ଭାରତ ସହ ଯୁଦ୍ଧ ହେଲେ ହାରିବ ପାକିସ୍ତାନ: ଇମ୍ରାନ୍
ଇସ୍ଲାମାବାଦ,୧୫।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରଠାରୁ ପାକିସ୍ତାନ ଏକ ପ୍ରକାର କାନ୍ଦିବାରେ ଲାଗିଛି। ଏହାକୁ ନେଇ ସେ ବିଶ୍ୱ ଦରବାରରେ ନିନ୍ଦାର ପାତ୍ର ହୋଇସାରିଛି। ଦିନେ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନ ଏବେ କିନ୍ତୁ ତା’…
ଓସାମାଙ୍କ ପୁଅ ହମ୍ଜା ନିହତ
ଓ୍ବାଶିଂଟନ,୧୫।୯: ଅଲ୍-କାଏଦାର ପ୍ରତିଷ୍ଠାତା ଓସାମା ବିନ ଲାଡେନଙ୍କ ପୁଅ ହମ୍ଜା ନିହତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ସ୍ପଷ୍ଟ କରିଛନ୍ତି। ପାକ୍-ଆଫଗାନିସ୍ତାନ ସୀମାରେ ଆତଙ୍କବାଦ ନିରୋଧୀ ଅଭିଯାନ ବେଳେ ହମ୍ଜା ନିହତ ହୋଇଥିଲେ। ଫଳରେ ଅଲ୍ କାଏଦା ଜଣେ…
ସମର୍ଥନ ଜୁଟାଇବାରେ ପାକ୍ ବିଫଳ
ଜାତିସଂଘ,୧୫।୯: କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ହସ୍ତକ୍ଷେପ ପାଇଁ ଜୋରଦାର ଉଦ୍ୟମ ଚଳାଇଥିବା ପାକିସ୍ତାନ ଗୋଟିଏ ପରେ ଗୋଟିଏ ଫୋରମରେ ବିଫଳ ହେବାରେ ଲାଗିଛି। ଏହାକୁ ନେଇ ଭାରତ ଇସ୍ଲାମାବାଦକୁ ତୀବ୍ର ସମାଲୋଚନା କରିଛି। ଜାତିସଂଘ ସୁରକ୍ଷା ପରିଷଦ ଓ ମାନବାଧିକାର ପରିଷଦରେ…
ଜାପାନରେ ୭୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଶହେ ବସନ୍ତ
ଟୋକିଓ,୧୪।୯: ଜପାନରେ ଜନ୍ମହାର କମ୍ ହେବା ଓ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି। ଏଠାରେ ପ୍ରଥମ ଥର ଶହେ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୧ ହଜାର ଟପି ଯାଇଛି। ଦେଶରେ ଲାଗାତାର ୪୯…
ଗଧ ମେଳା କରି ଆର୍ଥିକ ସ୍ଥିତି ସୁଧାରିବାକୁ ଚାହୁଁଛି ପାକିସ୍ତାନ
ଇସ୍ଲାମାବାଦ,୧୪।୯: ଭାରତରେ କାହାକୁ ଗଧ କହିଦେଲେ ପରିସ୍ଥିତି ଖରାପ ହୋଇଯାଇଥାଏ। ହେଲେ ପାକିସ୍ତାନ ଏବେ ଏହି ଗଧକୁ ତା’ର ରୋଜଗାରର ପ୍ରମୁଖ ମାଧ୍ୟମ ବୋଲି ଧରି ନେଇଛି। କାରଣ ଗଧ ମେଳା ଲଗାଇ ଏବେ ପାକିସ୍ତାନ ତା’ର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ…
ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଡ୍ରୋନ୍ ଆକ୍ରମଣ: ଲାଗିଲା ନିଆଁ
ରିୟାଦ,୧୪।୯: ସୌଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଶନିବାର ଡ୍ରୋନ୍ ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି। ସୌଦି ଆରବର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଡ୍ରୋନ୍ ଆକ୍ରମଣ ଫଳରେ ପ୍ଲାଣ୍ଟରେ…
