ଅନ୍ତର୍ଜାତୀୟ

ମାନିଲେ ପାକିସ୍ତାନର ଆଇସିଜେ ଓକିଲ: କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ ନାହିଁ

ଇସ୍‌ଲାମାବାଦ,୪ା୯: ପ୍ରମାଣ ଅଭାବରୁ କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ପାକିସ୍ତାନର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଓକିଲ ଖଓ୍ବର କୁରେଶି ସ୍ବୀକାର କରିଛନ୍ତି। ଫଳରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଇସିଜେ ଯିବାକୁ ଧମକ ଦେଉଥିବା...

ଇମ୍ରାନଙ୍କଠାରୁ ଭଲ ଥିଲା ପାକିସ୍ତାନର ଲୁଟ୍‌ କରୁଥିବା ସରକାର

ଇସ୍‌ଲାମାବାଦ,୩।୯: ପାକିସ୍ତାନ ଜନତା ଏବେ ମହଙ୍ଗା ମାଡକୁ ନେଇ ଚେପା ହୋଇ ଗଲେଣି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଉଦ୍ୟୋଗପତି ସଭିଏଁ ପାକିସ୍ତାନର ମହଙ୍ଗା ବଜାରକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି। ଏହି ସମୟରେ ସେମାନେ କହିଛନ୍ତି ପ୍ରଧାନମନ୍ତ୍ରୀ...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି। କୁକରଟି ନିଜ ଭଙ୍ଗା ଗୋଡ଼କୁ କିପରି ଘୋଷାଡ଼ି ଘୋଷାଡ଼ି ଚାଲୁଛି ତାହା ଦେଖିବାକୁ...

ହାମାମାତସୁ ଏୟାର ବେସ୍‌ ବୁଲିଲେ ରାଜନାଥ

ଟୋକିଓ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାପାନ ଗସ୍ତରେ ଅଛନ୍ତି। ମଙ୍ଗଳବାର ସେଠାରେ ସେ ହାମାମାସତୁ ଏୟାର୍‌ ବେସ୍‌ ବୁଲି ଦେଖିଛନ୍ତି। ଏହି ସମୟରେ ସେ ଏଫ୍‌-୧୫ଯୁଦ୍ଧ ବିମାନ ଓ କାଓ୍ବାସାକି ପ୍ରଶିକ୍ଷଣ ବିମାନ ସମ୍ପର୍କରେ ସବିଶେଷ ତଥ୍ୟ ବୁଝିଥିଲେ।...

୬୨୦୦ ଫୁଟ ଉଚ୍ଚରେ ଚେତାଶୂନ୍ୟ ହୋଇପଡ଼ିଲେ ଟ୍ରେନର: ପ୍ରଥମ ଥର ବିମାନ ଅବତରଣ କଲେ ଛାତ୍ର

କାନବେରା,୩।୯: ଅଷ୍ଟ୍ରେଲିଆରେ ବିମାନ ଉଡାଣର ପ୍ରଶିକ୍ଷଣ ଦିଆଯାଉଥିବା ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମଝି ଆକାଶରେ ଜଣେ ଛାତ୍ରଙ୍କୁ ଏକ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। କାରଣ ପ୍ରଶିକ୍ଷଣ ଦେଉଥିବା ଟ୍ରେନର ୬୨୦୦ଫୁଟ ଉପରେ ଚେତାଶୂନ୍ୟ...

କାବୁଲରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ

କାବୁଲ,୩।୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। କେତେଗୁଡ଼ିଏ ଅନ୍ତଃରାଷ୍ଟ୍ରୀୟ ସଂଗଠନର କାର୍ଯ୍ୟାଳୟ ଥିବା ସ୍ଥାନରେ ଏହି...

ବାହାମାସରେ ତାଣ୍ଡବ ରଚିଲା ପରେ ଫ୍ଲୋରିଡା ମୁହାଁ ହେଉଛି ‘ଡୋରିଆନ୍‌’

ଓ୍ବାଶିଂଟନ,୩।୯: ସାମୁଦ୍ରିକ ଝଡ଼ ଡୋରିଆନ ବାହାମାସରେ ଲ୍ୟାଣ୍ଡଫଲ କରିବା ପରେ ସେଠାରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହେବା ସହ ପାଖାପାଖି ୧୩ ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଏବେ...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା ଦେଶ ମଧ୍ୟ କ୍ଷତି ସହିଥାଏ। ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତିସମ୍ପନ୍ନ...

ପାକିସ୍ତାନ ସହ ଆଲୋଚନାକୁ ଜୟଶଙ୍କରଙ୍କ ଖଣ୍ଡନ

ଲଣ୍ଡନ,୩ା୯(ପି.ଟି.): ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦୀଙ୍କୁ ନିଯୁକ୍ତି, ପ୍ରଶିକ୍ଷଣ ଓ ଆର୍ଥତ୍କ ସହାୟତା ଯୋଗାଇ ଆସୁଛି। ଏଥିରୁ ବିରତ ନ ହେବା ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବହିର୍ବ୍ୟାପାର...

ଜାପାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଟୋକିଓ,୨।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜାପାନ ଗସ୍ତରେ ଯାଇ ସୋମବାର ଟୋକିଓରେ ପହଞ୍ଚିଛନ୍ତି। ଦୁଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଁ ଜାପାନ ପ୍ରତିରକ୍ଷାମନ୍ତ୍ରୀ ତାକେସି ଇୱାୟାଙ୍କ ସହ ରାଜନାଥ ଆଲୋଚନା କରିଛନ୍ତି। ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ...

୩ ବର୍ଷ ପରେ କୁଳଭୂଷଣଙ୍କୁ ମିଳିଲା କନ୍‌ସୁଲାର ଆକ୍ସେସ: ସାକ୍ଷାତ୍‌କାର କଲେ ଡେପୁଟି ହାଇ କମିଶନର

ଇସ୍‌ଲାମାବାଦ,୨।୯: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ୩ ବର୍ଷ ପରେ କନ୍‌ସୁଲାର ଆକ୍ସେସ ମିଳିଛି। ସୋମବାର ଭାରତୀୟ ଡେପୁଟି ହାଇ କମିଶନର ଗୌରବ ଆଲୁଓ୍ବାଲିଆ କୁଳଭୂଷଣଙ୍କୁ ଭେଟିଛନ୍ତି। ହେଲେ ପାକିସ୍ତାନ ନିଜ ମନ୍ଦ ବୁଦ୍ଧିର ପରିଚୟ ଦେଇ...

ଡୋରିଆନ ସାମୁଦ୍ରିକ ଝଡ଼ ପାଇଁ ୬ଶହ ବିମାନ ବାତିଲ

ଓ୍ବାଶିଂଟନ,୨।୯: ମାଡି ଆସୁଛି ସାମୁଦ୍ରିକ ଝଡ଼ ଡୋରିଆନ। ଏହା ଉତ୍ତର ବାହାମସରେ ଲ୍ୟାଣ୍ଡଫଲ୍‌ କରିବାର ଅନୁମାନ କରାଯାଉଛି। ଏହା ଆମେରିକାରେ ତାଣ୍ଡବ ରଚିବ ବୋଲି କହିଛି ଆମେରିକା ପାଣିପାଗ ବିଭାଗ। ତେଣୁ ଏବେଠାରୁ ଆମେରିକାର ପ୍ରାୟ ୬ଶହ ବିମାନ ଉଡାଣକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri