ଅନ୍ତର୍ଜାତୀୟ

ଟ୍ରମ୍ପ୍‌ ପୁଣି ଫେଲ୍‌: ଓ୍ବିସକୋନସିନ୍‌ ଭୋଟ ଗଣନାରେ ବାଇଡେନ୍‌ ବିଜୟୀ,ପାଣିରେ ପଡ଼ିଲା ୩୦ ଲକ୍ଷ ଡଲାର

ଓ୍ବାଶିଂଟନ,୩୦।୧୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବିରୋଧରେ କରିଥିବା ଦାବିରେ ପୁଣି ଅସଫଳ ହୋଇଛନ୍ତି। ସେ ଓ୍ବିସକୋନସିନ୍‌ ରାଜ୍ୟର ୨ଟି ବଡ଼ କାଉଣ୍ଟିର ଭୋଟ ଗଣନା ପୁଣିଥରେ କରିବାକୁ କହିଥିଲେ। ତେବେ ଏଥିରେ ମଧ୍ୟ ଟ୍ରମ୍ପ୍‌ଙ୍କୁ ସଫଳତା...

ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍‌

ଓ୍ବାଶିଂଟନ,୩୦।୧୧: ଚଳିତ ବର୍ଷ ନଭେମ୍ବର ୩ରେ ଆମେରିକାରେ ହୋଇଥିବା ନିର୍ବାଚନ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣିଥରେ ମୁହଁ ଖୋଲିଛନ୍ତି। ଆମେରିକା ଇତିହାସରେ ଏହା ସବୁଠାରୁ ଅସୁରକ୍ଷିତ ଘଟଣା ବୋଲି ଟ୍ରମ୍ପ୍‌ କହିଛନ୍ତି। ଏହା ସହିତ ଓ୍ବିସକୋନସିନ୍‌ର ୨ଟି କାଉଣ୍ଟିର...

୧୧୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କବାଦୀ

ଆବୁଜା,୩୦।୧୧: ଆତଙ୍କବାଦୀମାନେ ୧୧୦ ଜଣ ସାଧାରଣ ଲୋକଙ୍କ ମୁଣ୍ଡକାଟି ହତ୍ୟା କରିଛନ୍ତି। ଏଭଳି ଅମାନବୀୟ ଘଟଣା ନାଇଜେରିଆରେ ଘଟିଛି। ଆତଙ୍କବାଦୀ ସଂଗଠନ ବୋକା ହାରାମ ପକ୍ଷରୁ ଏଭଳି କରାଯାଇଥିବା କୁହାଯାଉଛି। ଆତଙ୍କବାଦୀମାନେ ଲୋକଙ୍କର ହାତଗୋଡ଼ ବାନ୍ଧି ମୁଣ୍ଡ କାଟିଥିବା ଜାତିସଂଘର...

ଜୋ ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇପାରନ୍ତି ଆଉ ଜଣେ ଭାରତୀୟ-ଆମେରିକୀୟ

ୱାଶିଂଟନ,୩୦ ।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଟିମ୍‌ରେ ଅଧିକରୁ ଅଧିକ ଭାରତୀୟ ମୂଳ ବାସିନ୍ଦାଙ୍କୁ ସାମିଲ କରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରଥମତଃ ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ ବାଇଡେନଙ୍କୁ ଦେଶ ଚଳାଇବାରେ ସାହାଯ୍ୟ...

ପୃଥିବୀ ଇତିହାସରେ ପ୍ରଥମ: ବାୟୁ ପ୍ରଦୂଷଣ ମୃତ୍ୟୁ ମାମଲାରେ ହେବ ବିଚାର

ଲଣ୍ଡନ,୩୦।୧୧: ପୃଥିବୀ ଇତିହାସରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଥିବା ଏକ ମାମଲାର ବିଚାର କରାଯିବ। ବ୍ରିଟେନ୍‌ ହାଇକୋର୍ଟରେ ସୋମବାର ଏଭଳି ଏକ ମାମଲାର ଶୁଣାଣି କରାଯିବ। ୨୦୧୩ ଫେବୃୟାରୀ ୧୫ରେ ଲଣ୍ଡନରେ ବାସ କରୁଥିବା...

ବ୍ରହ୍ମପୁତ୍ର ନଦୀ ଉପରେ ଚାଇନାର ନଦୀ ବନ୍ଧ ଯୋଜନା: ଭାରତ-ବାଂଲାଦେଶ ଉପରେ ପଡ଼ିବ ପ୍ରଭାବ

ବେଜିଂ,୩୦।୧୧: ବ୍ରହ୍ମପୁୁତ୍ର ନଦୀ ଉପରେ ଚାଇନା ବିଶାଳକାୟ ନନ୍ଦୀବନ୍ଧ ନିର୍ମାଣ କରିବାକୁ ଯାଉଛି। ଏସମ୍ପର୍କରେ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ...

୪୦ କୃଷକଙ୍କୁ ହତ୍ୟା

ମାଇଡୁଗୁରି, ୩୦।୧୧: ନାଇଜେରିଆର ବର୍ନୋ ରାଜ୍ୟରେ ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନ ବୋକୋ ହାରାମ ସଦସ୍ୟଙ୍କ ଆକ୍ରମଣରେ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି। ସେମାନେ ଧାନ ବିଲରେ ଫସଲ ଅମଳ କରୁଥିବାବେଳେ ଆକ୍ରମଣ ହୋଇଥିଲା। ବର୍ନୋ ସମ୍ପ୍ରଦାୟ ଧାନଚାଷ ପାଇଁ...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଚାରିଆଡ଼େ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।...

ଇସ୍ତଫା ଦେଇପାରନ୍ତି ବେଲାରୁସ ରାଷ୍ଟ୍ରପତି

ମିନ୍ସକ,୨୯ ।୧୧: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ ୨୬ ବର୍ଷ ହେବ ବେଲାରୁଷର ଶାସନ ଭାର ସମ୍ଭାଳିଛନ୍ତି । ସେ ୟୁରୋପର ଶେଷ ଶାସକ...

ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା । ଆଉ ଏବେ ସେହି ମହିଳା ୭ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକାଣି...

ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏନେଇ ସୂଚନା ଦେଇଥିଲେ। ତେବେ ଏହାକୁ ବିରୋଧ କରି...

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି କାମ କରିବା ସହଜ ନୁହେଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri