ଗାଡିରେ ବସି ଜଳନ୍ତା ସିଗାରେଟ୍ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା
ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ ସେଠାକାର ସରକାର ଗାଡି ଡ୍ରାଇଭର ଏବଂ ଯାତ୍ରୀଙ୍କ ପାଇଁ ଏକ ନୂଆ ନିୟମ...
୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର
ଇସଲାମାବାଦ୍,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ ସାଗରରେ ମାଛ ଧରୁଥିବା ସମୟରେ ୨ଟି ସବା ପ୍ରଜାତିର ମାଛ ଧରିଥିଲେ। ଏହି...
ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ
ସିଡ୍ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ପରିବେଶବିତ୍ମାନେ ମତାମତ ଦେଇଛନ୍ତି। ଏବେ ଜଳାପୋଡ଼ା ଗଛ...
ମହାକାଶ ଯାନ ଖରାପ ହେଲେ ଜୀବନ ବଞ୍ଚାଇବ କ୍ରୁ ଡ୍ରାଗନ
ଓ୍ବାଶିଂଟନ, ୨୦।୧: ଏଣିକି ମହାକାଶ ମିଶନରେ କିଛି ଯାନ୍ତ୍ରିକ ଅସୁବିଧା ଉପୁଜିଲେ ଭୟ କରିବାର ନାହିଁ। ମହାକାଶ ଯାନ ଖରାପ ହେଲେ କିଭଳି ମହାକାଶଚାରୀଙ୍କ ଜୀବନ ବଞ୍ଚାଯାଇ ପାରିବ ତାହା ସଫଳତାର ସହିତ ନାସା ପକ୍ଷରୁ ପରୀକ୍ଷା କରାଯାଇଛି। ମହାକାଶ...
ଟେକ୍ସାସ ଗୁଳିକାଣ୍ଡ: ୨ ମୃତ, ୫ ଆହତ
ସାନ୍ ଅନଟୋନିଓ,୨୦।୧: ଆମେରିକାର ସାନ୍ ଅନଟୋନିଓରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସମୟରେ ଜଣେ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଜଣଙ୍କର...
ଅପହୃତ ୧୯ ଭାରତୀୟ ମୁକୁଳିଲେ
ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୫ରେ ଏମ୍ଟି ଡ୍ୟୁକ୍...
ସିଏଏ ଅନାବଶ୍ୟକ, କିନ୍ତୁ …
ଦୁବାଇ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି। ତେବେ ଏଭଳି ଆଇନର ଆବଶ୍ୟକତା ନ ଥିଲା ବୋଲି ସେ ମତ ଦେଇଛନ୍ତି।...
ଭାରତକୁ ଧମକ ଦେଲେ ଇମ୍ରାନ: ଏବେ ଆମେ ଚୁପ୍ ବସିବୁ ନାହିଁ
ଇସଲାମାବାଦ,୧୯।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ଧମକ ଦେଇଛନ୍ତି। ରବିବାର ଇମ୍ରାନ ଟୁଇଟ୍ କରି କହିଛନ୍ତି, ମୁଁ ଭାରତ ଏବଂ ବିଶ୍ୱସମୁଦାୟକୁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛିି, ଏଲଓସିରେ ଭାରତ ଆକ୍ରମଣ ଜାରି ରଖିଲେ ପାକିସ୍ତାନ ଚୁପ ବସିବ...
ସେନା ଶିବିର ଉପରେ ମିଶାଇଲ୍, ଡ୍ରୋନ ଆକମଣ: ୮୦ ମୃତ
ଦୁବାଇ,୧୯।୧: ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ଆତଙ୍କବାଦୀଙଞ୍କ ପକ୍ଷରୁ ମିସାଇଲ ଏବଂ ଡ୍ରୋନ ମାଡ ହୋଇଛି। ନମାଜ ପାଠବେଳେ ଏହି ଆମଣ କରାଯାଇଥିଲା। ଏହି ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ...
ସିଏଏ, ଏନ୍ଆର୍ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା
ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଦେଶ ବାହାରୁ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି।...
ପ୍ରିନ୍ସ ହ୍ୟାରୀ ଆଉ ବ୍ୟବହାର କରିପାରିବେ ନାହିଁ ରାଜକୀୟ ଉପାଧି
ଲଣ୍ଡନ,୧୯।୧: ବ୍ରିଟେନର ରାଜ ପରିବାର ଛାଡିବାକୁ ନିଷ୍ପତ୍ତି ନେଇଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ଏଣିକି ଆଉ ରାଜକୀୟ ଉପାଧି ଓ ରାଜକୋଷ ବ୍ୟବହାର କରିପାରିବେ ନାହିଁ ବୋଲି ବଙ୍କିଙ୍ଗ ହାମ ପ୍ୟାଲେସ ପକ୍ଷରୁ ସୂଚନା...
ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ
ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ ମିଡିଆ ଦ ସନରେ ଏହି ଖବର ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ,...
Archives


