ଅନ୍ତର୍ଜାତୀୟ

ଶେଷରେ ମାନୁଛି ପାକିସ୍ତାନ: ବିଶ୍ୱ ଆମ କଥା ନୁହେଁ ଭାରତ କଥା ଶୁଣୁଛି

ଇସ୍‌ଲାମାବାଦ,୧୨।୯: ଜମ୍ମୁ-କଶ୍ମୀର ମାମଲାରେ ଏବେ ପାକିସ୍ତାନ ଯେ ଏକୁଟିଆ ହୋଇଯାଇଛି ତାହା ସେ ଉବଲବ୍ଧି କରି ସାରିଲାଣି। ନିକଟରେ ପାକିସ୍ତାନ ବୈଦେଶିକମନ୍ତ୍ରୀ କଶ୍ମୀର ଭାରତର ରାଜ୍ୟ ବୋଲି କହିଥିଲେ। ଆଉ ଏବେ ପାକିସ୍ତାନର ଗୃହମନ୍ତ୍ରୀ ବି କହିଛନ୍ତି କି କଶ୍ମୀର ମାମଲାରେ…

ଏମିତି ରେଳଷ୍ଟେଶନ, ଯାହାର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାନ୍ତି ଛୋଟ ପିଲା

ଯେକୌଣସି ଦେଶରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏଥିମଧ୍ୟରୁ ରେଳପଥ ଅନ୍ୟତମ। ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ନିହାତି ଜରୁରୀ। ବିଶେଷକରି ଏହାକୁ ନିୟନ୍ତ୍ରଣ କରିବା ମଧ୍ୟ ସହଜ କଥା ନୁହେଁ। କିନ୍ତୁ ବିଶ୍ୱରେ ଏମିତି ଏକ…

ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ, ସେମାନଙ୍କ ସମର୍ଥକ ଓ ଆର୍ଥିକ ସହାୟତା ଯୋଗାଉଥିବା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆକ୍ରମଣ କଲେ ପରିଣାମ ଭୋଗିବ

ଓ୍ବାଶିଂଟନ/ନ୍ୟୁୟର୍କ,୧୨ା୯ (ଏଏଫ୍‌ପି): ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବେ। ସେହିପରି ତାଲିବାନ ଉପରେ ସବୁଠୁ ବଡ଼ ଆକ୍ରମଣ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ଚେତାବନୀ ଦେଇଛନ୍ତି। ଠିକ ଅଠର ବର୍ଷ ତଳେ ଆମେରିକା…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ପାର୍ଲାମେଣ୍ଟ କାର୍ଯ୍ୟରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ…

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା ସୂଚନା ମିଳିଛି। ଆଫ୍‌ଗାନ ସଶସ୍ତ୍ର ବଳ ରକେଟ୍‌ ଗ୍ରେନେଡ୍‌ରେ ଆକାଶମାର୍ଗରୁ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲେ।…

ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଛି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଏକ…

କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ଆମେରିକା ଗଣମାଧ୍ୟମ: ଭାରତ

ୱାଶିଂଟନ,୧୧।୯: ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଆମେରିକାର ଗଣମାଧ୍ୟମ କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ବୋଲି ଭାରତ ଅଭିଯୋଗ କରିଛି। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି, ଆମେରିକାର କିଛି…

ଜାତିସଂଘରେ ପାକିସ୍ତାନକୁ ଝଟ୍‌କା: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଦାବିକୁ ମନା

ଜେନେଭା,୧୧।୯: ଜାତିସଂଘରେ ପାକିସ୍ତାନକୁ ଏକ ଝଟ୍‌କା ଲାଗିଛି। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଆାଲୋଚନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ୍‌ କହିଛନ୍ତି। ଏହି ପ୍ରସଙ୍ଗରେ ଜାତିସଂଘ ମଧ୍ୟସ୍ଥତା କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ…

ପାକିସ୍ତାନରେ କ୍ଷୀର ଲିଟର ୧୪୦ ଟଙ୍କା

ଇସାଲାମାବାଦ୍‌,୧୧।୯: ପାକିସ୍ତାନରେ ଏବେ ଆର୍ଥିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳ, ପରିବା, କ୍ଷୀର ମୂଲ୍ୟ ବଢ଼ି ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ସେଠାରେ ପେଟ୍ରୋଲ ଡିଜେଲ୍‌ଠାରୁ ମହଙ୍ଗା…

ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ: ୧୦ ବର୍ଷରେ ଲକ୍ଷେ ୬୦ ହଜାର ଚିହ୍ନଟ

ଇସଲାମାବାଦ୍‌,୧୧।୯: ପାକିସ୍ତାନରେ ଏଚ୍‌ଆଇଭି ଆତଙ୍କ ଦେଖାଦେଇଛି। ଗତ ୧୦ ବର୍ଷ ମଧ୍ୟରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇ ଲକ୍ଷେ ୬୦ ହଜାରରେ ପହଞ୍ଚିଛି। ୨୦୧୦ରେ ଏଭଳି ସଂକ୍ରମିତଙ୍କ ସଂଖ୍ୟା ୬୭ ହଜାର ଥିଲା ବୋଲି ଜାତିସଂଘ ପକ୍ଷରୁ…

୯/୧୧ ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଆକ୍ରମଣକୁ ପୂରିଲା ୧୮ ବର୍ଷ: ଆଫଗାନିସ୍ତାନରେ ଆମେରିକା ଦୂତାବାସ ଉପରେ ରକେଟ ମାଡ଼

କାବୁଲ,୧୧।୯: ଆମେରିକା ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଉପରେ ୧୮ ବର୍ଷ ତଳେ ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଏକ ଯାତ୍ରୀବାହୀ ବିମାନକୁ ରକେଟ ଭଳି ବ୍ୟବହାର କରି ଓ୍ବାଲ୍ଡ୍‌ ଟ୍ରେଡ୍‌ ଟାଓ୍ବାର ଏବଂ ପେଣ୍ଟାଗନକୁ ଟାର୍ଗେଟ୍‌ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri