ଅନ୍ତର୍ଜାତୀୟ

ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଲେ ମହିଳା

ଆଲବାନି,୨୨।୮: ନ୍ୟୁୟର୍କରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ଜେସିକା ଜର୍ଜ ନାମକ ଏହି ମହିଳା ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଅନ୍ୟ ପାସେଞ୍ଜରଙ୍କ ଉପସ୍ଥିତିରେ ଫଟୋ ଶୁଟ୍‌ କରିଥିଲେ। ସେ ଏହାର ଏକ ଭିଡିଓ…

ନିଜ ସରକାରଙ୍କୁ ସମାଲୋଚନା କଲେ ପାକିସ୍ତାନୀ ଖବରଦାତା

ଇସଲାମାବାଦ,୨୨।୮: ଜମ୍ମୁ-କଶ୍ମୀରରେ ଭାରତ ଅନୁଚ୍ଛେଦ ୩୭୦ ହଟାଇବା ପରଠାରୁ ପାକିସ୍ତାନ ଏକ ପ୍ରକାର ରକ୍ତ ଚାଉଳ ଚୋବାଉଛି କହିଲେ ଚଳେ। ହେଲେ ପାକିସ୍ତାନର ଏଭଳି କାର୍ଯ୍ୟକୁ ନେଇ କେତେଜଣ ପାକିସ୍ତାନୀ ବୁଦ୍ଧିଜିବୀ ଇମ୍ରାନ ସରକାରଙ୍କ ସମାଲୋଚନା କରିଛନ୍ତି। ପୂର୍ବରୁ ଭାରତୀୟ ନାଗରିକତା…

ଚିନ୍ତାରେ ପାକିସ୍ତାନ: ଗୁଜରାଟ ସୀମାରେ ମୁତୟନ କଲା ଏସ୍‌ଏସ୍‌ଜି କମାଣ୍ଡୋ

ଇସଲାମାବାଦ/ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଅଡୁଆରେ ପଡିଥିବା ପାକିସ୍ତାନ ଥରକୁ ଥର ଭାରତ ବିରୋଧରେ କିଛି ନା କିଛି ପଦକ୍ଷେପ ନେଇ ଆସୁଛି ଚର୍ଚ୍ଚାକୁ। ଏଥର ସୁରକ୍ଷା କଥା ଚିନ୍ତା କରି ପାକିସ୍ତାନ ଗୁଜରାଟ ସୀମାରେ ଥିବା ସର…

ଚାଇନାର ଚିନ୍ତା ବଢ଼ିଲା: ଏଫ୍‌-୧୬ ଯୁଦ୍ଧ ବିମାନ ତାଇଓ୍ବାନକୁ ବିକ୍ରି କରିବ ଆମେରିକା

ଓ୍ବାଶିଂଟନ,୨୧।୮: ଆମେରିକା-ତାଇଓ୍ବାନ ସାମରିକ ସରଞ୍ଜାମ ଚୁକ୍ତି ଯୋଗୁ ଚାଇନାର ଚିନ୍ଥା ବଢ଼ିବାରେ ଲାଗିଛି। ଆମେରିକା ତାଇଓ୍ବାନକୁ ୬୬ଟି ଏଫ୍‌-୧୬ ଯୁଦ୍ଧ ବିମାନ ବିକ୍ରି କରିବାକୁ ସହମତି ଦେଇଛି। ଏଥିପାଇଁ ୮ ବିଲିୟନ୍‌ ଡଲାର ଚୁକ୍ତି ହୋଇଥିବା କୁହାଯାଉଛି। ଏହି ଦ୍ୱିପାକ୍ଷିକ ଚୁକ୍ତିକୁ…

ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍‌ ପାକିସ୍ତାନକୁ ଶାନ୍ତି ସ୍ଥିତି…

ଜମ୍ମୁ-କଶ୍ମୀର ସମସ୍ୟାରେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଉଦ୍ୟମ: ଧର୍ମକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ

ଓ୍ବାଶିଂଟନ,୨୧।୮: ଜମ୍ମୁ-କଶ୍ମୀର ସମସ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟସ୍ଥତା କରିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏହି ସମସ୍ୟା ନେଇ ସେ ପ୍ରତିଦିନ ନୂଆ ନୂଆ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏବେ ଟ୍ରମ୍ପ୍‌ ଏହି ସମସ୍ୟାରେ ଧର୍ମକୁ…

ଆଇସିଜେ ଯିବ ପାକିସ୍ତାନ

ଇସ୍‌ଲାମାବାଦ,୨୧ା୮(ପି.ଟି.)- ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବାର ଦୁଇ ସପ୍ତାହ ପରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ମଙ୍ଗଳବାର ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାରରେ…

କ୍ଷମା ମାଗିଲେ ଜାକିର ନାଏକ

କୁଆଲାଲମ୍ପୁର,୨୧ା୮: ମାଲେସିଆରେ ରହୁଥିବା ବିବାଦୀୟ ଭାରତୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ତାଙ୍କର ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ପାଇଁ ମଙ୍ଗଳବାର କ୍ଷମା ମାଗିଛନ୍ତି। ତେବେ ସେ ଜାତିବାଦୀ ନୁହନ୍ତି ବୋଲି କହିଛନ୍ତି। ସମାଲୋଚକମାନେ ତାଙ୍କ ମନ୍ତବ୍ୟର ଭୁଲ୍‌ ତଥ୍ୟ ଉପସ୍ଥାପନ କରିଛନ୍ତି।…

ପାକିସ୍ତାନକୁ ମହଙ୍ଗା ପଡିଲା ଭାରତ ବିରୋଧୀ ଟୁଇଟ୍‌: ବନ୍ଦ ହେଲା ୨ଶହ ଆକାଉଣ୍ଟ

କରାଚି,୨୦।୮: ପାକିସ୍ତାନ ଲାଗାତର ଭାବେ ଭାରତ ବିରୋଧୀ ଟୁଇଟ୍‌ କରୁଥିବାରୁ ଏହାକୁ ନେଇ ଭାରତୀୟ ପ୍ରଶାସନ ଅଭିଯୋଗ ଆଣିଥିଲା। ଫଳରେ ମାଇାକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର ଏବେ ପାକିସ୍ତାନର ପ୍ରାୟ ୨ଶହ ଟୁଇଟର ଆକାଉଣ୍ଟ ବନ୍ଦ କରିଦେଇଥିବା ଜଣାପଡିଛି। ତେବେ କଶ୍ମୀର ସମସ୍ୟାକୁ…

ଆମେରିକା ପାଇଁ ବିପଦ ଚାଇନା କ୍ଷେପଣାସ୍ତ୍ର

ହଂକଂ,୨୦।୮: ଚାଇନା ସେନା(ପିଏଲ୍‌ଏ) ନିକଟରେ ଏମିତି କ୍ଷେପଣାସ୍ତ୍ର ରହିଛି ଯାହା ସେ ଆମେରିକାକୁ ଧମକ ଦେବାରେ ଯଥେଷ୍ଟ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ଗୁଆମ, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଭଳି ଦେଶ ନିକଟରେ ଥିବା ଆମେରିକା ସେନା ଶିବିରକୁ…

କର୍ମସ୍ଥଳକୁ ନକଲି ଦାଢି ଲଗାଇ ଗଲେ ମହିଳା ବୈଜ୍ଞାନିକ:ଜାଣନ୍ତୁ କାହିଁକି

ନ୍ୟୁୟର୍କ,୨୦।୮:ଆମେରିକାରେ ମହିଳା ବୈଜ୍ଞାନିକମାନେ ଏକ ଅଜବ ଢଙ୍ଗରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସବୁ ପ୍ରତିଭା ଥାଇ ସୁଦ୍ଧା ସେମାନଙ୍କୁ କର୍ମସ୍ଥଳରେ ଭେଦଭାବର ଶିକାର ହେବାକୁ ପଡୁଛି। ଏହାକୁ ବିରୋଧ କରି ସେମାନେ ନକଲି ଦାଢି ଲଗାଇ କର୍ମସ୍ଥଳକୁ ଯାଉଛନ୍ତି। ଜଣେ ବିଜ୍ଞାନ…

ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ: ଟ୍ରମ୍ପ୍‌

ଓ୍ବାଶିଂଟନ,୨୦।୮: ଭାରତ-ପାକିସ୍ତାନ ମଧ୍ୟରେ ସ୍ଥିତି ସଙ୍କଟ ଜନକ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ମଙ୍ଗଳବାର ଭୋର୍‌ ୫ଟା ୧୩ରେ ଜଣାଇଛନ୍ତି। ଏହା ପୂର୍ବରୁ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସୋମବାର ଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ। ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri