କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…

କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ସୂଚନା ଦେବାକୁ ତାଲିବାନ ରୋକ୍‌ ଠୋକ୍‌ ମନା କରି ଦେଇଛି। ବିସ୍ଫୋରଣ ପୂର୍ବରୁ ତାଲିବାନ ସୁରକ୍ଷାକର୍ମୀଙ୍କୁ ସତର୍କ କରି ଦିଆଯାଇଥିଲା। ସ୍ଥାନୀୟ ଦେହମାଜାଙ୍ଗ ଅଞ୍ଚଳରେ ଏହା ଘଟିଛି। ଦେଖଣାହାରୀଙ୍କ ଅନୁସାରେ ଏହା ଏକ କାର ବୋମା ହୋଇଥାଇପାରେ। ବିସ୍ଫୋରଣ ପରେ ତାଲିବାନ ଯାଞ୍ଚ୍‌ ଦଳର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି।

ତାଲିବାନ ସରକାରଙ୍କୁ ମିଳିଥିବା ସୂଚନା ଆଧାରରେ ମଙ୍ଗଳବାରଠାରୁ ସୁରକ୍ଷାକର୍ମୀଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଜାରି ହୋଇଥିଲା। ରାସ୍ତାରେ ଯାଉଥିବା ଯାନ ବାହନ ଏବଂ ସନ୍ଦିଗ୍ଧଙ୍କୁ ଅଟକ ରଖି ଯାଞ୍ଚ୍‌ କରାଯାଉଥିଲା। ମାତ୍ର ଶେଷରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ତାଲିବାନ୍‌ ସରକାର ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱରେ ପୁଣିଥରେ ହାହାକାର କରିପାରେ କରୋନା, ଚାଇନାରେ ବିଏଫ.୭ ବିଗାଡିଲାଣି ସ୍ଥିତି, ଡବ୍ଲୁଏଚଓ ମାଗିଲା କରୋନା ଡାଟା

ଜେନେଭା,୨୨ ।୧୨: ଚାଇନାରେ ବ୍ୟାପି ଚାଲିଥିବା କରୋନା ସଂକ୍ରମଣ ପୁଣିଥରେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଲାଣି । କିଛି ମିଡିଆ ରିପୋର୍ଟରେ କୁହାଯାଉଛି କି...

ତାଞ୍ଜାନିଆ ବିମାନ ହ୍ରଦକୁ ଖସିବା ଘଟଣା: ୩ ମୃତ, ୨୬ ଉଦ୍ଧାର

ଡୋଡାନିଆ,୬।୧୧: ତାଞ୍ଜାନିଆର ବିମାନବନ୍ଦରରେ ଅବତରଣ କରିବା ସମୟରେ ହ୍ରଦକୁ ଖସିପଡିଛି ଯାତ୍ରୀବାହୀ ବିମାନ। ବୁକୋବାରେ ଅବତରଣ କରିବାକୁ ଯାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ବିମାନବନ୍ଦର...

ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ...

ଧ୍ୱଂସର ନିକଟ ହେଉଛି ପୃଥିବୀ: ଡୁମ୍ସଡେ କ୍ଲକରେ କମିଲା ୧୦ ସେକେଣ୍ଡ…

ନ୍ୟୁୟର୍କ,୨୫।୧ : ଡୁମ୍ସଡେ କ୍ଲକ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ...

ଥାଇଲାଣ୍ଡରେ ଗୁଳିକାଣ୍ଡ: ୩୧ ମୃତ

ବ୍ୟାଙ୍କକ୍‌,୬।୧୦: ଥାଇଲାଣ୍ଡରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି। ଏଥିରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଏକ ଚାଇଲ୍ଡ କେୟାର...

ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

କୋପେନହାଗେନ,୩୦।୪: ନରଓ୍ବେର ସମୁଦ୍ର ଉପକୂଳରେ ଭେଲଗା ହ୍ବେଲ ମାଛର ଗଳାରେ କ୍ୟାମେରା ଓ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ...

ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ପ୍ରଥମ ମହିଳା ବିଚାରପତି…

ଇସଲାମାବାଦ୍‌, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍‌ ହାସଲ...

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ...

Advertisement
Archives

Model This Week