ଲୋ-କ୍ୟାଲୋରିରୁ ହାଡ଼ ଦୁର୍ବଳ
ଓ୍ବାଶିଂଟନ, ୧୪ା୯: ଓଜନ ବଢ଼ିବାକୁ ନେଇ ଏବେ ସବୁଠି ଚିନ୍ତା। ବ୍ୟାୟାମ କରିବା ଆଉ ତା’ ସାଙ୍ଗକୁ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଅଭ୍ୟାସ ହୁଏତ ଜଣକୁ ଘାତକ ବ୍ୟାଧିରେ ପକାଇ ଦେଇପାରେ। ବୋନ୍ ଆଣ୍ଡ ମିନେରାଲ ରିସର୍ଚ୍ଚ ଜର୍ନାଲ…
ବୈଠକରେ ଯୋଗ ଦେଲାନି ହେଲେ ରାତ୍ର ଭୋଜନ ପାଇଁ ପହଞ୍ଚିଲା ଦରିଦ୍ର ପାକିସ୍ତାନ
ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀର ମାମଲାକୁ ନେଇ ପାକିସ୍ତାନ ଯେଉଁଭଳି ବିରୋଧୀ ମତ ଦେଉଛି ତା’ର ଏକ ସ୍ପଷ୍ଟ ଚିତ୍ର ପୁଣି ଦେଖିବାକୁ ମିଳିଛି। ନିଜର ପୂର୍ବ ପ୍ରକୃତିକୁ ନେଇ ଏବେ ବଦନାମ ହୋଇଛି ପାକିସ୍ତାନ। ଭାରତ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ…
ଆଉ ଜଣେ ପାକ୍ ଚରମପନ୍ଥୀଙ୍କୁ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କଲା ଆମେରିକା
ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ମଧ୍ୟ ଘୋଷଣା କରିଛି। ତେବେ ଆମେରିକା ଯାହାଙ୍କୁ ଗ୍ଲୋବାଲ୍ ଟେରରିଷ୍ଟ…
ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଅଭିଜିତ୍ ଗୁହା
ଜାତିସଂଘ,୧୪ା୯(ପି.ଟି.): ୟେମେନରେ ଜାତିସଂଘ ମିଶନର ମୁଖ୍ୟ ଭାବେ ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ଲ୍ୟୁଟନାଣ୍ଟ ଜେନେରାଲ ଅଭିଜିତ୍ ଗୁହାଙ୍କୁ ଦାୟିତ୍ୱ ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଗୁରୁବାର ତାଙ୍କୁ ଜାତିସଂଘ ମିଶନର ମୁଖ୍ୟ ନିଯୁକ୍ତ କରିଛନ୍ତି।
ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ
ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ଲାଗି ୬୦ରୁ ଊର୍ଦ୍ଧ୍ୱ ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟ ଉପସ୍ଥିତ ରହିବେ। ସେମାନଙ୍କ…
ବାଂଲାଦେଶର ସୀମାସ୍ତମ୍ଭରୁ ହଟିଲା ପାକିସ୍ତାନ
ଢାକା,୧୪ା୯(ଆଇଏଏନ୍ଏସ୍): ବାଂଲାଦେଶ ମୁକ୍ତି ଯୁଦ୍ଧର ୪୮ ବର୍ଷ ପରେ ଏହି ଦେଶର ସମସ୍ତ ସୀମାସ୍ତମ୍ଭ (ବୋର୍ଡର ପିଲାର)ରୁ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ୧୯୪୭ରେ ଦେଶ ବିଭାଜନ ବେଳେ ଏହି ସୀମାସ୍ତମ୍ଭଗୁଡ଼ିକୁ ସ୍ଥାପନ କରାଯାଇଥିଲା। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିର୍ଦ୍ଦେଶକ୍ରମେ…
Archives


