ଅନ୍ତର୍ଜାତୀୟ

ଭାରତକୁ ବଡ ଅଫର ଦେଲା ରୁଷିଆ, ଚାଇନା, ପାକିସ୍ତାନର ହଜିଲା ନିଦ

ନୂଆଦିଲ୍ଲୀ,୨୦।୧୧: ଆସନ୍ତା ମାସରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ମସ୍କୋ ନୂଆଦିଲ୍ଲୀକୁ ଏକ ବଡ଼ ସାମରିକ ପ୍ରସ୍ତାବ ଦେଇଛି। ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା…

Epstein Files: ଖୋଲିବ ବିଶ୍ୱର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଫାଇଲ, ଜାଣନ୍ତୁ ଏହା କ’ଣ ଯେଉଁଥିରେ ଆସୁଛି ଟ୍ରମ୍ପଙ୍କ ନାମ

ଓ୍ବାଶିଂଟନ,୨୦।୧୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଏପଷ୍ଟାଇନ ଫାଇଲ୍ସ ଟ୍ରାନ୍ସପରେନ୍ସି ଆକ୍ଟ’ରେ ସ୍ବାକ୍ଷର କରିଛନ୍ତି। ଏହା ପରେ, ନ୍ୟାୟ ବିଭାଗକୁ ୩୦ ଦିନ ମଧ୍ୟରେ ଜେଫ୍ରି ଏପଷ୍ଟାଇନଙ୍କ ଯୌନ ଅପରାଧ ଏବଂ ୨୦୧୯ ଜେଲରେ ତାଙ୍କ ମୃତ୍ୟୁର ତଦନ୍ତ ସହିତ ଜଡିତ…

ନେପାଳରେ ପୁଣି ବ୍ୟାପିଲା ହିଂସା? ଲାଗିଲା କର୍ଫ୍ୟୁ

କାଠମାଣ୍ଡୁ,୨୦।୧୧: ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ କର୍ଫ୍ୟୁ…

ମସ୍କ-ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଥମିଲା : କହିଲେ, ‘Thank You’

ଓ୍ବାଶିଂଟନ୍‌,୨୦।୧୧: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ (MBS) ଆମେରିକା ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଏବଂ ରଣନୈତିକ ଆଲୋଚନା ପାଇଁ ବିଶ୍ୱସ୍ତରୀୟ ଚର୍ଚ୍ଚାରେ ସ୍ଥାନ ପାଇଥିଲେ। କିନ୍ତୁ ଏହି ଗସ୍ତର ଗୋଟିଏ ଚିତ୍ର ସୋସିଆଲ ମିଡିଆରେ…

ଭାରତ-ଆମେରିକା ମଧ୍ୟରେ ହୋଇଗଲା ମେଗା ଡିଲ୍‌: ଚାହିଁରହିଗଲା ପାକିସ୍ତାନ

ଓ୍ବାଶିଂଟନ୍‌,୨୦।୧୧: ଆମେରିକା ଭାରତ ପାଇଁ ୯୩ ନିୟୁତ ଡଲାରର ଏକ ସାମରିକ ପ୍ୟାକେଜ ମଞ୍ଜୁର କରିଛି। ଏହା ଦ୍ୱାରା ଭାରତ ଜାଭେଲିନ ଆଣ୍ଟି-ଟ୍ୟାଙ୍କ ମିସାଇଲ ଏବଂ ଏକ୍ସକାଲିବର ପ୍ରିସିସନ-ଗାଇଡେଡ ଆର୍ଟିଲାରୀ ରାଉଣ୍ଡର ଏକ ନୂତନ ବ୍ୟାଚ କିଣିପାରିବ। ଏହି ଅନୁମୋଦନ ଅନୁଯାୟୀ,…

ତୁର୍କୀ ଛୁଟିରେ ଯାଇଥିବା ଭାରତୀୟ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ: ‘କୀଟନାଶକ’ ପାଇଁ ମୃତ୍ୟୁ ସନ୍ଦେହ

ନୂଆଦିଲ୍ଲୀ,୧୯।୧୧: ତୁର୍କୀର ଇସ୍ତାନବୁଲକୁ ଛୁଟି କାଟିବାକୁ ଯାଇଥିବା ଜର୍ମାନୀରେ ରହୁଥିବା ତୁର୍କୀ-ଜର୍ମାନୀୟ ବଂଶୋଦ୍ଭବ ଏକ ପରିବାରର ଚାରି ଜଣ ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ରହସ୍ୟମୟ ହୋଇଛି । ମୃତକମାନେ ହେଲେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ନାବାଳକ ପିଲା…

