ପାକ୍ ଷ୍ଟକ୍ ଏକ୍ସଚେଞ୍ଜ୍ରେ ଦାଉଦ୍ ଟଙ୍କା
ନୂଆଦିଲ୍ଲୀ,୨୯ା୭(ଆଇଏଏନ୍ଏସ୍): ଅଣ୍ଡରଓ୍ବାଲର୍ଡ ଡନ୍ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ୍ ଇବ୍ରାହିମ୍ଙ୍କ ବିଭିନ୍ନ ଦେଶରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ତାଙ୍କର ଡି-କମ୍ପାନୀ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ (ପିଏସ୍ଏକ୍ସ)ରେ ପୁଞ୍ଜିନିବେଶ କରିଥିବା ଜଣାପଡିଛି। ଅସ୍ତ୍ର ବ୍ୟବସାୟ, ଡ୍ରଗ୍ସ ଓ ଜାଲ୍ ଭାରତୀୟ…
ଇସ୍ରାଏଲ୍ ନିର୍ବାଚନରେ ମୋଦି ପୋଷ୍ଟର
ତେଲ୍ ଆଭିଭ୍,୨୯ା୭(ପି.ଟି.): ସେପ୍ଟେମ୍ବର ୧୭ରେ ଇସ୍ରାଏଲ୍ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟି ତେଲ୍ ଆଭିଭ୍ର ବିଭିନ୍ନ ସ୍ଥାନରେ ଲଗାଇଥିବା ବ୍ୟାନର ଓ ପୋଷ୍ଟରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ…
ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ୨ ହଜାର ମହିଳା ଏବଂ ପୁରୁଷଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡିଥିଲା ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ…
ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ
ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ ଜଣାପଡିଛି। ଏହି ତଥ୍ୟ ନେଚର କ୍ଲାଇମେଟ୍ ଚେଞ୍ଜ ଜର୍ନାଲରେ ପ୍ରକାଶ ପାଇଛି। ଏବେ ଯେଭଳି…
୭୭ ବର୍ଷର ମଡେଲ
ଆର୍ଥିକ ପରିସ୍ଥିତି କେବେ କାହାକୁ କେଉଁଠି ପହଞ୍ଚାଇଥାଏ ତାହା କହିବା ମୁସ୍କିଲ। ତେବେ ଦକ୍ଷିଣ କୋରିଆର ୭୭ ବର୍ଷୀୟା ମହିଳା ଚୋଇ ସୁନ ଏବେ ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ଦିନେ ହସ୍ପିଟାଲରେ କାମ କରୁଥିବା ଚୋଇ ସମୟକ୍ରମେ କରଜରେ…
ଫ୍ରାନ୍ସରୁ ମିଳିଲା ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ
ପ୍ୟାରିସ୍, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ ଖୋଳତାଡ ଆରମ୍ଭ କରିଦେଇଛନ୍ତି। ମିଳିଥିବା ଡାଇନୋସର ହାଡ ୬.୬ ଫୁଟ୍ ଲମ୍ବା ବୋଲି ଜଣାପଡିଛି।…
ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ
କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବି ବନ୍ଦ ପ୍ରଦେଶରେ ସୈନ୍ୟଶିବିର…
୧୧୮ ଶିଶୁଙ୍କୁ ପୋଷ୍ୟ ଗ୍ରହଣ କରିଥିବା ଲଭ୍ ମଦରଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ
ବେଜିଂ,୨୮।୭: ଚାଇନାରେ ୧୧୮ ଜଣ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଜଣେ ମହିଳାଙ୍କୁ ଠକାମି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ କରାଯାଇଛି। ୫୪ ବର୍ଷ ବୟସ୍କା ମହିଳା ଲି ୟାନଶିୟାଙ୍କୁ ସ୍ଥାନୀୟ ଲୋକେ ଲଭ୍…
ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା
ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍ ଭେଗାସ୍ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ ମାତ୍ରାରେ ଝିଣ୍ଟିକା ହେଉଛନ୍ତି। ଫଳରେ ଏମାନେ ଲୋକଙ୍କୁ କାମୁଡି ଦେଉଛନ୍ତି। ଯଦିଓ ଏହା କ୍ଷତିକାରକ…
ଜାପାନରେ ୬.୩ ତୀବ୍ରତାର ଭୂକମ୍ପ
ଟୋକିଓ,୨୮।୭: ଜାପାନର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପ ହୋନ୍ସୁରେ ରବିବାର ସକାଳେ ୬.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଯେଉଁ ଅଞ୍ଚଳରେ ଏହା ଅନୁଭୂତ ହୋଇଛି ଏଠାରେ ପ୍ରାୟ ୩୦ ମିଲିୟନ ଲୋକେ ବସବାସ କରୁଛନ୍ତି। ଏହି ଭୂକମ୍ପରେ…
ସିନ୍ଧୁ ନଦୀରେ ବେକେ ପାଣିରେ ବୁଡ଼ି ଯୁବକ କଲେ ରିପୋର୍ଟିଂ: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଇସଲାମାବାଦ୍,୨୮।୭: ଏବେ ସୋସିଆଲ୍ ମିଡ଼ିଆରେ ରିପୋର୍ଟିଂ କରୁଥିବା ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହେଉଛନ୍ତି ଅଜଦର ହୁସେନ୍। ସେ ପାକିସ୍ତାନର ଏକ ଚ୍ୟାନେଲ୍ ପାଇଁ ରିପୋର୍ଟର ଭାବେ କାର୍ଯ୍ୟ କରନ୍ତି। ସିନ୍ଧୁ ନଦୀରେ ଜଳସ୍ତର ବୃଦ୍ଧି…
୨ ସପ୍ତାହ ମଧ୍ୟରେ ହେବ ଆଫଗାନିସ୍ତାନ-ତାଲିବାନ୍ ଶାନ୍ତି ଆଲୋଚନା
କାବୁଲ,୨୮।୭: ଆଫଗାନିସ୍ତାନ ସରକାର ଏବଂ ତାଲିବାନ୍ ଆତଙ୍କବାଦୀ ସଂଗଠନ ମଧ୍ୟରେ ଶାନ୍ତି ଆଲୋଚନା ୨ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ଏନେଇ ଆଫଗାନିସ୍ତାନ ଶାନ୍ତି ବ୍ୟାପାର ମନ୍ତ୍ରୀ ଅବଦୁଲ୍ ସଲାମ୍ ରହିମ୍ ସୂଚନା ଦେଇଛନ୍ତି। ଶାନ୍ତି ଆଲୋଚନାର ପ୍ରଥମ ବୈଠକ…
Archives


