ଶେଖ ହାସିନା ଦୋଷୀ ସାବ୍ୟସ୍ତ: ମିଳିବ ଫାଶୀ
ଢାକା,୧୭।୧୧: ବାଂଲାଦେଶର ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଶେଖ ହାସିନାଙ୍କ ବିରୋଧରେ ଏକ ରାୟ ପ୍ରକାଶ କରିଛି। କୋର୍ଟ ତାଙ୍କୁ ଜୁଲାଇ ବିଦ୍ରୋହ ପାଇଁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ…
ପାଣି ପାଇଁ ଛଟପଟ ହେଲାଣି ଇରାନ, ଆରମ୍ଭ କଲା ‘ଅପରେଶନ ବର୍ଷା’
ତେହେରାନ,୧୭।୧୧: ଦଶନ୍ଧି ପରେ ପ୍ରଥମ ଥର ପାଇଁ ଇରାନ ଏକ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛି। ପରିସ୍ଥିତି ଏପରି ଖରାପ ହୋଇଛି ଯେ ସରକାର କ୍ଲାଉଡ ସିଡିଂ କିମ୍ବା କୃତ୍ରିମ ବର୍ଷା କରିବାକୁ ଯାଉଛନ୍ତି। ଶନିବାର, ଇରାନୀ ଅଧିକାରୀମାନେ ମେଘରେ ରାସାୟନିକ…
ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୪୨ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ
ରିୟାଧ,୧୭।୧୧: ସାଉଦି ଆରବରେ ସୋମବାର ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ମକ୍କାରୁ ମଦିନା ଯାଉଥିବା ଏକ ଯାତ୍ରୀବାହୀ ବସ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଛି। ଧକ୍କ୍ା ଫଳରେ ବସ୍ରେ ସଙ୍ଗେ ସଙ୍ଗେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ମର୍ମନ୍ତୁଦ…
‘ମୁଁ ବଞ୍ଚିଛି, ଆଉ ବଞ୍ଚି ରହିବି’, ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଏମିତି କହିଲେ ଶେଖ ହାସିନା, ୟୁନୁସଙ୍କୁ ଦେଲେ କଡ଼ା ବର୍ତ୍ତା
ଢାକା,୧୭।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଦେଶରେ ଏକ ଦେଶଦ୍ରୋହ ମାମଲା ସାମ୍ନା କରୁଛନ୍ତି, ଯାହାର ରାୟ ସୋମବାର ଆସିବାକୁ ଯାଉଛି। ସାରା ବାଂଲାଦେଶରେ ସୁରକ୍ଷା ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି, ଏବଂ ପରିସ୍ଥିତି ଆହୁରି ବିଗିଡ଼ିଲେ ପୋଲିସକୁ…
ICT ରାୟ ପୂର୍ବରୁ ଢାକାରେ ବୋମା ବିସ୍ଫୋରଣ, ହିଂସାତ୍ମକ ପ୍ରଦର୍ଶନକାରୀଙ୍କୁ ଦେଖିିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ
ଢାକା,୧୭।୧୧: ବାଂଲାଦେଶ ହିଂସାର ମାତ୍ର ଗୋଟିଏ ବର୍ଷ ପରେ, ଦେଶର ରାଜଧାନୀ ଢାକା ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ବୋମା ବିସ୍ଫୋରଣ ଅନେକ ସ୍ଥାନରେ ସ୍ଥାୟୀବାସିନ୍ଦାଙ୍କୁ ଭୟଭୀତ କରିଛି। ଢାକାରେ ହିଂସାତ୍ମକ ପ୍ରତିବାଦ ବଢ଼ିବାରେ ଲାଗିଛି। ପରିସ୍ଥିତି ଏବେ ଏପରି ଏକ…
ଭାରତ ବିରୋଧରେ ବିଷ ଓଗାଳୁଥିବା PAK ରାପର ଏବେ ଉଡ଼ାଇଲେ ତ୍ରିରଙ୍ଗା
ଇସଲାମାବାଦ,୧୭।୧୧: ରବିବାର (ନଭେମ୍ବର ୧୬) ନେପାଳରେ ଏକ କନସର୍ଟ ସମୟରେ ପାକିସ୍ତାନୀ ରାପର୍ ତଲହା ଅଞ୍ଜୁମ ମଞ୍ଚରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ବନ୍ଧୁତାର ବାର୍ତ୍ତା ଦେବା ପାଇଁ ଏହାକୁ ତାଙ୍କ ପିଠିରେ ରଖି ରାପ କରିଥିଲେ। ତଥାପି, ତଲହା…
