ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ…
ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…
ପୁଣି ଟାର୍ଗେଟରେ ଜାଫର ଏକ୍ସପ୍ରେସ, ପେଶାଓ୍ବର ଯାଉଥିବା ଟ୍ରେନରେ ବିସ୍ଫୋରଣ
ପେଶାଓ୍ବର,୧୦।୮: ରବିବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେଶନ ନିକଟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ହଠାତ ବିସ୍ଫୋରଣ ଯୋଗୁ ଟ୍ରେନର ପାଞ୍ଚଟି ବଗି…
ଶେଷ ହୋଇନି ରୁଷିଆ-ୟୁକ୍ରେନ ଯୁଦ୍ଧ, ଆହୁରି ହେବ ଭୟଙ୍କର, ଜେଲେନ୍ସ୍କି କହିଲେ…
କ୍ୱିଭ୍,୧୦ା୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ରୁଷିଆ ସେନା ଗତ ୮ ଘଣ୍ଟା ଧରି ୟୁକ୍ରେନ ଉପରେ ପ୍ରବଳ ଆକ୍ରମଣ କରୁଛି। ଜେଲେନ୍ସ୍କି ଘୋଷଣା କରିବା ପରେ ରୁଷିଆର ବିମାନ ଆକ୍ରମଣ ତୀବ୍ର ହୋଇଥିଲା ଯେ,…
ହଠାତ୍ ପାକିସ୍ତାନରେ ଚହଳ, ଭାରତ କଲା…
ନୂଆଦିଲ୍ଲୀ,୧୦।୮: ଭାରତ ପାଇଁ ଏୟାରସ୍ପେସ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତୀୟ ବିମାନ ପାଇଁ ଏୟାରସ୍ପେସ ବନ୍ଦ କରିବା ଯୋଗୁଁ ପାକିସ୍ତାନ ଦୁଇ ମାସରେ 127 କୋଟି ଟଙ୍କାର କ୍ଷତି…
ଟ୍ରମ୍ପଙ୍କ ଟାରିଫକୁ ଦେଖି ଆମେରିକା ମନ୍ତ୍ରୀ କହିଲେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ
ଓ୍ବାଶିଂଟନ,୯।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଅଭିଯୋଗ କରିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଭାରତ ଏବଂ ଆମେରିକା ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ରଣନୈତିକ ପ୍ରୟାସକୁ ଦୁର୍ବଳ କରିଦେଇଛି। ସେ କହିଛନ୍ତି ଯେ…
ଭାରତ ଭଳି ଜବାବ ଦେଲା ଚାଇନା, ରୁଷିଆ ତେଲକୁ ନେଇ କହିଲା ଏମିତି କଥା
ବେଜିଂ,୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଟ୍ରମ୍ପ ପ୍ରଥମେ ଭାରତ ଉପରେ ମୋଟ ୫୦ ପ୍ରତିଶତ ପାରସ୍ପରିକ ଶୁଳ୍କ ଲାଗୁ କରିଥିଲେ ଏବଂ ପରେ ଚାଇନା ଉପରେ ମଧ୍ୟ ଦଣ୍ଡ…
ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ବଡ଼ ଝଟକା ଦେଲେ ଟ୍ରମ୍ପ, ଦୁଇ ଶତ୍ରୁ ଦେଶଙ୍କୁ କଲେ ଏକାଠି
ଓ୍ବାଶିଂଟନ,୯।୮: ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ଆମେରିକାର ମଧ୍ୟସ୍ଥତାରେ ଆଜରବାଇଜାନ ଏବଂ ଆର୍ମେନିଆ ଏକ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ଏହି ଶାନ୍ତି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦଶନ୍ଧି ଧରି ଚାଲିଥିବା ବିବାଦର ଅନ୍ତ…
ଗାଜା ଦଖଲ ଯୋଜନାକୁ ଇସ୍ରାଏଲ୍ର ମଞ୍ଜୁରୀ
ଜେରୁଜେଲମ୍,୯ା୮ : ଗାଜାର ଶାସକ ହମାସ୍ ଆତଙ୍କବାଦୀଙ୍କ ବିରୋଧରେ ୨୨ ମାସ ଧରି ଯୁଦ୍ଧ ଚଳାଇଥିବା ଇସ୍ରାଏଲ୍ ଏବେ ଗାଜା ସିଟିକୁ ସମ୍ପୂର୍ଣ୍ଣ ସେନା ଅକ୍ତିଆରକୁ ନେବା ପାଇଁ ଯାଉଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏହି ଯୋଜନାକୁ ଦେଶର ସୁରକ୍ଷା…
ଏହି ଦିନ ହେବ ଟ୍ରମ୍ପ-ପୁଟିନଙ୍କ ଭେଟ: ତାରିଖ, ସ୍ଥାନ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି
ଓ୍ବାଶିଂଟନ,୯।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଅଗଷ୍ଟ, ୨୦୨୫ରେ ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ତାରିଖ ଏବଂ ସ୍ଥାନ ଘୋଷଣା କରିଛନ୍ତି। ସେ ପୂର୍ବରୁ କହିଥିଲେ ଯେ ଏହି…
ଭାରତ ଉପରେ ଟାରିଫ୍ ଲାଗିବା ପରେ ପାକିସ୍ତାନର ଲାଗିଗଲା ଲଟେରୀ, ହେଲା ବଡ଼ ଫାଇଦା
ୱାଶିଂଟନ,୯।୮: ଆମେରିକା ଭାରତ ଉପରେ ଟାରିଫ୍ ଲାଗୁ କରିଛି। ଏହି ଟାରିଫ୍ ଯୋଗୁଁ ଭାରତର ବ୍ୟବସାୟୀମାନେ ଚିନ୍ତିତ ଥିବା ବେଳେ, ପାକିସ୍ତାନ ବଲ୍ଲେ ବଲ୍ଲେ ହୋଇଯାଇଛି। ପଞ୍ଜାବ ଏବଂ ହରିୟାଣାର ବାସୁମତୀ ଚାଷୀ ଏବଂ ରପ୍ତାନିକାରୀମାନେ ଏବେ ଗଭୀର ସମସ୍ୟାରେ ଅଛନ୍ତି।…
ପୁଟିନଙ୍କୁ ଧମକ ଦେଲେ ଟ୍ରମ୍ପ, ରଖିଲେ ବଡ଼ ସର୍ତ୍ତ, କହିଲେ…
ଓ୍ବାଶିଂଟନ,୯।୮: ଜାନୁଆରୀରେ ନିର୍ବାଚନ ଜିତିବା ପରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ସେ ପ୍ରଥମେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବେ। ତଥାପି, ନିର୍ବାଚନ ଜିତିବା ପରେ, ସେ ଅନେକ ଥର ରୁଷିଆ ରାଷ୍ଟ୍ରପତି…
ଭାରତ ଉପରେ ଲାଗିବନି ଟାରିଫ୍? ହେବାକୁ ଯାଉଛି ବଡ଼ ଭେଟ…
ନୂଆଦିଲ୍ଲୀ,୮।୮: ପାକିସ୍ତାନୀ ବିଶେଷଜ୍ଞ ମୁକ୍ତାଦର ଖାନ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ 25 ପ୍ରତିଶତ ଜରିମାନା ଲାଗୁ କରିବାକୁ ଯାଉଛନ୍ତି, ସେ ତାହାକୁ ଭାରତ ଉପରେ ଲାଗୁ ନ କରିପାରନ୍ତି ଏବଂ 25 ପ୍ରତିଶତ ଶୁଳ୍କ ମଧ୍ୟ…
Archives


