୯୦ ବର୍ଷୀୟା ବୃଦ୍ଧା ନେଲେ ବିଶ୍ୱର ପ୍ରଥମ ଫାଇଜର ଟିକା
ଲଣ୍ଡନ,୮।୧୨- ଜଣେ ୯୦ ବର୍ଷୀୟା ବୃଦ୍ଧା ମାର୍ଗେରେଟ କିନାନ ମଙ୍ଗଳବାର ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର କୋଭିଡ୍-୧୯ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ୯୧ ବର୍ଷରେ ପାଦ ଦେବାକୁ ଯାଉଥିବା କିନାନଙ୍କୁ କଭେଣ୍ଟ୍ରିର ଲୋକାଲ ମେଡିକାଲରେ ଟିକା ଦିଆଯାଇଛି।...
ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍ଙ୍କର ପରଲୋକ
ଓ୍ବାଶିଂଟନ୍, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ଆମେରିକାର ବାସିନ୍ଦା ଥିଲେ। ତାଙ୍କର ଜଣେ ବନ୍ଧୁ ଭିକ୍ଟୋରିୟା ୟେଗର...
ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା
କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୟାଓ୍ବାଲି ମଙ୍ଗଳବାର ଟୁଇଟ୍ କରି...
ତୁର୍କୀର ଷଡ଼ଯନ୍ତ୍ର: କଶ୍ମୀରକୁ ପଠାଇବ ଆତଙ୍କବାଦୀ
ଆଙ୍କାରା,୮।୧୨: ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ପାକିସ୍ତାନ ଏବେ ତୁର୍କୀ ସହିତ ହାତ ମିଳାଇଛି। କଶ୍ମୀରକୁ ଆତଙ୍କବାଦୀ ପଠାଇବା ଲାଗି ତୁର୍କୀ ପାକିସ୍ତାନ ସହିତ ମିଶି ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି। ସିରିଆର ଆତଙ୍କବାଦୀ ସଂଗଠନକୁ ଏଥିରେ ସାମିଲ କରାଯାଇଛି।...
କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦେବା ଉଚିତ, କ’ଣ କହୁଛି ଡବ୍ଲୁଏଚ୍ଓ
ଜେନେଭା,୮ ।୧୨: ଶେଷ ହେବ କରୋନା ମହାମାରୀର ତାଣ୍ଡବ । ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏବେ ପ୍ରାୟ କରୋନା ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲେଣି । କରୋନା ଟିକା ଉପରେ ଏବେ ସମସ୍ତଙ୍କର ନଜର ।...
ବ୍ରିଟେନ୍ରେ ଟିକାକରଣ: ଭାରତୀୟ ବଂଶୋଦ୍ଭବ ହାରି ଶୁକ୍ଳାଙ୍କୁ ଟିକା
ନୂଆଦିଲ୍ଲୀ,୮।୧୨: ବ୍ରିଟେନରେ ମଙ୍ଗଳବାରଠାରୁ ଲୋକଙ୍କୁ ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ଦିଆଯିବା ଆରମ୍ଭ ହୋଇଛି। ପ୍ରଥମ ଟିକା ୯୦ ବର୍ଷ ବୟସ୍କା ମହିଳା ମାଗରିଟ୍ କିନାନ୍ଙ୍କୁ ଦିଆଯାଇଛି। ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା...
ବୋମା ମିଳିବାରୁ ୧୩ ହଜାର ସ୍ଥାନାନ୍ତର
ବର୍ଲିନ, ୮ା୧୨: ଦ୍ୱିତୀୟ ବିଶ୍ୱଯୁଦ୍ଧବେଳର ଏକ ଅଫୁଟା ବୋମା ଜର୍ମାନୀର ଫ୍ରାଙ୍କଫର୍ଟରୁ ଠାବ କରାଯାଇଛି। ଧନଜୀବନ ହାନି ଆଶଙ୍କାରେ ସେଠାକାର ପ୍ରାୟ ୧୩ ହଜାର ବାସିନ୍ଦାଙ୍କୁ ରବିବାର ଜରୁରିକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏକ କନଷ୍ଟ୍ରକଶନ ସାଇଟ୍ରେ...
ଅକ୍ସିଜେନ ଅଭାବରୁ ପାକିସ୍ତାନରେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ: ୭ ମେଡିକାଲ ଷ୍ଟାଫ ନିଲମ୍ବିତ
ପେଶାଓ୍ବାର, ୭।୧୨- ସରକାରୀ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ମାମଲାରେ ୭ ଜଣ ଷ୍ଟାଫଙ୍କୁ ନିଲମ୍ବିତ କରାଯାଇଛି। କୋଭିଡ୍ ଆଇସୋଲେସନ ଓ୍ବାର୍ଡରେ ୫ ଜଣ ଆକ୍ରାନ୍ତ ଥିବାବଳେ ଜଣେ ଆଇସିୟୁରେ ଭର୍ତ୍ତି ଥିଲେ। ଯଥେଷ୍ଟ ଅକ୍ସିଜେନ...
ଦ୍ୱିତୀୟ ବିଶ୍ୱଯୁଦ୍ଧର ସେହି ଲୋମହର୍ଷଣକାରୀ ଘଟଣା…
ଟିକେ ଚିନ୍ତା କରନ୍ତୁ ଆପଣ ସାମରିକ ବାହୀନର ଏକ ଅଂଶ। ଆଉ ଟ୍ରପିକାଲ ଦ୍ୱୀପରେ ଶତ୍ରୁ ଚାରି ଆଡ଼ୁ ଘେରି ରଖିଛନ୍ତି। ଏଠୁ ଖସିବାର ଏକମାତ୍ର ବାଟ ଜଳ ମାର୍ଗ, ଯାହାକି ଅତ୍ୟଧିକ ପଙ୍କୁଆ। ସେଥିରେ ଅଛନ୍ତି ବିଶ୍ୱର ସବୁଠୁ...
ବିବାହର ୩ ଦିନ ପୂର୍ବରୁ କନ୍ୟାହେଲେ କରୋନା ପଜିଟିଭ୍: ସବୁ ଯୋଗାଡ଼ ସରିଥିବାରୁ ବର କଲେ ଏମିତି ବିବାହ
ବିବାହର ୩ ଦିନ ପୂର୍ବରୁ କନ୍ୟା କରୋନା ପରୀକ୍ଷା କରାଇଥିଲେ। ପରେ ତାଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ମାତ୍ର ଏହା ସତ୍ତ୍ୱେ ବର, କନ୍ୟା ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ...
ଏକଦା ରାତାରାତି ଭୟରେ ଖାଲି ହୋଇଯାଇଥିଲା ଏହି ସହର
ବିଶ୍ୱରେ ଅନେକ କିଛି ରହସ୍ୟ ଅଛି, ଯାହା ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ନାହିଁ। ଏପରି ଏକ ରହସ୍ୟ ପୂର୍ଣ୍ଣ ଯାଗା ହେଉଛି ସାଇପ୍ରସର ଭରୋସା ସହର। କିନ୍ତୁ ବର୍ତ୍ତମାନ ଏହି ସହରଟି ଜନଶୂନ୍ୟ ହୋଇଯାଇଛି। ଭରୋସା ଭୂତ ସହର...
ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ
କାଠମାଣ୍ଡୁ,୭ା୧୨: ଅଢ଼େଇ ବର୍ଷ ପୂର୍ବେ ଦୁଇଜଣ ନେପାଳୀ ଯୁବକ ହିମାଳୟ ରାଷ୍ଟ୍ରର ପୁରୁଣା ଜାତୀୟ ସଙ୍ଗୀତ ଗାଇ ଗିରଫ ହୋଇଥିଲେ। ପରେ ସେମାନଙ୍କ ସାଥୀମାନେ ଦେଶବ୍ୟାପୀ ପୁରୁଣା ଜାତୀୟ ସଙ୍ଗୀତ ଅଭିଯାନର ଘୋଷଣା କାଠମାଣ୍ଡୁରେ କରିଥିଲେ। ସେମାନଙ୍କ ଦାବି ଥିଲା...
Archives