ହାଇଆଲର୍ଟରେ ବାଂଲାଦେଶ: ଶେଖ ହାସିନାଙ୍କ ପୁଅ ଦେଲେ ଚେତାବନୀ
ଢାକା,୧୭।୧୧: ବାଂଲାଦେଶ ଆଜିକାଲି ରାଜନୈତିକ ଇତିହାସର ସବୁଠାରୁ ଉତ୍ତେଜନାପୂର୍ଣ୍ଣ ସମୟ ଦେଇ ଗତି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗ ସାରା ଦେଶରେ ଅସ୍ଥିରତା ବୃଦ୍ଧି କରୁଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ…
ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ନେଟ୍ଓ୍ବର୍କର ପର୍ଦ୍ଦାଫାଶ: ୫ ଗିରଫ
ଚଣ୍ଡିଗଡ଼,୧୭ା୧୧(ପି.ଟି.): ପଞ୍ଜାବ ପୋଲିସ ୬ଟି ଅତ୍ୟାଧୁନିକ ପିସ୍ତଲ ଏବଂ ୧.୧୦ କେ.ଜି. ହେରୋଇନ୍ ସହ ୫ ଜଣଙ୍କୁ ଗିରଫ କରିବା ଫଳରେ ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟ୍ଓ୍ବର୍କର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ପରିଚାଳକମାନଙ୍କ…
ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା
ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍ ଜି ଆନ୍ଦୋଳନ ଜୋର୍ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର ବିକ୍ଷୋଭକାରୀ ଶନିବାର ‘ଜେନେରେଶନ ଜି’ ବ୍ୟାନରରେ ହିଂସା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅପରାଧ,…
ମହାକାଶକୁ କାହିଁକି ମୂଷା ପଠାଇଲା ଚାଇନା? ଏହି ସ୍ବତନ୍ତ୍ର ମିଶନ ପଛରେ ଡ୍ରାଗନର କ’ଣ ରହସ୍ୟ ଅଛି? ଜାଣନ୍ତୁ…
ବେଜିଂ,୧୬।୧୧: ଚାଇନା ପୁଣିଥରେ ବିଶ୍ୱକୁ ତା’ର ସଫଳତା ସହିତ ଆଶ୍ଚର୍ଯ୍ୟ କରିଛି। ଚାଇନାର ସେନଝୋ-୨୧ ମହାକାଶ ମିଶନରୁ ସମ୍ପ୍ରତି ଫେରିଥିବା ଜୈବିକ ନମୁନାଗୁଡ଼ିକ ଶନିବାର (ନଭେମ୍ବର ୧୫, ୨୦୨୫) ପ୍ରତ୍ୟୁଷରେ ବେଜିଂର ସ୍ପେସ ଆପ୍ଲିକେସନ ଇଞ୍ଜିନିୟରିଂ ସେଣ୍ଟରରେ ପହଞ୍ଚିଛି। ଗ୍ଲୋବାଲ ଟାଇମ୍ସ…
ଯୁଦ୍ଧ ସଙ୍କେତ ଦେଲାଣି ପାକିସ୍ତାନ! ଦିଲ୍ଲୀ ବିସ୍ଫୋରଣ ପରେ ବଡ଼ ଦାବି କଲେ ବଲୁଚ କର୍ମୀ
ଇସଲାମାବାଦ,୧୬।୧୧: ଶନିବାର ବାଲୁଚ ମାନବାଧିକାର କର୍ମୀ ମୀର ୟାର ବାଲୁଚ ଦାବି କରିଛନ୍ତି ଯେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ହୋଇଥିବା ସମ୍ପ୍ରତିକ କାର୍ ବୋମା ଆକ୍ରମଣ ଏବଂ ଶ୍ରୀନଗରରେ ଦୁର୍ଘଟଣାଜନିତ ବିସ୍ଫୋରଣ ପାକିସ୍ତାନ ଦ୍ୱାରା ‘ଯୁଦ୍ଧ ଘୋଷଣା’ ସହିତ ସମାନ।…
ସ୍ପଷ୍ଟ କଲେ ହସିନା, ଏହିଦିନ ଫେରିବେ ବାଂଲାଦେଶ! କହିଲେ ଏମିତି କଥା
ଢାକା,୧୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ବାଂଲାଦେଶରେ ଚାଲିଥିବା ଅସ୍ଥିରତା, ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଏବଂ ଦେଶରେ ଏକ ଅନିର୍ବାଚିତ, ଉଗ୍ରବାଦୀ-ସମର୍ଥିତ ଶାସନର ଉତ୍ଥାନକୁ…
Archives


