ଇସ୍ତଫା ଦେବେ ଗୀତା ଗୋପୀନାଥ
ୱାଶିଂଟନ୍,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍ଏଫ୍ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଗୋପୀନାଥ ଇସ୍ତଫା ଦେବା ପରେ ଆସନ୍ତା ଜାନୁୟାରୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗକୁ...
କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…
କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ସୂଚନା ଦେବାକୁ ତାଲିବାନ ରୋକ୍ ଠୋକ୍ ମନା କରି ଦେଇଛି। ବିସ୍ଫୋରଣ...
ଇଣ୍ଟରନେଟ୍କୁ ନୂଆ ରୂପ ଦେବ ମେଟାଭର୍ସ
ଲଣ୍ଡନ, ୨୦ା୧୦: ଦୁନିଆର ସବୁଠୁ ବଡ଼ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଫେସ୍ବୁକ୍ ପାଇବ ନୂଆ ପରିଚୟ। ସୋସିଆଲ ମିଡିଆ ବଦଳରେ ଫେସ୍ବୁକ୍କୁ ‘ମେଟାଭର୍ସ’ରେ ପରିଣତ କରିବାକୁ ଯାଉଛନ୍ତି ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ସବୁକିଛି ଯୋଜନା ଅନୁଯାୟୀ ଚାଲିଲେ ଫେସ୍ବୁକ୍...
ବିବାହ କଲେ ବିଲ୍ ଗେଟ୍ସଙ୍କ ଝିଅ
ଲଣ୍ଡନ,୧୯।୧୦: ବିଲ୍ ଗେଟ୍ସଙ୍କ ଝିଅ ଜେନିଫର୍ ଗେଟ୍ସ ବିବାହ କରିଛନ୍ତି। ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନ୍ୟୁୟର୍କର ୱେଷ୍ଟଚେଷ୍ଟରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ନାଏଲ ନାସାର ଜଣେ...
ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ
ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ...
ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…
ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍ଙ୍କ ତାଗିଦ୍ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ...
ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍ ଜାରି…
ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍ ଜାରି ହୋଇଛି। ମଙ୍ଗୋଲିଆ ଅଞ୍ଚଳରେ ବସବାସ କରୁଥିବା ୭୬ ହଜାର ଲୋକଙ୍କୁ ଘରୁ ନ...
୯ ବର୍ଷରେ ଭଙ୍ଗାଯାଇଛି ୩,୭୨୧ ଘର-ମନ୍ଦିର, ଚିନ୍ତା ବ୍ୟକ୍ତ କଲା ଜାତିସଂଘ…
ଢାକା,୧୯।୧୦: ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ଗତ ସପ୍ତାହରେ ରଙ୍ଗପୁର ଜିଲାରେ ସୃଷ୍ଟି ହୋଇଥିବା ହିଂସା ଏବେ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୪୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମ୍ବେଦନଶୀଳ ଏବଂ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂଖ୍ୟକ...
ନୀରବ ମୋଦିଙ୍କୁ ପୁଣି ଲାଗିଲା ଝଟ୍କା
ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍କା ଲାଗିଛି। କୋର୍ଟ ନୀରବ ମୋଦି ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଠକେଇ ଅଭିଯୋଗକୁ ଖାରଜ କରିବା...
କୋଭିଡ୍ରେ କୋଲିନ ପଓ୍ବେଲଙ୍କ ପରଲୋକ
ଓ୍ବାଶିଂଟନ, ୧୯।୧୦: ଆମେରିକାର ପ୍ରଥମ କୃଷ୍ଣକାୟ ପରରାଷ୍ଟ୍ର ସଚିବ କୋଲିନ ପଓ୍ବେଲଙ୍କର ସୋମବାର କୋଭିଡ୍ରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ. ବୁଶ୍ଙ୍କ ପ୍ରଶାସନରେ ୨୦୦୧ ଜାନୁୟାରୀରୁ ୨୦୦୫ ଜାନୁୟାରୀ ପର୍ଯ୍ୟନ୍ତ...
ପିଲା ଅପରାଧ କଲେ ମା’ବାପାଙ୍କୁ ମିଳିବ ଦଣ୍ଡ
ବେଜିଂ,୧୯ ।୧୦: ଚାଇନା ସଂସଦ ଏଭଳି ଏକ ଆଇନ ପ୍ରଣୟନ ଉପରେ ବିଚାର କରୁଛି, ଯେଉଁଥିରେ ପିଲାମାନଙ୍କର ମାତାପିତାଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା ରହିବ । ଯେଉଁ ପିଲାମାନେ ଖରାପ ଆଚରଣ ଓ ଅପରାଧ କରୁଛନ୍ତି ସେଭଳି ପିଲାଙ୍କ...
ତରବରରେ ତିଆରି ହୋଇନି ତ କୋଭାକ୍ସିନ: ଡବ୍ଲୁଏଚଓ ମାଗିଲା ଅଧିକ ତଥ୍ୟ
ଜେନେଭା,୧୯ ।୧୦: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ପ୍ରସ୍ତୁତ ହୋଇଛି ଟିକା । ହେଲେ ଏବେ ଏହି ଟିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଭାରତ ବାୟୋଟେକକୁ ଏହାଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଉପରେ...
Archives


