ଅନ୍ତର୍ଜାତୀୟ

ଭୋଡ୍‌କା ପିଇଲେ ହେବନାହିଁ କରୋନା: ବେଲାରୁସ୍‌ ରାଷ୍ଟ୍ରପତି

ମସ୍କୋ,୩୧।୩: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଦେଶ କ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜଧାନୀ ମସ୍କୋରେ ଲକ୍‌ଡାଉନ୍‌ ପାଳନ କରାଯାଇଛି। ହେଲେ ରୁଷକୁ ଲାଗିଥିବା ଏକ ଦେଶ ବେଲାରୁସ୍‌ କିନ୍ତୁ କରୋନା ସଂକ୍ରମଣକୁ ଖୁବ୍‌ ହାଲ୍‌କା ଭାବେ ନେଇଛି।…

କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର ବୈଜ୍ଞାନିକ ଏନେଇ ଗବେଷଣା ଜାରି ରଖିଛନ୍ତି। ତେବେ ଟିବି ପାଇଁ ଦିଆଯାଉଥିବା ପ୍ରତିଷେଧକ ଟୀକା…

ଫ୍ରାନ୍ସ୍‌ରେ କରୋନାର ମୃତ୍ୟୁ ତାଣ୍ଡବ: ମହଙ୍ଗା ପଡ଼ିଲା ଚର୍ଚ୍ଚର ସାମୁହିକ ପ୍ରାର୍ଥନା

ପ୍ୟାରିସ୍‌,୩୧।୩: କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୩,୦୨୪ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୪୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ ୨୦,୯୪୬ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ…

ବନ୍ଦହେଲା ‘ଇଣ୍ଡିଆ ଆବ୍ରୋଡ୍‌’

ନ୍ୟୁୟର୍କ,୩୧ା୩: ଆମେରିକାରେ ଗତ ୫୦ବର୍ଷ ଧରି ଭାରତୀୟ ସମାଜର ଆଇନା ପାଲଟିଥିବା ଭାରତୀୟ ଖବରକାଗଜ ‘ଇଣ୍ଡିଆ ଏବ୍ରଡ୍‌’ ସୋମବାର ଶେଷଥର ଲାଗି ଛପାଯାଇଛି। ନ୍ୟୁୟର୍କ ସହରର ଏହି ସାପ୍ତାହିକ ଖବରକାଗଜର ପ୍ରକାଶକ ଗୋପାଳ ରାଜୁ ୧୯୭୦ରେ ଏହାକୁ ପ୍ରକାଶ କରି ସେଠାରେ…

ଚାଇନାରେ ୯୩%, ଆମେରିକାରେ ୩% ଆରୋଗ୍ୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୧ା୩: ସାରା ବିଶ୍ୱକୁ ଗ୍ରାସି ଚାଲିଥିବା କରୋନା ଭାଇରସ୍‌ ସୋମବାର ରାତି ୧୧ଟା ସୁଦ୍ଧା ୩୬ ହଜାର ୮୬୪ଜଣଙ୍କ ଜୀବନ ନେଇଥିବାବେଳେ ୭ ଲକ୍ଷ ୬୪ ହଜାର ୮୬୬ଲୋକଙ୍କୁ ସଂକ୍ରମିତ କରିଛି। ହେଲେ ଏହି ଭୂତାଣୁର ଜନ୍ମସ୍ଥାନ ଚାଇନାରେ ସ୍ଥିତି କ୍ରମଶଃ…

ପ୍ରିନ୍ସ ହ୍ୟାରି, ମେଘାନଙ୍କ ସୁରକ୍ଷା ଖର୍ଚ୍ଚ ବହନ କରିବନି ଆମେରିକା

ୱାଶିଂଟନ,୩୦ା୩: ଚଳିତବର୍ଷ ଆରମ୍ଭରେ ବ୍ରିଟେନ ରାଜ ପରିବାର ଛାଡ଼ିବାକୁ ଘୋଷଣା କରିଥିବା ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନ ମର୍କେଲ ଆମେରିକାରେ ରହିବା ପାଇଁ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌କୁ ସ୍ଥାନାନ୍ତର ହୋଇଛନ୍ତି। ହେଲେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାର ଖର୍ଚ୍ଚ ଆମେରିକା…

ବ୍ରିଟେନରେ ୬ ମାସ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ୍‌ ଅବଧି

ଲଣ୍ଡନ,୩୦।୩: ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଏଠାରେ ଗୋଟିଏ ଦିନରେ ଶହ ଶହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେବେ ଗୋଟିଏ ଦିନରେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ରବିବାର ଏଠାରେ ୨୪୩୩ ନୂଆ ରୋଗୀଙ୍କୁ…

୯ ହଜାର ଡାକ୍ତର, ନର୍ସ କରୋନା ସଂକ୍ରମିତ: ଧ୍ୟାନର ସାହାରା ନେଲା ସ୍ପେନ୍‌ ହସ୍ପିଟାଲ!

ମ୍ୟାଡ୍ରିଡ୍‌,୩୦।୩: କରୋନା ସଂକ୍ରମଣ ଏବେ ଇଟାଲୀ ଓ ଆମେରିକାରେ ଅଧିକ ପରିମାଣରେ ଦେଖାଦେଇଥିବା ବେଳେ ସ୍ପେନ ମଧ୍ୟ କିଛି ପଛରେ ନାହିଁ। ଏବେ ସ୍ପେନରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏବେସୁଦ୍ଧା ସ୍ପେନରେ କରୋନା ସଂକ୍ରମଣରେ…

କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା

ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ତେବେ କରୋନା ଭଳି ମହାମାରୀ ମାଧ୍ୟମରେ ପୃଥିବୀ ଉପରେ ଥିବା…

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ ବି ସତର୍କତା ଦୃଷ୍ଟିରୁ ଏବେ କ୍ୱାରାଣ୍ଟାଇନ୍‌ ପିରିୟଡକୁ ୨୧ ଦିନ ବୃଦ୍ଧି କରାଯାଇଥିବା କୁହାଯାଏ।…

ପ୍ରିନ୍ସ ହ୍ୟାରୀ, ମେଘନ ମାର୍କେଲଙ୍କ ସୁରକ୍ଷା ଖର୍ଚ୍ଚ ଉଠାଇବାକୁ ମନାକଲା ଆମେରିକା !

ଓ୍ବାଶିଂଟନ, ୩୦।୩: କରୋନା ସଂକ୍ରମଣର ଲଗାତାର ବୃଦ୍ଧିକୁ ଦେଖି ବ୍ରିଟେନ ରାଜ ପରିବାରର ପ୍ରିନ୍ସ ହ୍ୟାରୀ ଓ ମେଘନ ମାର୍କେଲ ନିକଟରେ କାନାଡାରୁ କାଲିଫର୍ନିଆ ଚାଲି ଆସିଥିବା କୁହାଯାଉଛି। ଏହାକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି ଏହି…

୨୨୫ ଟଙ୍କାରେ ମାତ୍ର ୧୫ ମିନିଟରେ ହୋଇପାରିବ କରୋନା ଚିହ୍ନଟ !

ଢାକା,୩୦।୩: ସାରା ପୃଥିବୀରେ କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ପ୍ରତି ଦେଶର ବୈଜ୍ଞାନିକ କରୋନାକୁ ରୋକିବା ଲାଗି ଔଷଧ ତଥା ଯାଞ୍ଚ୍‌ କିଟ୍‌ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଏପରିସ୍ଥଳେ ବାଂଲାଦେଶ। ଏକ ନୂଆ କରୋନା ଯାଞ୍ଚ୍‌ କିଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri