କରୋନାର ସୁପର ସ୍ପ୍ରେଡର ଆମେରିକା ଔଷଧ କମ୍ପାନୀ
ବୋଷ୍ଟନ,୧୪ା୪: ଆମେରିକାର ପ୍ରମୁଖ ଔଷଧ କମ୍ପାନୀ ‘ବାୟୋଜେନ୍’କୁ କରୋନା ଭୂତାଣୁର ସୁପର ସ୍ପ୍ରେଡର (ସର୍ବାଧିକ ସଂକ୍ରମଣ କରାଇଥିବା ସଂସ୍ଥା) ବୋଲି କୁହାଯାଉଛି। ମାର୍ଚ୍ଚ ପ୍ରଥମ ସୋମବାର ପର୍ଯ୍ୟନ୍ତ ଏହି କମ୍ପାନୀରେ ସବୁକିଛି ଠିକ୍ଠାକ୍ ଥିବା କୁହାଯାଉଥିଲା। ଦୀର୍ଘବର୍ଷ ପରେ କମ୍ପାନୀର...
ଚିନ୍ତା ବଢାଇଛି ଆଣବିକ ବିକିରଣ ଯୋଗୁ ଲାଗିଥିବା ନିଆଁ
କିଭ,୧୩।୪: ୟୁକ୍ରେନର ଚେର୍ନୋବିଲ ଆଣବିକ କାରଖାନାର ପରିତ୍ୟକ୍ତ ଅଞ୍ଚଳରେ ଲାଗିଥିବା ନିଆଁ ଏବେ ଚିନ୍ତାର କାରଣ ପାଲଟିଛି। ଏହାକୁ ଆୟତ୍ତ କରିବାକୁ ଶହ ଶହ ଅଗ୍ନିଶମ କର୍ମଚାରୀ ସଂଘର୍ଷ ଜାରି ରଖିଛନ୍ତି। ଏହି ନିଆଁ ଉକ୍ତ ଅଞ୍ଚଳରେ ବିକିରଣ ସୃଷ୍ଟି...
କରୋନା ସଙ୍କଟରେ ଆତଙ୍କବାଦୀଙ୍କ ବ୍ଲୁ-ପ୍ରିଣ୍ଟ୍: ଚାକିରି ହରାଇଥିବା ଯୁବବର୍ଗଙ୍କୁ ସଂଗଠନରେ ସାମିଲ କରିବାକୁ ଯୋଜନା କରୁଛନ୍ତି ଜୈଶ୍-ଲଶ୍କର-ହିଜବୁଲ୍ ମୁଜାହିଦ୍ଦିନ୍
ବ୍ରସେଲ୍ସ୍,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବହୁ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ଫଳରେ ବହୁ ଯୁବବର୍ଗ ଚାକିରି ହରାଇ ବେକାର ରହିଛନ୍ତି। ଏପରିସ୍ଥଳେ ଜୈଶ୍, ଲଶ୍କର ଏବଂ ହିଜବୁଲ୍ ମୁଜାହିଦ୍ଦିନ୍ ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କ ବ୍ରେନ୍ ଡ୍ରେନ୍...
କରୋନାରେ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପରଲୋକ
ଓ୍ବାଶିଂଟନ,୧୩।୪: ରିପବ୍ଲିକାନ ପାର୍ଟିର ସବୁଠାରୁ ବଡ ସପୋର୍ଟର ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟେନଲି ଚେରାଙ୍କର କରୋନା ସଂକ୍ରମଣରେ ରବିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନ୍ୟୁୟର୍କରେ ଜଣେ ବଡ ରିୟଲ ଇଷ୍ଟେଟ ବ୍ୟବସାୟୀ...
କରୋନା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଣମାଧ୍ୟମ ଶିଳ୍ପ: ସରକାରୀ ସହାୟତା ଅପରିହାର୍ଯ୍ୟ
ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ଦେଖାଦେଇଛି ଆର୍ଥିକ ମାନ୍ଦାବସ୍ଥା। ଏହାଯୋଗୁ ବିଭିନ୍ନ ଗଣମାଧ୍ୟମ ଶିଳ୍ପ ଅଧିକ ପ୍ରଭାବିତ ହୋଇଛନ୍ତି। ୨୦୦ରୁ ଅଧିକ ଦେଶରେ କରୋନା ସଂକ୍ରମଣ ଯୋଗୁ ପ୍ରାୟ ୯୦ଟି ଦେଶରେ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଫଳରେ...
