ଅନ୍ତର୍ଜାତୀୟ

ବନ୍ୟପ୍ରାଣୀ ଚୋରା ଚାଲାଣ: ଇଣ୍ଟରପୋଲ୍‌ ଦ୍ୱାରା ୬ ମାସରେ ୬ ଶହ ଗିରଫ

ଲିଓ,୧୫।୭: ବନ୍ୟପ୍ରାଣୀ ଚୋରା ଚାଲାଣ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ଇଣ୍ଟରପୋଲ୍‌ ଏବଂ ଓ୍ବାଲର୍‌ଡ କଷ୍ଟମ ଅର୍ଗାନାଇଜେସନ୍‌ର ମିଳିତ ସହଯୋଗରେ ଅପରେଶନ୍‌ ଜାରି ରହିଛି। ଏହି ଅପରେଶନ୍‌ରେ ୧୦୯ଟି ଦେଶ ସାମିଲ୍‌ ହୋଇଛନ୍ତି। ଚଳିତ ବର୍ଷ ପ୍ରଥମ ୬ ମାସ ମଧ୍ୟରେ…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ ଘରୁ ବାହାରି ରାସ୍ତାକୁ ପଳାଇଆସିଥିଲେ। ତେବେ ସୁନାମୀ ସତର୍କ ସୂଚନା ଜାରି କରାଯାଇନାହିଁ। ଉତ୍ତର…

ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୧୪।୭: ପୂର୍ବ ଇଣ୍ଡୋନେସିଆର ମାଲୁକୁ ଦ୍ୱୀପରେ ରବିବାର ୭.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୯ଟା ୧୦ରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଉପକୂଳ ସହର ଲାଓ୍ବିଠାରୁ ୧୨୦ କିଲୋମିଟର ଦୂରରେ ରହିଥିଲା। ଏଥିରେ…

କରତାରପୁର କରିଡର: ଭାରତର ପ୍ରସ୍ତାବକୁ ମାନିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪।୭: କରତାରପୁର କରିଡରକୁ ନେଇ ରବିବାର ପାକିସ୍ତାନର ଓ୍ବାଘା ସୀମାରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାରତ ଯେଉଁ ପ୍ରସ୍ତାବ ରଖିଥିଲା ତାହାକୁ ପାକିସ୍ତାନ ମାନି ଯାଇଥିବା ସୂଚନା ମିଳିଛି। ଏହି ଦ୍ୱିପାକ୍ଷିକ ବୈଠକ ସରିବା ପରେ ସ୍ବରାଷ୍ଟ୍ର…

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ ସଚିବ ବାଂଲାଦେଶ ଗସ୍ତ କରି ସେଠାରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରାଇ ନେବାର ପ୍ରକ୍ରିୟା…

୨୦୨୧ ସୁଦ୍ଧା ଶେଷ ହେବ ଲ୍ୟୁଲ୍‌ ନଦୀ ଉପରେ ଭାସମାନ ହୋଟେଲ: ଦିନକର ରହିବା ଭଡ଼ା ୭୫ ହଜାର

ଷ୍ଟକ୍‌ହୋମ୍‌,୧୪।୭: ସୁଇଡେନ୍‌ର ଲେପଲେଣ୍ଡ୍‌ ଅଞ୍ଚଳରେ ଥିବା ଲ୍ୟୁଲ୍‌ ନଦୀ ଉପରେ ଏକ ଭାସମାନ ହୋଟେଲ ନିର୍ମାଣ କରାଯାଉଛି। ହୋଟେଲ ନିର୍ମାଣ କାର୍ଯ୍ୟ ୨୦୨୦-୨୧ ସୁଦ୍ଧା ଶେଷ ହେବ। ଏଠାରେ ଗୋଟିଏ ଦିନ ରହିବା ପାଇଁ ଭଡ଼ା ଭାରତୀୟ ମୁଦ୍ରାରେ ୭୫ ହଜାର…

ଭୟଙ୍କର ହେଉଛି ନେପାଳ ବନ୍ୟା ପରିସ୍ଥିତି: ବଢୁଛି ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ,୧୪।୭: ନେପାଳରେ ଲାଗି ରହିଥିବା ବର୍ଷାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ରୂପ ଧାରଣ କରୁଛି। ବନ୍ୟା ଓ ଭୂସ୍ଖଳନ ଫଳରେ ଏବେସୁଦ୍ଧା ଏଠାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ନିଖୋଜ ଅଛନ୍ତି ଓ ୨୦ରୁ ଊର୍ଦ୍ଧ୍ୱ…

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ ରାଷ୍ଟ୍ରପତି ଅବଦୁସ୍‌ ସତାର୍‌ଙ୍କ ବିରୋଧରେ ସେ ଷଡ଼ଯନ୍ତ୍ର ରଚି କ୍ଷମତା ଦଖଲ କରିଥିଲେ। ତେବେ…

ମାଡ଼ି ଆସୁଛି ‘ବାରୀ’ ପ୍ରବଳ ବର୍ଷା ସହ ହେବ ଭୂସ୍ଖଳନ

ଓ୍ବାଶିଂଟନ,୧୪।୭: ଆମେରିକାର ଲୁଇସିଆନା ସହରରେ ଘୂର୍ଣ୍ଣିବାତ୍ୟା ‘ବାରୀ’ର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବା ଅନୁମାନ କରାଯାଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଟଲାଣ୍ଟିକ ସିଜନର…

ଅଷ୍ଟ୍ରେଲିଆରେ ଭୂକମ୍ପ

କାନ୍‌ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍‌ ବ୍ରୁମ୍‌ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୩ କିଲୋମିଟର…

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥାପନ କରାଯାଇଥିଲା। ତେବେ ଏସବୁ ଶିବିର ଏବେ ଆମେରିକା ଡ୍ରୋନ୍‌ ନଜରରେ…

ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ

ଓ୍ବାଶିଂଟନ୍‌,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍‌ରେ ସେପ୍ଟେମ୍ବର ୨୨ରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍‌ବୋଧନ ଦେବେ। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇ ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri