ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜାଫରଉଲ୍ଲା ଜମାଲିଙ୍କ ପରଲୋକ
ଇସ୍ଲାମାବାଦ,୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜାଫରଉଲ୍ଲା ଜମାଲିଙ୍କ ୭୬ ବର୍ଷ ବୟସରେ ପରଲୋକ ହୋଇଛି । ରାୱଲପିଣ୍ଡିର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବୁଧବାର ସନ୍ଧ୍ୟାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ତାଙ୍କ...
ଭାଙ୍ଗିଗଲା ବିଶ୍ୱର ସବୁଠାରୁ ବଡ ଆଣ୍ଟେନା: ଏଲିଅନଙ୍କ ସମ୍ପର୍କରେ ମିଳି ପାରିବନି ସୂଚନା !
ଆରେକିବୋ,୩ ।୧୨: ବିଶ୍ୱର ସବୁଠାରୁ ବଡ ଟେଲିସ୍କୋପ ମଙ୍ଗଳବାର ବିଳମ୍ବିତ ରାତିରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଆଣ୍ଟେନା ଉପରେ ଟାୱାର ଓ କେବଲ୍ ପଡିଯିବା ଫଳରେ ଏହା ପାଖାପାଖି ୪୫୦ ଫୁଟ ତଳକୁ ପଡିଯାଇ ସମ୍ପୂର୍ଣ୍ଣ ନଷ୍ଟ...
ପ୍ରତିରକ୍ଷା ମନ୍ତ୍ରୀ ଚୟନ ନେଇ ଚାପରେ ବାଇଡେନ୍
ଓ୍ବାଶିଂଟନ,୩।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଏବେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଚୟନ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି। ଦଳର ୨ ଗୋଷ୍ଠୀ ଏନେଇ ବାଇଡେନ୍ଙ୍କ ଉପରେ ଚାପ ପକାଯାଉଥିବା ଚର୍ଚ୍ଚା ହେଉଛି।...
ମାତା-ପିତାଙ୍କଠାରୁ ଅଲଗା ହୋଇଥିବା ୬୨୮ ଶିଶୁ ଆମେରିକା ସୀମାରେ: ଆଖିରେ ପରିବାରକୁ ଫେରିବା ସ୍ବପ୍ନ
ଓ୍ବାଶିଂଟନ,୩।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ ଆରମ୍ଭରେ କେତେକ ଶିଶୁ ସେମାନଙ୍କ ମାତା-ପିତା ଏବଂ ପରିବାରଠାରୁ ଅଲଗା ହୋଇଯାଇଥିଲେ। ଆମେରିକାରେ ଅନୁପ୍ରବେଶ କରୁଥିବା ସମୟରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଶିଶୁମାନେ ଅଲଗା ହୋଇଯାଇଥିଲେ। ସେଥିମଧ୍ୟରୁ ଏବେ ୬୨୮ ଶିଶୁ ଆଖିରେ ପରିବାରକୁ...
ସୁରକ୍ଷିତ କରୋନା ଟିକା ବିତରଣ: ସତର୍କ ସୂଚନା ଜାରି କଲା ଇଣ୍ଟରପୋଲ
ଲାୟୋନ,୩।୧୨: ପୃଥିବୀର ବିଭିନ୍ନ ଅଞ୍ଚଳରେ ସୁରକ୍ଷିତ ଭାବେ କରୋନା ଟିକା ବିତରଣ କରାଇବା ଲାଗି ଇଣ୍ଟରପୋଲ୍ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫ୍ରାନ୍ସ୍ର ଲାୟୋନ ସ୍ଥିତ ଇଣ୍ଟରପୋଲ୍ର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ବୈଠକରେ ଏସମ୍ପର୍କରେ ୧୯୪ ସଦସ୍ୟ...
ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର
ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର କରାଯାଉ ନାହିଁ। ଭାରତର ନାମ ନ ନେଇ ଚାଇନା କହିଛି ଯେ, ଏହା...
ବିଶ୍ୱକୁ ବିଭ୍ରାନ୍ତ କରିଛି ଚାଇନା
ନୂଆଦିଲ୍ଲୀ, ୩।୧୨: କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଇନା ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇଥିଲା। ଉହାନରୁ ଲିକ୍ ହୋଇଥିବା ଏକ ଦସ୍ତାବିଜ୍ରୁ ଏହି ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ କରୋନା ପ୍ରଥମେ ଚିହ୍ନଟ ହୋଇଥିବା ହୁବେଇ ପ୍ରଦେଶରେ ଫେବୃୟାରୀ ୧୦...
ବଢିଲା ନେତନ୍ୟାହୁଙ୍କ ସମସ୍ୟା, ଭାଙ୍ଗିଲା ଇସ୍ରାଏଲ ସାଂସଦ
ଜେରୁଜେଲମ,୩ ।୧୨: ଇସ୍ରାଏଲରେ ଭ୍ରଷ୍ଟାଚାର ଅଭିଯୋଗର ସାମ୍ନା କରୁଥିବା ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁଙ୍କ ସମସ୍ୟା ଆହୁରି ବଢିଯାଇଛି । ବୁଧବାର ଇସ୍ରାଏଲ ସାଂସସ ସଂସଦ ଭାଙ୍ଗିବା ପ୍ରସ୍ତାବକୁ ପ୍ରାଥମିକ ଭୋଟ ଜରିଆରେ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଦେଶ ୨...
ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମଦ୍ୟପାନ କରି ଚାଲିଗଲା ୭ ଜୀବନ, ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର
କାମ୍ବୋଡିଆ,୨।୧୨- କାମ୍ବୋଡିଆର କାମ୍ପୋଙ୍ଗ ଚେନାଙ୍ଗ ପ୍ରଦେଶରେ ଥିବା ଏକ ଗ୍ରାମରେ ବିଷାକ୍ତ ମଦ ପିଇ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୩୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇପଡିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,ଉକ୍ତ...
ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ, ଫେସ୍ବୁକରେ କହିଲେ…
ଦୀପେନ ମାଣ୍ଡାଲିଆ ମ୍ୟାଚ୍ ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ରୋଜ ଓ୍ବିମ୍ବୁଶଙ୍କୁ ପ୍ରେମ ନିବେଦନ କରିଥିଲେ। ତାଙ୍କ ପ୍ରେମ କାହାଣୀକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପ୍ରତିଦିନ ତାଙ୍କୁ କିପରି ଭେଟିଲେ ସେ ବିଷୟରେ କହିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ...
ଆସନ୍ତା ସପ୍ତାହରୁ ଦିଆଯିବ କରୋନା ଟିକା: ଫାଇଜର-ବାୟୋଏନ୍ଟେକ୍ ଟିକାକୁ ବ୍ରିଟେନରେ ମଞ୍ଜୁରୀ
ଲଣ୍ଡନ,୨।୧୨: ବ୍ରିଟେନରେ ଆସନ୍ତା ସପ୍ତାହରୁ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ପ୍ରଥମ ପାଶ୍ଚାତ୍ୟ ଦେଶ ଭାବେ ବ୍ରିଟେନ୍ରେ କରୋନା...
ଲକ୍ଡାଉନ୍ରେ ‘ରୋମାନ୍ସ ପାର୍ଟି’ କରୁଥିଲେ ଏମ୍ପି
ବ୍ରୁସେଲ୍,୨।୧୨: ବେଲ୍ଜିୟମ ରାଜଧାନୀ ବ୍ରୁସେଲ୍ରେ ହଙ୍ଗେରୀ ୟୁରୋପିୟନ୍ ଏମ୍ପି ଜୋସେଫ ଜାଜେର ସେକ୍ସ ପାର୍ଟି କରୁଥିବାବେଳେ ଧରାଥିଛନ୍ତି। ପୋଲିସ ତାଙ୍କୁ କରିଛି। କରୋନା ଗାଇଡଲାଇନ୍ ଉଲଂଘନ କରୁଥିବା ଅଭିଯୋଗରେ ପୋଲିସ ଏହି ପାର୍ଟି ଉପରେ ଚଢାଉ କରିଥିଲା। ଜୋସେଫ୍ ଏହି...
Archives