ସୁନ୍ଦର ପିଚାଇଙ୍କ ଚେତାବନୀ: AI କାରଣରୁ ଗୁଗଲ୍ ସମେତ କୌଣସି ଟେକ୍ କମ୍ପାନୀ ସୁରକ୍ଷିତ ନୁହଁନ୍ତି

ନୂଆଦିଲ୍ଲୀ,୧୯।୧୧: ଗୁଗଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସୁନ୍ଦର ପିଚାଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଥିବା ଅତ୍ୟଧିକ ଉତ୍ସାହ ଏବଂ ନିବେଶକୁ ନେଇ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ବର୍ତ୍ତମାନର ଏହି ‘AI ବବଲ୍’…

ଇଣ୍ଟରପୋଲ୍ ସହାୟତାରେ ଭାରତରୁ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶର ପ୍ରସ୍ତୁତି

ଭୁବନେଶ୍ୱର,୧୯।୧୧: ମାନବିକତା ବିରୋଧୀ ଅପରାଧ ମାମଲାରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଏବଂ ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାଦୁଜାମାନ୍ ଖାନ୍ କମଲଙ୍କୁ ଢାକା ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯିବା ପରେ, ବାଂଲାଦେଶର ଅନ୍ତରୀଣ ମହମ୍ମଦ ୟୁନୁସ୍ ପ୍ରଶାସନ…

ଦିଲ୍ଲୀ ବ୍ଲାଷ୍ଟକୁ ନେଇ ଭାରତ-ଋଷିଆ ଭିତରେ ବଡ଼ ଡିଲ୍‌, ପାକିସ୍ତାନ ଛାତିରେ ଛନକା

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ, ରୁଷ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରସ୍ତାବ ଦେଇଛି ଯାହା ପାକିସ୍ତାନର ଚିନ୍ତା ବଢ଼ାଇଛି। ମସ୍କୋ ଏହାର ସବୁଠାରୁ ଉନ୍ନତ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ, Su-57E ର ଏକ…

ଭୟରେ ଥରିଲା ପାକିସ୍ତାନ: ଭାରତ ପୁଣି କରିପାରେ….

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସାମ୍ପ୍ରତିକ ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି। ସେ କହିଛନ୍ତି, ଅପରେଶନ ସିନ୍ଦୂର କେବଳ ଏକ ଟ୍ରେଲର ଥିଲା। ଏହି ବୟାନ ପାକିସ୍ତାନରେ ବିମାନ ଆକ୍ରମଣର ଆଶଙ୍କାକୁ ପୁନର୍ବାର ସୃଷ୍ଟି କରିଛି।…

କ୍ୟାମ୍ବ୍ରିଜ ଡିକ୍ସନାରିରେ ବର୍ଷର ଶ୍ରେଷ୍ଠ ଶବ୍ଦ ‘ପାରାସୋସିଆଲ’: ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୯ା୧୧:କ୍ୟାମ୍ବ୍ରିଜ ଡିକ୍ସନାରିରେ ୨୦୨୫ ବର୍ଷର ଓ୍ବାର୍ଡ ଅଫ୍‌ ଦି ଇୟର ଭାବେ ମାନ୍ୟତା ପାଇଛି ‘ପାରାସୋସିଆଲ’, ଯାହାର ଅର୍ଥ ହେଉଛି ସେଲିବ୍ରିଟିଙ୍କ ପ୍ରତି ଏକତରଫା ଆକର୍ଷଣ। ଯଦି ଜଣେ ବ୍ୟକ୍ତି ଏଭଳି କୌଣସି ସେଲିବ୍ରିଟି, କାଳ୍ପନିକ ଚରିତ୍ର କିମ୍ବା ସାଧାରଣ ଜୀବନରେ…

ଏପଟେ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ, ସେପଟେ ଭାରତରେ ଅଚାନକ ପହଞ୍ଚିଲେ ବାଂଲାଦେଶର…

ଢାକା,୧୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଶେଖ ହାସିନାଙ୍କ ମୃତ୍ୟୁଦଣ୍ଡ ପରେ, ବାଂଲାଦେଶ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ମହମ୍ମଦ ୟୁନୁସଙ୍କ ବିରୋଧରେ କ୍ରୋଧ ବୃଦ୍ଧି ପାଇଛି। ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ହାସିନାଙ୍କ ନିଜ ଘର ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri