ଅନ୍ତର୍ଜାତୀୟ

ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ

ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍‌ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ହ୍ବାଇଟ୍‌ ସେଟଲମେଣ୍ଟରେ ଥିବା ଫ୍ରିଓ୍ବେ ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବାବେଳେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ।…

ଭାରତ ଛାଡ଼ି ପଳାଉଥିବା ୩୫୦ ବାଂଲାଦେଶୀ ଗିରଫ

ଢ଼ାକା,୩୦।୧୨: ସିଏଏ ଲାଗୁ ହେବା ପରେ ଭାରତ-ବାଂଲାଦେଶ ସୀମାରେ ବାସ କରୁଥିବା କେତେକ ଲୋକ ଭୟରେ ବାସ ସ୍ଥାନ ଛାଡ଼ିଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା ୩୫୦ ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା…

ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ଯୋଜନା କରୁଛି ଆଇଏସ୍‌ଆଇ

ଇସ୍‌ଲାମାବାଦ୍‌,୩୦।୧୨: ପାକିସ୍ତାନୀ ଗୁଇନ୍ଦା ବିଭାଗ ଆଇଏସ୍‌ଆଇ ସୋସିଆଲ ମିଡିଆ ଜରିଆରେ ଭାରତୀୟ ଯବାନଙ୍କୁ ହନିଟ୍ରାପ୍‌ରେ ଫସାଇବାକୁ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ଏହି ପୂରା ଯୋଜନାକୁ ଆଇଏସ୍‌ଆଇର ଜଣେ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ପ୍ରସ୍ତୁତି କରାଯାଇଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

ଜୀବନ ଯୁଦ୍ଧରେ ହାରିଗଲେ ଥାଇଲାଣ୍ଡ ଗୁମ୍ଫାରୁ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ନୌସେନା ଅଧିକାରୀ

ବ୍ୟାଙ୍କକ୍‌,୩୦।୧୨: ଗତ ବର୍ଷ ଥାଇଲାଣ୍ଡର ଏକ ଗୁମ୍ଫାରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିଥିବା ଜଣେ ନୌସେନା ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୀର୍ଘ ପ୍ରାୟ ବର୍ଷେ ହେବ ରକ୍ତ ସଂକ୍ରମଣ ଯୋଗୁ ପେଟି ଅଫିସର ଥିବା ବେଇରୁଟ ପକବାରାଙ୍କ…

ପାକିସ୍ତାନ ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ନିହତ

କାବୁଲ, ୩୦।୧୨: ପାକିସ୍ତାନର ତାଲିବାନ୍‌ କମାଣ୍ଡର କ୍ୱାରି ସଇଫୁଲ୍ଲା ମେହସୁଦ୍‌ ଆଫଗାନିସ୍ତାନରେ ନିହତ ହୋଇଛନ୍ତି। ଜଣେ ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଖୋଷ୍ଟ୍‌ ପ୍ରଦେଶର ଗୁଲୋନ୍‌ କ୍ୟାମ୍ପ୍‌ ବାହାରେ ତାଙ୍କୁ ଗୁଳି କରାଯାଇଛି। ଏହି ଆକ୍ରମଣ ହାକ୍କିନି ଗୋଷ୍ଠୀ…

ଇଜିପ୍ଟରେ ଦୁର୍ଘଟଣା: ୩ ଭାରତୀୟ ମୃତ

କାଇରୋ,୩୦।୧୨(ପି.ଟି.): ଇଜିପ୍ଟର ସୁଏଜ୍‌ ଗଭର୍ନୋରେଟ୍‌ରେ ଦୁଇଟି ପର୍ଯ୍ୟଟକ ବସ୍‌ ଓ ଗୋଟିଏ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୩ ଭାରତୀୟଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଶନିବାର ବସ୍‌ ଦୁଇଟି ହୁର୍‌ଘାଡ଼ାର ବ୍ରିଚ୍‌-ରିସର୍ଟ ସହର…

କଶ୍ମୀର ଉପରେ ଚର୍ଚ୍ଚା ପାଇଁ ରିୟାଧ ଡାକିଲା ଆଇଓସି ବୈଠକ: ଭାରତକୁ ସୌଦି ଝଟକା

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୩୦।୧୨: ପାକିସ୍ତାନକୁ ଖୁସି କରିବା ପାଇଁ ଇସ୍‌ଲାମିକ ସହଯୋଗ ସଙ୍ଗଠନ (ଆଇଓସି)ର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଡାକିବାକୁ ରାଜି ହୋଇଯାଇଛି ସୌଦି ଆରବ। ଏହି ବୈଠକ କେବେ ହେବ ସେନେଇ କିଛି ଜଣାପଡ଼ି ନ ଥିଲେ ବି ଏଥିରେ କଶ୍ମୀର ସ୍ଥିତି…

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୭ ମୃତ

ତଖର,୨୯।୧୨: ଆଫଗାନିସ୍ତାନର ଉତ୍ତରପୂର୍ବରେ ଥିବା ତଖର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ ୧୭ ଜଣ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ଥାନୀୟ ଟେଳିଭିଜନ ଚ୍ୟାନେଲର ସୂଚନା ଅନୁଯାୟୀ ଏଥିରେ ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ…

ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ ଜେନେରାଲ ଆସିଫ୍‌ ଗଫୁର ଏହି ମର୍ମରେ କେତେକ ମଦ୍ରାସାର ମୌଲାନାଙ୍କ ସହିତ ସାକ୍ଷାତ୍‌ ମଧ୍ୟ…

ଟୁଇଟର୍‌ରେ ରହିଛନ୍ତି ଓବାମାଙ୍କର ସର୍ବାଧିକ ଫଲୋୟର୍ସ

ଓ୍ବାଶିଂଟନ,୨୯।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟର୍‌ରେ ସର୍ବାଧିକ ଫଲୋୟର୍ସ ରହିଥିବା ଜଣାପଡିଛି। ଓବାମାଙ୍କର ରହିଛନ୍ତି ପ୍ରାୟ ୧୧୧ ମିଲିୟନ୍‌ ଫଲୋୟର୍ସ। ଏହି ତାଲିକାରେ ଓବାମା ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ…

ଚାଇନା ସରକାର ନିଜ ଇଛା ଅନୁସାରେ ଲେଖିବେ କୋରାନ୍‌ ଓ ବାଇବେଲ୍‌

ବେଜିଂ,୨୯।୧୨: ଚାଇନାରେ ଉଇଗର ମୁସଲମାନ୍‌ ସମ୍ପ୍ରଦାୟ ଉପରେ ନାନା ପ୍ରକାର ନିର୍ଯାତନା ଜାରି ରହିଛି। ଏବେ ଚାଇନା ସରକାର ନିଜ ଇଛା ଅନୁସାରେ ଧର୍ମଗ୍ରନ୍ଥ କୋରାନ୍‌ ଏବଂ ବାଇବେଲ୍‌କୁ ଲେଖିବା ପାଇଁ ଯୋଜନା କରିଛନ୍ତି। ଚାଇନାର ସମାଜବାଦୀ ମୂଲ୍ୟବୋଧ ଆଧାରରେ ଏସବୁ…

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ ଯୋଗୁ କିଭଳି ବନ୍ୟପ୍ରାଣୀ ହନ୍ତସନ୍ତ ହେଉଛନ୍ତି ତାହାର କିଛି ଫଟୋ ଓ ଭିଡ଼ିଓ ଅପଲୋଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri