାଳନା…
ପାକିସ୍ତାନରେ ଜୋର୍ ଜବରଦସ୍ତ କରାଯାଉଛି ଧର୍ମ ପରିବର୍ତ୍ତନ: ଆମେରିକା ରିପୋର୍ଟ
ଇସଲାମାବାଦ୍,୩୦।୬: ପାକିସ୍ତାନରେ ହିନ୍ଦୁ ବାଳିକାଙ୍କୁ ଜୋର୍ ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି। ଏନେଇ ଆମେରିକା ଦ୍ୱାରା ପ୍ରକାଶିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଫଳରେ ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁ ନିଜକୁ ସୁରକ୍ଷିତ ମଣୁ ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ…
ଶରତ ଋତୁରେ ପତ୍ନୀଙ୍କ ସହ ପାକିସ୍ତାନ ଭ୍ରମଣରେ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ
ଲଣ୍ଡନ,୩୦।୬: ପ୍ରିନ୍ସ ଓ୍ବିଲିୟମ୍ସ ଓ ଡଚେସ୍ ଅଫ୍ କେମ୍ବ୍ରିଜ୍ କେଟେ ମିଡିଲଟନ୍ ଆସନ୍ତା ଶରତ ଋତୁରେ ପାକିସ୍ତାନ ଭ୍ରମଣରେ ଯିବେ ବୋଲି ଜଣାପଡିଛି। କେନସିଂଟନ୍ ପ୍ୟାଲେସ ପକ୍ଷରୁ ଏକ ପ୍ରେସ୍ ରିଲିଜରେ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପାକିସ୍ତାନ ହାଇକମିଶନର…
Archives


