ଗିରଫ ହେଲେ ମରିୟମ
ଇସଲାମାବାଦ,୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଗୁରୁବାର ଗିରଫ କରାଯାଇଥିବା କହିଛି ପାକିସ୍ତାନ ଗଣମାଧ୍ୟମ। ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍ଏବି) ତାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ପୂର୍ବରୁ ତାଙ୍କ ପିତା ନଓ୍ବାଜ ଶରିଫ ଦୋଷୀ ସାବ୍ୟସ୍ତ ହୋଇ…
ସମ୍ଝୋତା ଏକ୍ସପ୍ରେସ୍ ଚଳାଚଳ ବନ୍ଦ କଲା ପାକିସ୍ତାନ
ଲାହୋର, ୮।୮: ପାକିସ୍ତାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ବୁଧବାର ଭାରତ ସହିତ କୂଟନୈତିକ ତଥା ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପରେ ଗୁରୁବାର ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଚଳାଚଳ କରୁଥିବା ସମ୍ଝୋତା ଏକ୍ସପ୍ରେସ୍କୁ…
ଭୋକିଲାଙ୍କ ପେଟକୁ ଦାନା ନ ଦେଇ ଇମ୍ରାନ୍ଙ୍କ ମୁହଁତୋଡ଼
ଇସଲାମାବାଦ୍,୮।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ଲୋକଙ୍କ ପାଖରେ ଖାଇବା ପାଇଁ ଦାନା ନାହିଁ। ଭୋକିଲାଙ୍କ ପେଟକୁ ଦାନା ନ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଅଯଥାରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛନ୍ତି। ଇତିମଧ୍ୟରେ ଇମ୍ରାନ୍…
ଫ୍ୟାଟମ୍ୟାନ୍ ଅଗଷ୍ଟ ୯ରେ ନାଗାସାକୀରେ ରଚିଥିଲା ମୃତ୍ୟୁର ତାଣ୍ଡବ
ନୂଆଦିଲ୍ଲୀ/ଟୋକିଓ, ୮।୮: ଜାପାନର ନାଗାସାକୀ ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ମାସ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷକ ମଧ୍ୟରେ…
ମହିଳାଙ୍କ ପାଇଁ ଆଦର୍ଶ ଥିଲେ ସୁଷମା: ଇଭାଙ୍କା ଟମ୍ପ୍
ଓ୍ବାଶିଂଟନ୍, ୮।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। କେବଳ ଭାରତରେ ନୁହେଁ, ସାରା ବିଶ୍ୱ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପଙ୍କ…
ଥରିଲା ଆଫଗାନିସ୍ତାନ ଓ ତାଇଓ୍ବାନ
କାବୁଲ/ତାଇପେଇ,୮।୮: ଆଫଗାନିସ୍ତାନ ଓ ତାଇଓ୍ବାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ସକାଳ ୬ଟା ୧୫ରେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ପୂର୍ବ ଫାରଖାର ଅଞ୍ଚଳଠାରୁ…
ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି
ରିୟାଦ୍,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ କରିଛି। ଡାକ୍ତରମାନେ ଦେଶ ନ ଛାଡ଼ିଲେ ସେମାନଙ୍କୁ ଜବରଦସ୍ତ ପାକିସ୍ତାନ ପଠାଯିବ ବୋଲି ସୌଦି…
ଚାଇନାକୁ ଗୁହାରି କରିବ ପାକିସ୍ତାନ
ଇସ୍ଲାମାବାଦ,୮ା୮: ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀ ବୁଧବାର ରାତିରେ ଚାଇନା ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ନେଇ ସେ ସେଠାରେ ଆଲୋଚନା କରିବେ। ପାକିସ୍ତାନ ପାର୍ଲାମେଣ୍ଟର ମିଳିତ ଅଧିବେଶନରେ ସେ ଏନେଇ ସୂଚନା ଦେଇଛନ୍ତି। ନରେନ୍ଦ୍ର…
ଆଲୋଚନା ଲାଗି ଆମେରିକାର ପରାମର୍ଶ
ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ ବୁଧବାର କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ହଟାଇବାର…
ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ
ଇସ୍ଲାମାବାଦ,୭ା୮: ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ବହିଷ୍କାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଇସ୍ଲାମାବାଦସ୍ଥିତ ଅଫିସ୍ରେ ବୁଧବାର…
ହାଫିଜ୍ ସଇଦ୍ ଦୋଷୀ ସାବ୍ୟସ୍ତ: ମାମଲା ଗୁଜରାଟ ଅଦାଲତକୁ ସ୍ଥାନାନ୍ତର
ଲାହୋର, ୭।୮: ଆତଙ୍କବାଦୀ ହାଫିଜ୍ ସଇଦ୍ଙ୍କୁ ପାକିସ୍ତାନର ଏକ ଅଦାଲତ ଦୋଷୀ ସାବସ୍ତ୍ୟ କରିଛି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବାବେଳେ ଏକ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଦାଲତ କହିଛନ୍ତି। ଏହା ସହିତ ହାଫିଜ୍ଙ୍କ ଉପରେ ଚାଲିଥିବା ଏହି ମାମଲାକୁ…
କାର୍ ବୋମା ବିସ୍ଫୋରଣ
କାବୁଲ,୭।୮: ଆଫଗାନିସ୍ତାନ କାବୁଲରେ କାର୍ ବୋମା ବିସ୍ଫୋରଣରେ ୯୫ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଡିଷ୍ଟ୍ରିକ୍ଟ-୬ ମୁଖ୍ୟାଳୟକୁ ଟାର୍ଗେଟ କରି ଏପରି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।…
Archives


