ପାକିସ୍ତାନର ନୂଆ ନାଟକ: ବନ୍ଦ କଲା ଟେଲିଭିଜନର ବିଶେଷ କାର୍ଯ୍ୟକ୍ରମ
ଇସଲାମାବାଦ,୧୧।୮: ଗୋଟିଏ ପରେ ଗୋଟିଏ ନୂଆ ନାଟକ କରି ଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ପ୍ରଥମେ ଭାରତ ସହ କୁଟନୈତିକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ଇଦ୍-ଉଲ୍-ଜୁହାରେ ଟେଲିଭିଜନ…
ହଡବଡେଇଲେ ପାକିସ୍ତାନୀ ନ୍ୟୁଜ ଆଙ୍କର
ଇସଲାମାବାଦ,୧୧।୮: ଜମ୍ମୁ-କଶ୍ମୀରରୁ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରେ ପାକିସ୍ତାନର ସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା ଚାଲିଛି। ପାକିସ୍ତାନର ଜଣାଶୁଣା ନ୍ୟୁଜ ଆଙ୍କର କିରଣ ନାଜ ଏବେ ଯେମିତି ସବୁ ରାଗ ଭାରତ ଉପରେ ସୁଝାଇବା ମୁଡରେ ଅଛନ୍ତି। ନିକଟରେ…
ରବିବାର ଭୋର୍ରେ ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୧୧।୮: ଇଣ୍ଡୋନେସିଆରେ ରବିବାର ଭୋର୍ ୪ଟା ୧୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ସୁମାତ୍ରା ଉପକୂଳରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ର ଭୂଗର୍ଭର…
ଆମେରିକୀୟ ଫାଇନାନ୍ସରଙ୍କ ଆତ୍ମହତ୍ୟା
ନ୍ୟୁୟର୍କ,୧୧ା୮(ଏଏଫ୍ପି): ଏକ ଲଜ୍ଜାଜନକ ଘଟଣାରେ ଜେଲରେ ରହିଥିବା ଆମେରିକୀୟ ଫାଇନାନ୍ସର ଜେଫ୍ରି ଏପ୍ଷ୍ଟାଇନ୍ ଆତ୍ମହତ୍ୟା କରିଛନ୍ତି। ସେ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଯୌନଶୋଷଣ ଲାଗି ଚୋରାଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଥିଲେ। ତାଙ୍କ ବିରୋଧରେ ଅଦାଲତରେ ମାମଲା…
ମ୍ୟାନ୍ମାରରେ ଭୂସ୍ଖଳନ: ୩୪ ମୃତ
ୟାଙ୍ଗନ୍,୧୧ା୮(ଆଇଏଏନ୍ଏସ୍): ମ୍ୟାନ୍ମାରର ଏକ ସହରରେ ଭୂସ୍ଖଳନ ହେବାରୁ ୩୪ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଘର ମାଟିତଳେ ପୋତିହୋଇପଡିଛି। ବନ୍ୟା ପ୍ରଭାବରେ ମୋନ୍ ରାଜ୍ୟ ଅନ୍ତର୍ଗତ ପାଉଙ୍ଗ୍ ସହରରେ ଶୁକ୍ରବାର ଭୂସ୍ଖଳନ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର…
ତେଲ ଟ୍ୟାଙ୍କର ବିସ୍ଫୋରଣ: ୬୨ ନିହତ
ଦାର୍ ଏସ୍ ସଲାମ (ତାଞ୍ଜାନିଆ),୧୧ା୮: ତାଞ୍ଜାନିଆର ମୋରୋଗୋରୋ ସହରରେ ଏକ ତେଲ ଟ୍ୟାଙ୍କର ବିସ୍ଫୋରଣ ହେବାରୁ ୬୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନୂ୍ୟନ ୭୦ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାଗ୍ରସ୍ତ ଏହି…
ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ
ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍ ପରେ ଏହା ଦ୍ୱିତୀୟ ମହୋତ୍ସବ। କଞ୍ଜରଭେଟିଭ ପାର୍ଟିର ଉପାଧ୍ୟକ୍ଷ ତଥା ସାଂସଦ ପଲ୍ ଷ୍ଟୁଆର୍ଟ ସ୍କୋଲି ସମ୍ମାନିତ ଅତିଥି ଭାବେ…
ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…
ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା…
ବନ୍ଦ ହେଲା ଅମୃତସର-ଲାହୋର ବସ୍ ସେବା
ନୂଆଦିଲ୍ଲୀ/ଇସଲାମାବାଦ,୧୦।୮: ବିଚଳିତ ପାକିସ୍ତାନ ଏବେ ଭାରତକୁ ନେଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ପ୍ରଥମେ କୁଟନୈତିକ ସମ୍ପର୍କ, ପରେ ଟ୍ରେନ୍ ସେବା ବନ୍ଦ କରିଥିବା ପାକିସ୍ତାନ ଏବେ ଭାରତ ସହ ବସ୍ ସେବାକୁ ମଧ୍ୟ ବନ୍ଦ କରି ଦେଇଛି। ଶନିବାର…
ମହଙ୍ଗା ପଡ଼ିଲା ଭାରତ ସହିତ ପାକିସ୍ତାନର ଶତ୍ରୁତା: ଟମାଟୋ କିଲୋ ୩ଶହ
ଇସ୍ଲାମାବାଦ,୧୦।୮: ଜମ୍ମୁ-କଶ୍ମୀରରେ ମୋଦି ସରକାରଙ୍କ ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯିବା ନିଷ୍ପତ୍ତିକୁ ନେଇ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଏହାପରେ ପାକିସ୍ତାନ ଭାରତରୁ ସବୁ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା ଚଳାଇଛି। ଭାରତରୁ କୁଟନୈତିକ ସମ୍ପର୍କ ବିଚ୍ଛିନ୍ନ କରିବା ପାକିସ୍ତାନକୁ ଏବେ ମହଙ୍ଗା ପଡ଼ିଛି।…
ଗାଜା ସୀମାରେ ୪ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କୁ ହତ୍ୟା କଲେ ଇସ୍ରାଏଲ୍ ସୈନ୍ୟ
ଜେରୁଜେଲମ୍,୧୦।୮:ଗାଜା ସୀମାରେ ୪ ପାଲେଷ୍ଟାଇନ୍ ଆତଙ୍କବାଦୀଙ୍କୁ ଇସ୍ରାଏଲ୍ ସୈନ୍ୟ ହତ୍ୟା କରିଛନ୍ତି। ଆତଙ୍କବାଦୀମାନଙ୍କ ମଧ୍ୟରୁ ଜଣେ ଇସ୍ରାଏଲ୍ ସୈନ୍ୟ ବାହିନୀ ଶିବିର ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ। ଏହାର ଜବାବରେ ଇସ୍ରାଏଲ୍ ସୈନ୍ୟଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ଠାରୁ…
ଟାଇଫୁନ୍ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର
ବେଜିଂ,୧୦।୮: ଚାଇନାରେ ଟାଇଫୁନ୍ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୬ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ୧୦ ଲକ୍ଷ…
Archives


