ସମୁଦ୍ରକୁ ରେଡିଓଆକ୍ଟିଭ୍ ଜଳ ଛାଡ଼ିବ ଜାପାନ
ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ...
ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍
ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର ସାଇବର ସୁରକ୍ଷା ଏବଂ ଇନଫ୍ରାଷ୍ଟକଚର ସିକ୍ୟୁରିଟି ଏଜେନ୍ସିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।...
ପୁଟିନ୍ଙ୍କ ବିରୋଧରେ ଆଜୀବନ ହେବନି କୌଣସି ମାମଲା ଦାଏର
ମସ୍କୋ,୧୮।୧୧: ରୁଷ୍ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ବିରୋଧରେ ଆଜୀବନ କୌଣସି ମାମଲା ଦାଏର କରାଯାଇ ପାରିବ ନାହିଁ। ଏନେଇ ରୁଷ୍ ସଂସଦରେ ଏକ ବିଲ୍ ଅନୁମୋଦିତ ହୋଇଛି। ନିମ୍ନ ସଦନ ଡୁମାରେ ଏହି ବିଲ୍ ପାସ୍ ହୋଇଛି। ବିଲ୍ ଅନୁସାରେ...
ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍ କରି ଫଶିଲେ ଧର୍ମଗୁରୁ ପୋପ ଫ୍ରାନ୍ସିସ
ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିସଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ବ୍ରାଜିଲର ବିକିନି ପିନ୍ଧା ମଡେଲଙ୍କ ଫଟୋକୁ ଲାଇକ୍ କରିଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ଦ୍ୱାରା ଏପରି ଫଟୋକୁ ପସନ୍ଦ କରିବା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥି...
ଭାରତ ସରକାରଙ୍କୁ ଦୋଷାରୋପ କରିବାକୁ ଯାଇ ନିଜ ସରକାରକୁ ପରିହାସ କରିପକାଇଲେ ଇମ୍ରାନଙ୍କ ମନ୍ତ୍ରୀ
ଇସ୍ଲାମାବାଦ,୧୭ ।୧୧: ପାକିସ୍ତାନର ନେତା ସବୁବେଳେ ଭାରତ ଉପରେ ମନଗଢା ଅଭିଯୋଗ ଆଣିବାକୁ ପ୍ରୟାସ କରିଥାଆନ୍ତି । ଇମ୍ରାନ ଖାଁଙ୍କ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ । ସେ ସବୁବେଳେ ଚେଷ୍ଟା କରୁଥାଆନ୍ତି ଭାରତକୁ...
ପ୍ରେମରେ ପଡିଛନ୍ତି ସୁନ୍ଦରୀ ରାଜକୁମାରୀ, ବିବାହ ପାଇଁ କରୁଛନ୍ତି ଭୟ
ଟୋକିଓ,୧୭।୧୧: ଜାପାନର ସୁନ୍ଦରୀ ରାଜକୁମାରୀ ମାକୋ ପ୍ରେମରେ ପଡିଛନ୍ତି। ଦେଶର ସାଧାରଣ ନାଗରିକ କେ କୋମୁରୋଙ୍କୁ ପ୍ରେମ କରି ବସିଛନ୍ତି ସେ। ଜାପାନର ସମୁଦ୍ର କୂଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କାର୍ଯ୍ୟ କରୁଛନ୍ତି କୋମୁରୋ।ଜାପାନର ସମ୍ରାଟ ଆକିହିତୋଙ୍କ ନାତୁଣୀ ଏବଂ...
ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା
ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି ।...
ରାମାୟଣ, ମହାଭାରତ ଶୁଣି ବିତିଥିଲା ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ପିଲାଦିନ
ଓ୍ବାଶିଂଟନ,୧୭।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ନିଜ ପୁସ୍ତକ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ପୁସ୍ତକରେ କହିଛନ୍ତି ଯେ ତାଙ୍କ ମନରେ ଭାରତ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। କାରଣ ସେ ପିଲାଦିନେ ଇଣ୍ଡୋନେସିଆରେ...
ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ , ଝିଅ କହିଲେ ଏମିତି..
ଜ୍ୱାଇଁଙ୍କ ସନ୍ତାନକୁ ଜନ୍ମ ଦେଲେ ଶାଶୁ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବିି ସତ। ଏପରି ଏକ ଘଟଣା ଘଟିଛି ଆମେରିକାର ସିକାଗୋରେ। ସେଠାରେ ରହୁଥିବା ଜୁଲି ତାଙ୍କ ନାତିଙ୍କୁ ଜନ୍ମ ଦେଇଛନ୍ତି। ଜୁଲିଙ୍କ ଝିଅ ବ୍ରିଆନାଙ୍କ ଗର୍ଭଧାରଣରେ ବିଭିନ୍ନ...
ବିଳିବିଳାଉଛନ୍ତି ଟ୍ରମ୍ପ!
ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା ପାର କରି ସାରିଛନ୍ତି । ତେଣୁ ତାଙ୍କୁ ଆମେରିକାର ଭବିଷ୍ୟତ ରାଷ୍ଟ୍ରପତି କୁହାଯାଉଛି...
୭୦ରୁ ଅଧିକ ତାଲିବାନ୍ କମାଣ୍ଡର-୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
କାବୁଲ,୧୬।୧୧: ଆଫଗାନିସ୍ତାନରେ ଗତ ୨୫ ଦିନ ମଧ୍ୟରେ ୭୦ରୁ ଅଧିକ ତାଲିବାନ କମାଣ୍ଡର ଏବଂ ୧୫୨ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି। ହେଲମଣ୍ଡରେ ୨୦ ଜଣ କମାଣ୍ଡର...
୪ ଜଣଙ୍କୁ ମହାକାଶକୁ ପଠାଇଲା ସ୍ପେସ୍ ଏକ୍ସ୍
ଫ୍ଲୋରିଡ଼ା,୧୬।୧୧: ନାସା ଏବଂ ଏସ୍ପସ୍ ଏକ୍ସ୍ର ମିଳିତ ଉଦ୍ୟମରେ ୪ ମହାକାଶ ଯାତ୍ରୀଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ସେମାନଙ୍କୁ ଫାଲକନ୍ ରକେଟରେ ମହାକାଶକୁ ପଠାଯାଇଛି। ମହାକାଶଚାରୀଙ୍କ ମଧ୍ୟରେ ଶାନ୍ନୋନ ଓ୍ବାକର, ଭିକ୍ଟର...
Archives