କରୋନା ସଂକ୍ରମଣ: ସହାୟତାର ହାତ ବଢ଼ାଇଲା ଗୁପ୍ତଚର ସଂସ୍ଥା
ତେଲଅଭିଭ୍,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇସ୍ରାଏଲ୍ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏଭଳି...
କରୋନା ଆର୍ଥିକ ମାନ୍ଦାବସ୍ଥାରେ ବି ବାଜି ଲଗାଇ ଲାଭ: ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଲେ ବିଲ୍ ଅକ୍ମ୍ୟାନ୍
ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ତେବେ ଜଣେ ବ୍ୟକ୍ତି ୨୭୦ ଲକ୍ଷ ଡଲାର ନିବେଶ କରି ୨୬୦ କୋଟି ଡଲାର ପାଇଛନ୍ତି। ଏହା ବିଶ୍ୱାସ ନ ହେଲେ ବି ସତ। ଏପରି ଅଭିଜ୍ଞତା...
କରୋନା ଭୂତାଣୁ ଉପରେ ପରୀକ୍ଷା ହେଉଥିବା ଲ୍ୟାବ୍କୁ ମିଳୁଥିଲା ଆମେରିକା ଅନୁଦାନ: ଏଠାରୁ ବ୍ୟାପିଥିଲା ସଂକ୍ରମଣ !
ବେଜିଂ,୧୩।୪: ଚାଇନାର ଉହାନ ସହର ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିର ଏକ ଲ୍ୟାବ୍ରେ କରୋନା ସଂକ୍ରମଣ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା। ଏଠାରୁ ସଂକ୍ରମଣ ୩୦ କିଲୋମିଟର ଦୂରରେ ଥିବା ମାଂସ ବଜାରରେ ହୋଇଥିଲା। ପରେ ସଂକ୍ରମିତଙ୍କ ସଂଖ୍ୟା...
୬ ମାସର ଶିଶୁ କରୋନା ପଜିଟିଭ୍
ଲଣ୍ଡନ,୧୩।୪: ପୂର୍ବରୁ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟା ଭୋଗୁଥିବା ୬ମାସର ଶିଶୁ ଏବେ କରୋନାରେ ସଂକ୍ରମିତ। କରୋନାରେ ସଂକ୍ରମିତ ହେବା ପରେ ଉକ୍ତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଛି। ସୂଚନାଯୋଗ୍ୟ, ବ୍ରିଟେନର ଗ୍ରେଟ ମଞ୍ଚେଷ୍ଟରରେ ରହୁଥିବା ଜଣେ ୬ମାସର...
ବିମାନ ଦୁର୍ଘଟଣାରେ ୨ ପାକ୍ ସେନା ପାଇଲଟ ନିହତ
ରାଓ୍ବଲପିଣ୍ଡି,୧୩।୪: ପାକିସ୍ତାନ ସେନାର ମୁସକ ପ୍ରଶିକ୍ଷଣ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ସେନା ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଗୁଜରାଟ ନିକଟରେ ହୋଇଥିବା ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସେସ୍ ପବ୍ଲିକ...
ଭେଣ୍ଟିଲେଟରରେ ଅଧିକ କରୋନା ସଂକ୍ରମିତଙ୍କ ଘଟୁଛି ମୃତ୍ୟୁ !
ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟରର ସହାୟତା ନିଆଯାଉଛି। ତେବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଅନ୍ୟ ରୋଗ ତୁଳନାରେ କରୋନା ସଂକ୍ରମିତଙ୍କର ଅଧିକ ସଂଖ୍ୟାରେ ଭେଣ୍ଟିଲେଟରରେ...
କରୋନା ଭୂତାଣୁ ସଂକ୍ରମଣ ବି କରୁଛି ଲାଭାନ୍ବିତ: ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ଆଣିଦେଇଛି ନୂଆ ସୁଯୋଗ
ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କରୋନା ଭୂତାଣୁ ସଂକ୍ରମଣ ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ନୂଆ ସୁଯୋଗ ଆଣିଦେଇଛି।...
Archives


